ଶଶିଭୂଷଣ ରାୟ

ଉଇକିପିଡ଼ିଆ‌ରୁ
ଶଶିଭୂଷଣ ରାୟ
ଜନ୍ମ୧୮୭୬
ମୃତ୍ୟୁ୧୯୫୩
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଆ ସାହିତ୍ୟିକ
ସମ୍ପର୍କୀୟରାଧାନାଥ ରାୟ (ପିତା)

ଶଶିଭୂଷଣ ରାୟ (୧୮୭୬ - ୧୯୫୩) ଜଣେ ପ୍ରସିଦ୍ଧ ଓଡ଼ିଆ କବି ଥିଲେ । ତାଙ୍କର ରଚନା ପ୍ରଧାନତଃ ପ୍ରକୃତି ବର୍ଣ୍ଣନା ତଥା ଭ୍ରମଣ କାହାଣୀକୁ ଭିତ୍ତି କରି ଥିଲା । ସେ ସାହିତିକ୍ୟ ରାଧାନାଥ ରାୟଙ୍କ ପୁତ୍ର ଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ଦାକ୍ଷିଣାତ୍ୟ ଭ୍ରମଣ (୧୮୯୬)[୨]
  • ଉତ୍କଳ ପ୍ରକୃତି (୧୯୧୪,୧୯୨୫)
  • ଆଧୁନିକ ତାଳଚେର (୧୯୪୦)
  • ଉତ୍କଳର ଋତୁଚିତ୍ର (୧୯୧୩)
  • କନିକା ଦର୍ଶନ (୧୯୧୩)
  • ଶିକ୍ଷା (ପ୍ରବନ୍ଧ ସଂଗ୍ରହ) (୧୯୫୩)

ଆଧାର[ସମ୍ପାଦନା]

  1. ଦାସ, ଶିଶିର କୁମାର (1991). A History of Indian Literature - 1800-1910 Western Impact: Indian Response (ପ୍ରଥମ ed.). ନୂଆ ଦିଲ୍ଲୀ ୧୧୦୦୦୧: ସାହିତ୍ୟ ଏକାଡେମୀ. p. ୫୮୨. ISBN 81-7201-006-0. Retrieved 28 September 2019.{{cite book}}: CS1 maint: location (link)
  2. ରାୟ, ଶଶିଭୂଷଣ. "ଦାକ୍ଷିଣାତ୍ୟ ଭ୍ରମଣ". odiabibhaba.in/bahi/. Retrieved 2 October 2019.