ମିରଟାଜାପିନ

ଉଇକିପିଡ଼ିଆ‌ରୁ
ମିରଟାଜାପିନ
Clinical data
Trade namesRemeron, others
SynonymsMepirzapine; 6-azamianserin; ORG-3770[୧][୨]
AHFS/Drugs.commonograph
MedlinePlusa697009
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth (tablets)
ATC code
Legal status
Legal status
Pharmacokinetic data
Bioavailability50%[୩][୪][୫][୬]
Protein binding85%[୩][୪][୫][୬]
MetabolismLiver (CYP1A2, CYP2D6, CYP3A4)[୩][୪][୫][୬][୭]
MetabolitesDesmethylmirtazapine (contributes 3–10% of activity)[୭]
Elimination half-life20–40 hours[୩][୪][୫][୬]
ExcretionUrine: 75%[୩]
Feces: 15%[୩][୪][୫][୬]
Identifiers
  • (±)-2-Methyl-1,2,3,4,10,14b-hexahydropyrazino[2,1-a]pyrido[2,3-c][2]benzazepine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.080.027 Edit this at Wikidata
Chemical and physical data
FormulaC17H19N3
Molar mass265.35 g/mol
3D model (JSmol)
ChiralityRacemic mixture
Density1.22 g/cm3
Melting point114 to 116 °C (237 to 241 °F)
Boiling point432 °C (810 °F)
Solubility in waterSoluble in methanol and chloroform mg/mL (20 °C)
  • n1cccc3c1N4C(c2ccccc2C3)CN(C)CC4
  • InChI=1S/C17H19N3/c1-19-9-10-20-16(12-19)15-7-3-2-5-13(15)11-14-6-4-8-18-17(14)20/h2-8,16H,9-12H2,1H3 checkY
  • Key:RONZAEMNMFQXRA-UHFFFAOYSA-N checkY
 ☒NcheckY (what is this?)  (verify)

ମିରଟାଜାପିନ (ଇଂରାଜୀ ଭାଷାରେ Mirtazapine, ଏକ ବିକ୍ରୟ ନାମ ରେମେରନ/ Remeron) ଏକ ଅବସାଦରୋଧୀ (antidepressant) ଔଷଧ ଯାହା ଅବସାଦ ଥିବା ରୋଗୀଙ୍କୁ ଦିଆଯାଏ ।[୭][୮] ଏହାର ପୂର୍ଣ୍ଣ ପ୍ରଭାବ ଆସିବାକୁ ୪ ସପ୍ତାହରୁ ଅଧିକ ସମୟ ଲାଗେ କିନ୍ତୁ ୨-୩ ସପ୍ତାହ ମଧ୍ୟରେ କିଛି ଉପକାର ଅନୁଭୁତ ହୁଏ । [୯][୮] ଅବସାଦ ସ‌ହିତ ଉଦ୍‌ବେଗ ବା ନିଦ୍ରା ସମସ୍ୟା (trouble sleeping) ଥିଲେ ମଧ୍ୟ ଏହା ଦିଆଯାଇପାରେ ।[୭][୧୦] ପାଟିରେ (by mouth) ଏହା ଦିଆଯାଏ ।[୮]

ସାଧାରଣତଃ ଏହାର ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ନିଦ୍ରାଳୁ ଭାବ ଓ ମୁଣ୍ଡବୁଲା ହୋଇପାରେ ।[୮] ପାର୍ଶ୍ୱ ପ୍ରତିକ୍ରିୟା ଜଟିଳ ହେଲେ ପିଲା ଆତ୍ମହତ୍ୟାପ୍ରବଣ ହୁଅନ୍ତି, ମାନିଆ (mania), ଓ ସ୍ୱଳ୍ପ ନିଉଟ୍ରୋଫିଲ (low white blood count) ରକ୍ତରେ ଦେଖାଯାଏ ।[୮] ଔଷଧ କିଛି କାଳ ଖାଇବା ପରେ ହଟାତ୍ ବନ୍ଦ କରିଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ ହୁଏ ।[୧୧] ମାଓ ଇନହିବିଟର (MAO inhibitor) ସାଥିରେ ଏହା ଦିଆଯାଏନାହିଁ ।[୮] ଗର୍ଭାବସ୍ଥାରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଛି ।[୮] ଏହାର କାର୍ଯ୍ୟଧାରା ଅସ୍ପଷ୍ଟ ଥିଲେ ମଧ୍ୟ କେତେକ ଆଡ୍ରେନର୍ଜିକ (adrenergic) ଓ ସେରୋଟୋନିନ ରିସେପ୍ଟର (serotonin receptor) ଉପରେ ରିସେପ୍ଟର ଅବରୋଧ (blocking) କରୁଥାଇପାରେ । [୭][୮] ଏହା ଏକ ପ୍ରକାର ଟେଟ୍ରାସାଇକ୍ଲିନ ଆଣ୍ଟିଡିପ୍ରେସାଣ୍ଟ (tetracyclic antidepressant/ TeCA).[୮] ଏହାର ଶକ୍ତ ଆଣ୍ଟିହିସ୍ଟାମିନିକ (antihistamine) ପ୍ରଭାବ ଅଛି । [୭][୮]

ସନ ୧୯୯୬ରେ ମିରଟାଜାପିନ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପ୍ରଥମେ ବ୍ୟବ‌ହୃତ ହୋଇଥିଲା । United States [୮] ଏହାର ପେଟେଣ୍ଟ ସନ ୨୦୧୪ରେ ମୃତ ହୋଇଗଲା ଓ ଏହା ଜେନେରିକ ନାମରେ ମିଳୁଛି ।[୧୨][୮] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୩ ଆମେରିକୀୟ ଡଲାର ଥିଲା ।[୧୩] ଇଂଲଣ୍ଡରେ ଏହାର ମାସକର ଖର୍ଚ୍ଚ ୨୦ ପାଉଣ୍ଡରୁ କମ୍‌ରେ ମିଳେ ।[୧୧] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୫.୫ ନିୟୁତ ପ୍ରେସକ୍ରିପସନ ଲେଖାଯାଉଥିଲା । [୧୪]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; IndexNominum2000 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Drugs.com ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Timmer CJ, Sitsen JM, Delbressine LP (June 2000). "Clinical pharmacokinetics of mirtazapine". Clinical Pharmacokinetics. 38 (6): 461–74. doi:10.2165/00003088-200038060-00001. PMID 10885584.
  4. ୪.୦ ୪.୧ ୪.୨ ୪.୩ ୪.୪ "REMERON (mirtazapine) tablet, film coated [Organon Pharmaceuticals USA]". DailyMed. Organon Pharmaceuticals USA. October 2012. Retrieved 24 October 2013.
  5. ୫.୦ ୫.୧ ୫.୨ ୫.୩ ୫.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; AXIT ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ୬.୦ ୬.୧ ୬.୨ ୬.୩ ୬.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; EMC ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ Anttila SA, Leinonen EV (2001). "A review of the pharmacological and clinical profile of mirtazapine". CNS Drug Rev. 7 (3): 249–64. doi:10.1111/j.1527-3458.2001.tb00198.x. PMID 11607047.
  8. ୮.୦୦ ୮.୦୧ ୮.୦୨ ୮.୦୩ ୮.୦୪ ୮.୦୫ ୮.୦୬ ୮.୦୭ ୮.୦୮ ୮.୦୯ ୮.୧୦ ୮.୧୧ "Mirtazapine Monograph for Professionals". Drugs.com. American Society of Health-System Pharmacists. Retrieved 20 November 2018.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; Cochrane2011 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. Nutt DJ (2002). "Tolerability and safety aspects of mirtazapine". Hum Psychopharmacol. 17 Suppl 1: S37–41. doi:10.1002/hup.388. PMID 12404669.
  11. ୧୧.୦ ୧୧.୧ British national formulary : BNF 74 (74 ed.). British Medical Association. 2017. p. 354. ISBN 978-0857112989.
  12. Schatzberg AF, Cole JO, DeBattista C (2010). "3". Manual of Clinical Psychopharmacology (7th ed.). Arlington, VA: American Psychiatric Publishing. ISBN 978-1-58562-377-8.
  13. "NADAC as of 2018-11-21". Centers for Medicare and Medicaid Services. Archived from the original on 2019-06-01. Retrieved 21 November 2018.
  14. "The Top 300 of 2019". clincalc.com. Retrieved 21 November 2018.

ବାହ୍ୟ ଲିଙ୍କ[ସମ୍ପାଦନା]