ଶଶିଭୂଷଣ ରାୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଶଶିଭୂଷଣ ରାୟ
ଜନ୍ମ ଓ ଜନ୍ମସ୍ଥାନ୧୮୭୬
ମୃତ୍ୟୁ୧୯୫୩
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଜୀବିକାଓଡ଼ିଆ ସାହିତ୍ୟିକ
ପୈତୃକ ବାସସ୍ଥାନକଟକ
ସମ୍ପର୍କୀୟରାଧାନାଥ ରାୟ (ପିତା)

ଶଶିଭୂଷଣ ରାୟ ପ୍ରସିଦ୍ଧ ଓଡ଼ିଆ କବି ତଥା ସାହିତିକ୍ୟ ରାଧାନାଥ ରାୟଙ୍କ ପୁତ୍ର ଥିଲେ[୧] । ଶଶିଭୂଷଣ ନିଜେ ମଧ୍ୟ ଓଡ଼ିଆ ସାହିତ୍ୟକୁ ଅନେକ ଅବଦାନ ଦେ‍ଇଛନ୍ତି, ବିଶେଷ କରି ପ୍ରକୃତି ବର୍ଣ୍ଣନା ତଥା ଭ୍ରମଣ କାହାଣୀ ରୂପରେ ।

ରଚନାବଳୀ[ସମ୍ପାଦନା]

  • ଦାକ୍ଷିଣାତ୍ୟ ଭ୍ରମଣ (୧୮୯୬)[୨]
  • ଉତ୍କଳ ପ୍ରକୃତି (୧୯୧୪,୧୯୨୫)
  • ଆଧୁନିକ ତାଳଚେର (୧୯୪୦)
  • ଉତ୍କଳର ଋତୁଚିତ୍ର (୧୯୧୩)
  • କନିକା ଦର୍ଶନ (୧୯୧୩)
  • ଶିକ୍ଷା (ପ୍ରବନ୍ଧ ସଂଗ୍ରହ) (୧୯୫୩)


ଆଧାର[ସମ୍ପାଦନା]

  1. ଦାସ, ଶିଶିର କୁମାର (1991). A History of Indian Literature - 1800-1910 Western Impact: Indian Response (ପ୍ରଥମ ed.). ନୂଆ ଦିଲ୍ଲୀ ୧୧୦୦୦୧: ସାହିତ୍ୟ ଏକାଡେମୀ. p. ୫୮୨. ISBN 81-7201-006-0. Retrieved 28 September 2019.CS1 maint: location (link)
  2. ରାୟ, ଶଶିଭୂଷଣ. "ଦାକ୍ଷିଣାତ୍ୟ ଭ୍ରମଣ". odiabibhaba.in/bahi/. Retrieved 2 October 2019.