କୁଣ୍ଡଗୋଳ
Kundgol
ಕುಂದಗೋಳ Kundagola | |
---|---|
city | |
Country | India |
State | Karnataka |
District | Dharwad |
Elevation | 615 m (2,018 ft) |
Population (2001) | |
• Total | ୧୬,୮୩୭ |
Languages | |
Time zone | UTC+5:30 (IST) |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA-25 ,KA-63 |
Website | www.kundagoltown.gov.in |
କୁଣ୍ଡଗୋଳ, ଭାରତୀୟ ରାଜ୍ୟ କର୍ଣାଟକର ଧରବାଦ ଜିଲ୍ଲାର ଏକ ପଞ୍ଚାଯତ ସହର ।
ପରିଚୟ
[ସମ୍ପାଦନା]ଧରବାଦଠାରୁ କୁଣ୍ଡଗୋଳର ଦୂରତା 14 କିଲୋମିଟର । ଏହି ସହରରେ ପ୍ରକ୍ଷାତ ହିନ୍ଦୁସ୍ଥାନୀ ସଙ୍ଗୀତଙ୍ଗ ରାମଭଉ କୁଣ୍ଡଗୋଲକର ( ପଣ୍ଡିତ ସୱାଇ ଗନ୍ଧର୍ବ ) ଜନ୍ମ ହେଇଥିଲେ । ତାଙ୍କର ଶିଷ୍ୟ ଗଣଙ୍କ ମଧ୍ୟରୁ ଗାଙ୍ଗୁବାଇ ହାଙ୍ଗଳ , ଭୀମସେନ ଯୋଶୀ ଆଦି ବିଖ୍ୟାତ ।
ଇତିହାସ
[ସମ୍ପାଦନା]ପ୍ରାଚୀନ ପଶ୍ଚିମ ଚାଲୁକ୍ୟ ସମ୍ଭ୍ରାଜ୍ୟର ମଧ୍ୟବର୍ତୀ ଅଚଳରେ କୁଣ୍ଡଗୋଳ ଅବସ୍ଥିତ ଥିଲା । ଏଠାରେ ଥିବା 11 ଶ ଶତାବ୍ଦୀର ଶମ୍ଭୁଲିଙ୍ଗେଶ୍ୱର ମନ୍ଦିରରୁ ଏହାର ପ୍ରମାଣ ମିଳିଥାଏ ।
ଦେଶ ସ୍ୱାଧୀନ ହେବା ଆଗରୁ କୁଣ୍ଡଗୋଳ ରାଜକୀୟ ରାଜ୍ୟ ଯାମଖଣ୍ଡିର ଅଂଶ ଥିଲା ।
ହିନ୍ଦୁସ୍ଥାନୀ ସଂଗୀତ ଓ କୁଣ୍ଡଗୋଳ
[ସମ୍ପାଦନା]ସୱାଇ ଗନ୍ଧର୍ବ ନାମରେ ପରିଚିତ ଥିବା ଜନପ୍ରିୟ ରାମଭଉ କୁନଦୋଳକର ଏଠାରେ 1886 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପଣ୍ଡିତ ଭୀମସେନ ଯୋଶୀ ତାଙ୍କର ସର୍ବାପେକ୍ଷ୍ୟା ପ୍ରସିଦ୍ଧି ଲାଭ କରିଥିବା ଛାତ୍ର । ପଣ୍ଡିତ ଭୀମସେନ ଭରତର ବିଭିନ୍ନ ସ୍ଥାନ ଗସ୍ତ କରି ଜଣେ ଉତ୍ତମ ଗୁରୁ ଖୋଜୁଥିଲେ । ସେ ଏଠାକୁ ଆସି ପଣ୍ଡିତ ଗନ୍ଧବଙ୍କ ଶିଷ୍ୟ ହିସାବରେ ହିନ୍ଦୁସ୍ଥାନୀ ସଂଗୀତ ଶିଖି ପ୍ରସିଦ୍ଧି ଲାଭ କରିଥିଲେ । ପଣ୍ଡିତ ଯୋଶୀ "ଭାରତ ରତ୍ନ " ପୁରସ୍କାରର ବିଜେତା ।
ଏଠାରେ କୁମାର ଗନ୍ଧର୍ବ ନାଟ୍ୟଗୃହ ନାମରେ ଏକ ଅପେରା ଘର ରହିଛି । ଭାରତରେ ପ୍ରସିଦ୍ଧି ଲାଭ କରିଥିବା ଅନ୍ୟତମ ହିନ୍ଦୁସ୍ଥାନୀ ସଂଗୀତା ବିଶାରଦା ଗାଙ୍ଗୁବାଇ ହଙ୍ଗଳ ମଧ୍ୟ ଏଠାରୁ ପଣ୍ଡିତ ଗନ୍ଧର୍ବଙ୍କ ଶିକ୍ଷା ପାଇଥିଲେ । ଗାଙ୍ଗୁବାଇଙ୍କ ମା ଓ ବାପା ମଧ୍ୟ କରଣାତକୀ ସଂଗୀତା ବିଷାରଦ ଥିଲେ ।
ପର୍ଯ୍ୟଟନ
[ସମ୍ପାଦନା]At Kundgol there is a huge Shiva temple of 11th century called Shri Shambhulingeshwara Temple,[୬][୭] built by Western Chalukyas. It is built with highly polished stones, which are dovetailed into one another. The carvings and images on the pillars are well cut.
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]କୁଣ୍ଡଗୋଳର ଭୌଗୋଳିକ ଅବସ୍ଥିତିଠାରେ । ଏହାର ପତ୍ତନ 2017 ଫୁଟ ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ ଏଠାରେ 16,837 ଜନ ଅଧିବାସୀ ରହୁଥିଲେ । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51 % ହେଇଥିବାବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷରୁ କମ ସଂଖ୍ୟା 12 % ରହିଥିଲା । ଏଠାକାର ସାକ୍ଷ୍ୟରତା ହାର 64 % ଥିଲା ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Western Chalukya
- Western Chalukya temples
- Lakshmeshwar
- Lakkundi
- Gadag
- Annigeri
- Dambal
ଆଧାର
[ସମ୍ପାଦନା]- ↑ "bhimsen-joshi-indian-classical-music". Archived from the original on 2008-06-13. Retrieved 2008-08-26.
- ↑ "News, on Bhimsen-joshi and Gangubai Hangal". Archived from the original on October 13, 2008. Retrieved 2008-08-26.
- ↑ Indian Temple Architecture. Adam Hardy. Retrieved 2008-08-26.
- ↑ The Hindu Temple. Stella Kramrisch, Raymond Burnier. Retrieved 2009-02-04.
- ↑ "Close view of one of the entrance porches of the open mandapa of the temple at Kundgol". Archived from the original on 2011-05-22. Retrieved 2009-02-04.
- ↑ "Chapter XIV, Karnataka, The Tourist Paradise". Retrieved 2009-03-12.
- ↑ The Hindu Temple By Stella Kramrisch, Raymond Burnier. Retrieved 2009-03-12.