କୁଣ୍ଡଗୋଳ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kundgol
ಕುಂದಗೋಳ
Kundagola
city
Shambhulinga temple at Kundgol
Shambhulinga temple at Kundgol
Country India
StateKarnataka
DistrictDharwad
Elevation
615 m (2,018 ft)
Population
 (2001)
 • Total୧୬,୮୩୭
Languages
Time zoneUTC+5:30 (IST)
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA-25 ,KA-63
Websitewww.kundagoltown.gov.in

କୁଣ୍ଡଗୋଳ, ଭାରତୀୟ ରାଜ୍ୟ କର୍ଣାଟକର ଧରବାଦ ଜିଲ୍ଲାର ଏକ ପଞ୍ଚାଯତ ସହର । 

ପରିଚୟ [ସମ୍ପାଦନା]

Shambhulinga temple at Kundgol, Karnataka

ଧରବାଦଠାରୁ କୁଣ୍ଡଗୋଳର ଦୂରତା 14 କିଲୋମିଟର । ଏହି ସହରରେ ପ୍ରକ୍ଷାତ ହିନ୍ଦୁସ୍ଥାନୀ ସଙ୍ଗୀତଙ୍ଗ ରାମଭଉ କୁଣ୍ଡଗୋଲକର ( ପଣ୍ଡିତ ସୱାଇ ଗନ୍ଧର୍ବ ) ଜନ୍ମ ହେଇଥିଲେ । ତାଙ୍କର ଶିଷ୍ୟ ଗଣଙ୍କ ମଧ୍ୟରୁ ଗାଙ୍ଗୁବାଇ ହାଙ୍ଗଳ , ଭୀମସେନ ଯୋଶୀ ଆଦି ବିଖ୍ୟାତ । 

ଇତିହାସ [ସମ୍ପାଦନା]

ପ୍ରାଚୀନ ପଶ୍ଚିମ ଚାଲୁକ୍ୟ ସମ୍ଭ୍ରାଜ୍ୟର ମଧ୍ୟବର୍ତୀ ଅଚଳରେ କୁଣ୍ଡଗୋଳ ଅବସ୍ଥିତ ଥିଲା । ଏଠାରେ ଥିବା 11 ଶ ଶତାବ୍ଦୀର ଶମ୍ଭୁଲିଙ୍ଗେଶ୍ୱର ମନ୍ଦିରରୁ ଏହାର ପ୍ରମାଣ ମିଳିଥାଏ । 

ଦେଶ ସ୍ୱାଧୀନ ହେବା ଆଗରୁ କୁଣ୍ଡଗୋଳ ରାଜକୀୟ ରାଜ୍ୟ ଯାମଖଣ୍ଡିର ଅଂଶ ଥିଲା । 

ହିନ୍ଦୁସ୍ଥାନୀ ସଂଗୀତ ଓ କୁଣ୍ଡଗୋଳ [ସମ୍ପାଦନା]

Wade at Kundagol. Sawai Gandharva, Bhimsen Joshi, Gangubai Hangal are associated with this Wade
Wade at Kundagol. Sawai Gandharva, Bhimsen Joshi, Gangubai Hangal are associated with this wade

ସୱାଇ ଗନ୍ଧର୍ବ ନାମରେ ପରିଚିତ ଥିବା ଜନପ୍ରିୟ ରାମଭଉ କୁନଦୋଳକର ଏଠାରେ 1886 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପଣ୍ଡିତ ଭୀମସେନ ଯୋଶୀ ତାଙ୍କର ସର୍ବାପେକ୍ଷ୍ୟା ପ୍ରସିଦ୍ଧି ଲାଭ କରିଥିବା ଛାତ୍ର । ପଣ୍ଡିତ ଭୀମସେନ ଭରତର ବିଭିନ୍ନ ସ୍ଥାନ ଗସ୍ତ କରି ଜଣେ ଉତ୍ତମ ଗୁରୁ ଖୋଜୁଥିଲେ । ସେ ଏଠାକୁ ଆସି ପଣ୍ଡିତ ଗନ୍ଧବଙ୍କ ଶିଷ୍ୟ ହିସାବରେ ହିନ୍ଦୁସ୍ଥାନୀ ସଂଗୀତ ଶିଖି ପ୍ରସିଦ୍ଧି ଲାଭ କରିଥିଲେ । ପଣ୍ଡିତ ଯୋଶୀ "ଭାରତ ରତ୍ନ " ପୁରସ୍କାରର ବିଜେତା । 

ଏଠାରେ କୁମାର ଗନ୍ଧର୍ବ ନାଟ୍ୟଗୃହ ନାମରେ ଏକ ଅପେରା ଘର ରହିଛି । ଭାରତରେ ପ୍ରସିଦ୍ଧି ଲାଭ କରିଥିବା ଅନ୍ୟତମ ହିନ୍ଦୁସ୍ଥାନୀ ସଂଗୀତା ବିଶାରଦା ଗାଙ୍ଗୁବାଇ ହଙ୍ଗଳ ମଧ୍ୟ ଏଠାରୁ ପଣ୍ଡିତ ଗନ୍ଧର୍ବଙ୍କ ଶିକ୍ଷା ପାଇଥିଲେ । ଗାଙ୍ଗୁବାଇଙ୍କ ମା ଓ ବାପା ମଧ୍ୟ କରଣାତକୀ ସଂଗୀତା ବିଷାରଦ ଥିଲେ ।  

ପର୍ଯ୍ୟଟନ [ସମ୍ପାଦନା]

Shri Shambhulingeshwara temple at Kundgol, Karnataka
Shri Shambhulingeshwara temple at Kundgol, Karnataka
Shri Shambhulingeshwara temple at Kundgol, Karnataka
Shri Shambhulingeshwara temple at Kundgol, Karnataka

At Kundgol there is a huge Shiva temple of 11th century called Shri Shambhulingeshwara Temple,[୬][୭] built by Western Chalukyas. It is built with highly polished stones, which are dovetailed into one another. The carvings and images on the pillars are well cut.

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

କୁଣ୍ଡଗୋଳର ଭୌଗୋଳିକ ଅବସ୍ଥିତିଠାରେ । ଏହାର ପତ୍ତନ 2017 ଫୁଟ । 

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା ଅନୁସାରେ ଏଠାରେ 16,837 ଜନ ଅଧିବାସୀ ରହୁଥିଲେ । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51 % ହେଇଥିବାବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷରୁ କମ ସଂଖ୍ୟା 12 % ରହିଥିଲା । ଏଠାକାର ସାକ୍ଷ୍ୟରତା ହାର 64 % ଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Western Chalukya
  • Western Chalukya temples
  • Lakshmeshwar
  • Lakkundi
  • Gadag
  • Annigeri
  • Dambal

ଆଧାର [ସମ୍ପାଦନା]

  1. "bhimsen-joshi-indian-classical-music". Archived from the original on 2008-06-13. Retrieved 2008-08-26.
  2. "News, on Bhimsen-joshi and Gangubai Hangal". Archived from the original on October 13, 2008. Retrieved 2008-08-26.
  3. Indian Temple Architecture. Adam Hardy. Retrieved 2008-08-26.
  4. The Hindu Temple. Stella Kramrisch, Raymond Burnier. Retrieved 2009-02-04.
  5. "Close view of one of the entrance porches of the open mandapa of the temple at Kundgol". Archived from the original on 2011-05-22. Retrieved 2009-02-04.
  6. "Chapter XIV, Karnataka, The Tourist Paradise". Retrieved 2009-03-12.
  7. The Hindu Temple By Stella Kramrisch, Raymond Burnier. Retrieved 2009-03-12.