ସେଫଟାଜିଡିମ

ଉଇକିପିଡ଼ିଆ‌ରୁ
ସେଫଟାଜିଡିମ
Clinical data
Pronunciation/sɛfˈtæzɪdm/
Trade namesFortaz, Tazicef, others[୧]
AHFS/Drugs.commonograph
MedlinePlusa686007
Pregnancy
category
  • AU: B1
  • US: B (No risk in non-human studies)
Routes of
administration
intravenous, intramuscular, inhalation (off-label only)
ATC code
Legal status
Legal status
  • AU: S4 (Prescription only)
Pharmacokinetic data
Bioavailability91% (IM)
Metabolismnegligible
Elimination half-life1.6–2 hours
Excretion90–96% kidney
Identifiers
  • (6R,7R,Z)-7-(2-(2-aminothiazol-4-yl)-2-(2-carboxypropan-2-yloxyimino)acetamido)-8-oxo-3-(pyridinium-1-ylmethyl)-5-thia-1-aza-bicyclo[4.2.0]oct-2-ene-2-carboxylate
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
ECHA InfoCard100.069.720 Edit this at Wikidata
Chemical and physical data
FormulaC22H22N6O7S2
Molar mass546.58 g/mol
3D model (JSmol)
  • O=C2N1/C(=C(\CS[C@@H]1[C@@H]2NC(=O)C(=NOC(C(=O)O)(C)C)c3nc(sc3)N)C[n+]4ccccc4)C([O-])=O
  • InChI=1S/C22H22N6O7S2/c1-22(2,20(33)34)35-26-13(12-10-37-21(23)24-12)16(29)25-14-17(30)28-15(19(31)32)11(9-36-18(14)28)8-27-6-4-3-5-7-27/h3-7,10,14,18H,8-9H2,1-2H3,(H4-,23,24,25,29,31,32,33,34)/b26-13-/t14-,18-/m1/s1 checkY
  • Key:ORFOPKXBNMVMKC-DWVKKRMSSA-N checkY
 ☒NcheckY (what is this?)  (verify)

ସେଫଟାଜିଡିମ (ଇଂରାଜୀ ଭାଷାରେ Ceftazidime, ବିକ୍ରୟ ନାମ ଫୋରଟାଜ/Fortaz) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଗଣ୍ଠି ସଂକ୍ରମଣ ( joint infection), ମେନିଞ୍ଜାଇଟିସ, ନିମୋନିଆ, ସେପ୍ସିସ, ମୂତ୍ରନଳୀ ସଂକ୍ରମଣ (urinary tract infections), ମାଲିଗନାଣ୍ଟ ଓଟାଇଟିସ ଏକ୍‌ସଟର୍‌ନା (malignant otitis externa), ସୁଡୋମୋନାସ ଏରୁଜିନୋସା ସଂକ୍ରମଣ (pseudomonas aeruginosa infection), ଓ ଭିବ୍ରିଓ ସଂକ୍ରମଣ (vibrio infection) ଏହା ଶିରାଭ୍ୟନ୍ତରରେ (injection into a vein) ବା ମାସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେବା ସ୍ତାନରେ ଯନ୍ତ୍ରଣା ହୁଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୋଇପାରେ । ପେନିସିଲିନ ପ୍ରତି ଆନାଫାଇଲାକ୍‌ସିସ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥାସ୍ତନ୍ୟପାନରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୨] ଏହା ତୃତୀୟ ପିଢ଼ି ସେଫାଲୋସ୍ପୋରିନ (third-generation cephalosporin) ପରିବାରର ଏକ ଔଷଧ ଯାହା ଜୀବାଣୁର ଆବରଣରେ (cell wall) ବାଧା ସୃଷ୍ଟି କରି କାର୍ଯ୍ୟକାରୀ ହୁଏ ।[୧]

ସନ ୧୯୭୮ରେ ସେଫଟାଜିଡିମ ପେଟେଣ୍ଟ ହେବାପରେ ସନ ୧୯୮୪ରେ ବ୍ୟବସାୟରେ ଲାଗିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସେଫଟାଜିଡିମ ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଦିନର ହୋଲସେଲ ମୂଲ୍ୟ ପ୍ରାୟ ୨.୮୪ରି ୧୬.୭୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Ceftazidime". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 87. ISBN 9781284057560.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 495. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Ceftazidime". International Drug Price Indicator Guide. Retrieved 8 December 2016.