ଶୁଭକାନ୍ତ ସାହୁ
ଦେଖଣା
ଶୁଭକାନ୍ତ ସାହୁ | |
---|---|
ମୃତ୍ୟୁ | ୨୨ ମାର୍ଚ୍ଚ ୨୦୦୮ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫-୨୦୦୮ |
ବୈବାହିକ-ସାଥୀ | ସତ୍ୟଭାମା ସାହୁ |
ପିତାମାତା | ଆରତ ସାହୁ (ବାପା) |
ଶୁଭକାନ୍ତ ସାହୁ (ମୃତ୍ୟୁ: ୨୨ ମାର୍ଚ୍ଚ ୨୦୦୮) ଜଣେ ଓଡ଼ିଆ ଅଭିନେତା ଥିଲେ, ଯିଏକି ଓଡ଼ିଆ ଆଲବମ୍ ଜଗତରେ ପପୁ ନାମରେ ବେଶ୍ ଜଣାଶୁଣା ଥିଲେ । ୨୦୦୫ ମସିହାରେ ପ୍ରଥମ ପ୍ରେମ କଥାଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯାହାକି ତାଙ୍କ ଅଭିନୀତ ଏକମାତ୍ର ଓଡ଼ିଆ କଥାଚିତ୍ର ଥିଲା ।[୧]
ମୃତ୍ୟୁ
[ସମ୍ପାଦନା]ଶୁଭକାନ୍ତ ୨୦୦୮ ମସିହାର ମାର୍ଚ୍ଚ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱରସ୍ଥିତ ଏକ ଭଡ଼ାଘରେ ଫ୍ୟାନ୍ରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।[୨] ଝୁଲୁଥିବା ଅବସ୍ଥାରେ ତାଙ୍କୁ ତାଙ୍କର ଘର ମାଲିକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "TV star found dead". www.telegraphindia.com (in English). Bhubaneswar. 22 March 2008. Retrieved 12 February 2021.
{{cite news}}
: CS1 maint: unrecognized language (link) - ↑ "Oriya actor Subhakanta Sahu found dead". Zee News (in ଇଂରାଜୀ). 23 March 2008. Retrieved 12 February 2021.
- ↑ "ଆଲବମ୍ ଅଭିନେତା ପପୁ ମୃତ୍ୟୁ ମାମଲା : ୧୦ ବର୍ଷ ବିତିଗଲା ଖୋଲିଲାନି ରହସ୍ୟ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 11 March 2019. Archived from the original on 14 March 2019. Retrieved 12 February 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶୁଭକାନ୍ତ ସାହୁ