ଶଶିଭୂଷଣ ରାୟ
ଦେଖଣା
ଶଶିଭୂଷଣ ରାୟ | |
|---|---|
| ଜନ୍ମ | ୧୮୭୬ |
| ମୃତ୍ୟୁ | ୧୯୫୩ |
| ଜାତୀୟତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
| ବୃତ୍ତି | ଓଡ଼ିଆ ସାହିତ୍ୟିକ |
| ସମ୍ପର୍କୀୟ | ରାଧାନାଥ ରାୟ (ପିତା) |
ଶଶିଭୂଷଣ ରାୟ (୧୮୭୬ - ୧୯୫୩) ଜଣେ ପ୍ରସିଦ୍ଧ ଓଡ଼ିଆ କବି ଥିଲେ । ତାଙ୍କର ରଚନା ପ୍ରଧାନତଃ ପ୍ରକୃତି ବର୍ଣ୍ଣନା ତଥା ଭ୍ରମଣ କାହାଣୀକୁ ଭିତ୍ତି କରି ଥିଲା । ସେ ସାହିତ୍ୟିକ ରାଧାନାଥ ରାୟଙ୍କ ପୁତ୍ର ଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ଦାକ୍ଷିଣାତ୍ୟ ଭ୍ରମଣ (୧୮୯୬)[୨]
- ଉତ୍କଳ ପ୍ରକୃତି (୧୯୧୪,୧୯୨୫)
- ଆଧୁନିକ ତାଳଚେର (୧୯୪୦)
- ଉତ୍କଳର ଋତୁଚିତ୍ର (୧୯୧୩)
- କନିକା ଦର୍ଶନ (୧୯୧୩)
- ଶିକ୍ଷା (ପ୍ରବନ୍ଧ ସଂଗ୍ରହ) (୧୯୫୩)
ଆଧାର
[ସମ୍ପାଦନା]- ↑ ଦାସ, ଶିଶିର କୁମାର (1991). A History of Indian Literature - 1800-1910 Western Impact: Indian Response (ପ୍ରଥମ ed.). ନୂଆ ଦିଲ୍ଲୀ ୧୧୦୦୦୧: ସାହିତ୍ୟ ଏକାଡେମୀ. p. ୫୮୨. ISBN 81-7201-006-0. Retrieved 28 September 2019.
{{cite book}}: CS1 maint: location (link) - ↑ ରାୟ, ଶଶିଭୂଷଣ. "ଦାକ୍ଷିଣାତ୍ୟ ଭ୍ରମଣ". odiabibhaba.in/bahi/. Retrieved 2 October 2019.