ଜୟଲଳିତାଙ୍କ ଅଭିନୀତ କଥାଚିତ୍ର

ଉଇକିପିଡ଼ିଆ‌ରୁ
ଜୟଲଳିତା

ଏହି ପୃଷ୍ଠାଟିରେ ୧୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭୂତପୂର୍ବ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ କୋମଳବଲ୍ଲୀ ଜୟଲଳିତାଙ୍କ ଅଭିନୀତ ଚଳଚ୍ଚିତ୍ର ବିଷୟରେ ତ‌ଥ୍ୟ ରହିଛି ।

୧୯୬୦ ମସିହାରେ ଏକ ସାମୂହିକ ନୃତ୍ୟ ସମୟରେ ତାମିଲ ସୁପରଷ୍ଟାର ଶିବାଜୀ ଗଣେଶ ଜୟଲଳିତାଙ୍କୁ ଦେଖି ଭବିଷ୍ୟତରେ ଏକ ପ୍ରଖ୍ୟାତ ଅଭିନେତ୍ରୀ ହେବେ ବୋଲି କ‌ହିଥିଲେ । ଏବଂ ସତକୁ ସତ ଜୟଲଳିତା ୧୬ ବର୍ଷ ବୟରେ ଏକ କନ୍ନଡ଼ ଚଳଚ୍ଚିତ୍ର ମାଧ୍ୟମରେ ନାୟିକା ହେବାର ସୁଯୋଗ ପାଇଥିଲେ । ସେ ତାଙ୍କର ସ୍କୁଲ ଶିକ୍ଷା ଶେଷ କରି କଲେଜ ଯିବା ଭିତରେ ଥିବା ଗ୍ରୀଷ୍ମ ଅବକାଶରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରର ସୁଟିଂ ଶେଷ କରିଥିଲେ । ଏବଂ ପୁଣିଥରେ ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ନାୟିକା ସାଜିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରି ସଫଳ ହେବା ପରେ ସେ ସମସ୍ତଙ୍କ ନ‌ଜରକୁ ଆସିଥିଲେ ଏବଂ ରାତାରାତି ଜଣେ ପ୍ରିୟ ଅଭିନେତ୍ରୀ ସାଜିଥିଲେ ।[୧]

ତାଙ୍କର ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟ ଏବଂ ନିଖୁଣ ଅଭିନୟ ଯୋଗୁଁ ସେ ଦର୍ଶକ ଏବଂ ଚଳଚ୍ଚିତ୍ର ପ୍ରଯୋଜକମାନଙ୍କର ଆକୃଷ୍ଟ ହୋଇଥିଲେ । ଏହା ପରେ ତାମିଲ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାମିଲର ବଡ଼ ତାରକା ଏମ. ଜି. ରାମଚନ୍ଦ୍ରନ୍‌‌ଙ୍କର ନାୟିକା ସାଜିଥିଲେ ଜୟଲଳିତା । ରାମଚନ୍ଦ୍ରନ୍‌ଙ୍କଠାରୁ ଜୟଲଳିତା ପ୍ରାୟ ୩୦ ବର୍ଷ ସାନ ଥିଲେ । ମାତ୍ର ଦର୍ଶକ ସେମାନଙ୍କର ଯୋଡ଼ିକୁ ଅଧିକ ପସନ୍ଦ କରୁଥିଲେ । ୧୯୬୫ରୁ ୧୯୭୩ ମଧ୍ୟରେ ଏହି ଯୋଡ଼ି ତାମିଲ ଚଳଚ୍ଚିତ୍ର ଜଗତରେ ୨୮ଟି ସଫଳ ଚଳଚ୍ଚିତ୍ରରେ ଅଭିନୟ କରଥିଲେ ।[୧]

ଜୟଲଳିତା କିଛି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ଇଂରାଜୀ ଏବଂ ମାଲାୟଲାମ ଚଳଚ୍ଚିତ୍ରରେ ମଧ୍ୟ ଗୋଟିଏ ଗୋଟିଏ ଚଳଚ୍ଚିତ୍ର କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଜଗତର ଦୁଇ ମହାନ କଳାକାର ନନ୍ଦମୁରାରୀ ତରକା ରାମାରାଓ ଏବଂ ଅକ୍କିନ୍ନେନୀ ନାଗେଶ୍ୱର ରାଓଙ୍କ ସ‌ହ ମଧ୍ୟ ଜୟଲଳିତା ଅଭିନୟ କରିଥିଲେ । ସେ ୨୫ଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨] ତନ୍ମଧ୍ୟରୁ ୧୧ଟ ଚଳଚ୍ଚିତ୍ର ରାମାରାଓଙ୍କ ସ‌ହ ଏବଂ ୮ଟି ଚଳଚ୍ଚିତ୍ର ନାଗେଶ୍ୱର ରାଓଙ୍କ ‌ସ‌ହ କରିଥିଲେ । ତେଲୁଗୁ ଚଳଚ୍ଚିତ୍ରରେ ଅନ୍ୟାନ ତରକା ଯଥା, କ୍ରୀଷ୍ଣା, ସୋଭନବାବୁ, ରାମକ୍ରୀଷ୍ଣାଙ୍କ ସ‌ହ ସେ ମଧ୍ୟ ଅଭିନୟ କରିଥିଲେ ।[୩]

ଜୟଲଳିତା ତାଙ୍କର ଅଭିନୟ ଜୀବନ ଭିତରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ୭ଥର ଫିଲ୍ମ‌ଫେୟାର ପୁରସ୍କାର ଏବଂ ୬ଥର ତାମିଲନାଡ଼ୁ ଚଳଚ୍ଚିତ୍ର ପ୍ରଶଂସକ ପୁରସ୍କାର ପାଇଥିଲେ । ୧୯୬୮ ମସିହାରେ ଜୟଲଳିତାଙ୍କର ୨୧ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ସେତେବେଳର ସେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଥିଲେ ।[୪]

ରାଜନିତୀରେ ସ‌କ୍ରିୟ ହେବା ପରେ ଜୟଲଳିତା ଚଳଚ୍ଚିତ୍ରରେ ଅଭିନୟ କରିବା କମେଇଦେଇଥିଲେ ଏବଂ ୧୯୮୦ ମସିହା ପରଠାରୁ ଚଳଚ୍ଚିତ୍ରରେ ଅଭିନୟରୁ ସନ୍ୟାସ ଗ୍ରହଣ କରିନେଇଥିଲେ ମାତ୍ର ୧୯୯୨ ମସିହରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ରରେ ନିଜେ ଜଣେ ରାଜନେତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୧]

କଥାଚିତ୍ରର ସୂଚୀ[ସମ୍ପାଦନା]

ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେ. ଜୟଲଳିତାଙ୍କୁ ମିଳିଥିବା ସମ୍ମାନର ସୂଚୀ
ପୁରସ୍କାର ବିଜୟ ମନୋନୀତ
ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ
ତାମିଲନାଡ଼ୁ ପ୍ରଶଂସକ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ
ତାମିଲ-ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବ, ଶ୍ରେଷ୍ଠ ଅଭିନେତ୍ରୀ
ତେଲୁଗୁ-ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବ, ଶ୍ରେଷ୍ଠ ଅଭିନେତ୍ରୀ
ରୁସିଆନ ଚଳଚ୍ଚିତ୍ର ଉତ୍ସବ
ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ


୧୯୬୦[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭାଷା ଭୂମିକା ମନ୍ତବ୍ୟ
୧୯୬୧ ଏପିଷ୍ଟଲ୍‌ ଇଂରାଜୀ ଇଂରାଜୀ ଚଳଚ୍ଚିତ୍ରରେ ପ୍ରବେଶ
‌ଶ୍ରୀ ଶୈଳ ମହାତ୍ମା‌ କନ୍ନଡ଼ ଶିଶୁ କଳାକାର ଭାବେ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ପ୍ରବେଶ
୧୯୬୩ ‌ମ୍ୟାନ-ମାଉଜୀ‌ ହିନ୍ଦୀ ଶିଶୁ କଳାକାର ଭାବେ ହିନ୍ଦୀ କଥାଚ୍ଚିତ୍ର ଜଗତରେ ପ୍ରବେଶ । ଭଗବାନ କୃଷ୍ଣ ଭାବେ ୩ ମିନିଟର ନୃତ୍ୟ ପରିବେଶଣ ।
୧୯୬୪ ‌ମନେ ଆଲିୟା‌ କନ୍ନଡ଼
‌ଚିନ୍ନାଦା ଗୋମ୍ବେ‌ କନ୍ନଡ଼ ମୁଖ୍ୟ ଭୂମିକାରେ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ପ୍ରବେଶ
୧୯୬୫ ‌ମାବନା ମଗାଲୁ‌ କନ୍ନଡ଼
‌ମନୁସୁଲୁ ମାମାତାଲୁ‌ ତେଲୁଗୁ ମୁଖ୍ୟ ଭୂମିକାରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ
‌ବେନିରା ଆଦାଇ‌ ତାମିଲ ଶୋଭା ମୁଖ୍ୟ ଭୂମିକାରେ ତାମିଲ ଚଳଚ୍ଚିତ୍ର ଜଗତରେ ପ୍ରବେଶ
‌ଆୟିରାଥିଲ ଓରୁବନ୍‌ ତାମିଲ
‌କାନ୍ନି ଥାଇ‌ ତାମିଲ
‌ନାନା କାର୍ଟାଭ୍ୟ‌ କନ୍ନଡ଼
୧୯୬୬ ‌ମୁଗରାସି‌ ତାମିଲ
‌ତାନିପିରବି‌ ତାମିଲ ରାଧା
‌ଆସ୍ତିପାରୁଲୁ‌ ତେଲୁଗୁ ରାଧା
‌ଚନ୍ଦ୍ରୋଧ୍ୟାୟମ୍‌ ତାମିଲ ଦେବୀ ତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।
‌କାନି ପିଲ୍ଲା‌
‌ବଡ଼ୁକୁଭା ଦାରି‌ କନ୍ନଡ଼
‌ଗୌରୀ କଲ୍ୟାଣମ୍‌ ତାମିଲ
‌ମେଜର ଚନ୍ଦ୍ରକାନ୍ତ‌ ତାମିଲ ବିମଳା
‌ମଣି ମଗୁଡ଼ମ୍‌ ତାମିଲ
‌ଆମେ ଏଭୁଡ଼ୁ?‌ ତେଲୁଗୁ
‌କୁମାରୀ ପେନ୍ନ୍‌ ତାମିଲ
‌ନବରାତ୍ରୀ‌ ତେଲୁଗୁ ମାନସିକ ରୋଗୀ ଅତିଥି କଳାକାର
‌ୟାର୍ ନୀ?‌ ତାମିଲ ସାନ୍ଥ୍ୟା/ମୋହିନୀ ଭାବରେ ଦ୍ୱୈତ ଭୂମିକା ତାଙ୍କର ପ୍ରଥମ ଦ୍ୱୈତ ଭୂମିକାରେ ଅଭିନୟ । ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ନୀ‌ ତାମିଲ ଦ୍ୱିତୀୟ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ
‌ଗୁଡ଼ାଚାରୀ ୧୧୬‌ ତେଲୁଗୁ
‌ମୋଟର ସୁନ୍ଦରମ୍ ପିଲ୍ଲାଇ‌ ତାମିଲ
୧୯୬୭ ‌ଥାଇକ୍କୁ ଥାଲାଇମାଗନ୍‌ ତାମିଲ ମାରୁତି
‌ଅପୂର୍ବା ପିରବିଗଲ୍‌ ତାମିଲ
‌ନାନ୍‌ ତାମିଲ ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ମାଡ଼ି ଭୀଟୁ ମାପିଲ୍ଲା‌ ତାମିଲ
‌ଅରସ କଟ୍ଟାଲାଇ‌ ତାମିଲ ମେଗ୍ନା
‌ଚିକ୍କାଡ଼ୁ ଦୋରାକଡ଼ୁ‌ ତେଲୁଗୁ ପ୍ରିୟମ୍ବଦା ଦେବୀ
‌ଗୋପାଲୁଡ଼ୁ ଭୋପାଳୁଡ଼ୁ‌ ତେଲୁଗୁ
‌କାବଲକରଣ‌ ତାମିଲ ସୁଶୀଲା
‌କାନ୍ଦନ୍ କରୁଣାଇ‌ ତାମିଲ ବଲ୍ଲୀ ଏବଂ ବାଣୀ ଭାବରେ ଦ୍ୱୈତ ଭୂମିକା ୩ୟ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ
‌ରାଜା ଭୀଟ୍ଟୁ ପିଲାଇ‌ ତାମିଲ
୧୯୬୮ ‌ପଣାକ୍କର ପିଲ୍ଲାଇ‌ ତାମିଲ
‌ଏଙ୍ଗା ଉର୍ ରାଜା‌ ତାମିଲ
‌ପୁଡ଼ିଆ ଭୂମି‌ ତାମିଲ
‌ତାଇର୍ ତିରୁଭିଜା‌ ତାମିଲ ବନମଲାଇ
‌ବ୍ରହ୍ମଚାରୀ‌ ତେଲୁଗୁ
‌କୁଡ଼ିୟିରୁନ୍ଧା କୋୟିଲ୍‌ ତାମିଲ ଜୟା
‌ମୁନ୍ଦୁରୁ ୟେଝୁଟୁ‌ ତାମିଲ
‌ମୁଥୁ ଚିପ୍ପି‌ ତାମିଲ ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌କଧାଲ ଭାଗନମ୍‌ ତାମିଲ ବାଣୀଧା
‌କଣଭନ୍‌ ଭାଷା ରାଣୀ ଚିଦାମ୍ବରମ୍ ପିଲାଇ
‌ଗଲତ୍ କଲ୍ୟାଣମ୍‌ ତାମିଲ ଲଳିତା
‌ସୁଖ ଦୁଃଖଲୁ‌ ତେଲୁଗୁ
‌ବୋମାଲତାମ୍‌ ତାମିଲ ଗୀତା
‌କାନନ ଏନ କାଧାଲନ୍‌ ତାମିଲ ମଲ୍ଲିଗା ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ନିଲୁଭୁ ଦୋପିଦି‌ ତେଲୁଗୁ
‌ବାଗ୍‌ଦାଦ୍ ଗାଜାଦୋଙ୍ଗା‌ ତେଲୁଗୁ
‌ଓଲି ବିଲାକ୍କୁ‌ ତାମିଲ ଗୀତା
‌ଇଜ୍ଜତ୍‌ ହିନ୍ଦୀ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ
‌ରଗସିୟା ପୋଲିସ୍ ୧୧୫‌ ତାମିଲ ନୀଲା
‌ଅନ୍ଦ୍ରୁ କାନ୍ଦ ମୁଗମ୍‌ ତାମିଲ
‌ଟିକ୍କା ଶଙ୍କରରାଇଃ‌ ତେଲୁଗୁ
୧୯୬୯ ‌ଶ୍ରୀ ରାମ କଥା‌ ତେଲୁଗୁ
‌ଆଦର୍ଶ କୁମୁମ୍ବମ୍‌ ତେଲୁଗୁ
‌ନାମ ନାଡ଼ୁ‌ ତାମିଲ ଅମ୍ମୁ
‌ଅଦୃଷ୍ଟଭନ୍ତାଲୁ‌ ତେଲୁଗୁ
‌ଦୈବୀ ମାଗଣ‌ ତାମିଲ
‌ଗୁରୁଦକ୍ଷିଣାଇ‌ ତାମିଲ
‌କଥାନାୟକୁଡ଼ୁ‌ ତେଲୁଗୁ
‌କଡ଼ାଲଡ଼ୁ ଭଦାଲାଡ଼ୁ‌ ତେଲୁଗୁ
‌ମାତ୍ତୁକରା ବେଲାନ୍‌ ତାମିଲ ଲଳିତା ସାଥିୟାନ‌ଧନ
‌ଗନ୍ଦିକୋଟା ରହସ୍ୟମ୍‌ ତେଲୁଗୁ
‌ଆଦିମାଇ ପେନ୍ନ୍‌ ତାମିଲ ଜୀଭା/ପଭାଲାବଲି ଭାବେ ଦୈତ ଭୂମିକା ତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ଦ୍ୱୈତ ଭୂମିକାରେ ଅଭିନୟ ପାଇଁ ଚତୁର୍ଥ ଥର ପାଇଁ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।

୧୯୭୦[ସମ୍ପାଦନା]

୧୯୭୦ ‌ଆନାଧାଇ ଅନନ୍ଧନ୍‌ ତାମିଲ
‌ଆକ୍କା ଚେଲ୍ଲାଲୁ‌ ତେଲୁଗୁ
‌ଅଲ୍ଲୀ ବାବା ୪୦ ଦୋଙ୍ଗାଲୁ‌ ତେଲୁଗୁ
‌ଥେଡ଼ି ବନ୍ଧା ମା'ପିଲ୍ଲାଇ‌ ତାମିଲ ଉମା ମାଗେଶ୍ୱରୀ
‌ଏଙ୍ଗା ମାମା‌ ତାମିଲ
‌ଏନ‌ଗାଲ୍ ଥଙ୍ଗମ୍‌ ତାମିଲ କଳାଇଦେବୀ
ଶ୍ରୀକୃଷ୍ଣ ବିଜୟମ୍ ତେଲୁଗୁ
‌ଧର୍ମ ଦାତା‌ ତେଲୁଗୁ
‌ଏନ‌ଗିରୁଣ୍ଡୋ ବନ୍ଧାଲ୍‌ ତାମିଲ ତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବ ଏବଂ ମାଦ୍ରାସ ଚଳଚ୍ଚିତ୍ର ପ୍ରଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।[୧]
‌ଏନ ଆନ୍ନା‌ ତାମିଲ ବଲ୍ଲୀ ଅମ୍ମାଲ୍
‌ପାଡ଼ୁକପ୍ପୁ‌ ତାମିଲ
୧୯୭୧ ‌ଶୁମତୀ ଏନ ସୁନ୍ଦରୀ‌ ତାମିଲ ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ଆଦି ପରଶକ୍ତି‌ ତାମିଲ
‌ଅନ୍ନାଇ ବେଲାଙ୍କାନ୍ନି‌ ତାମିଲ
‌ସଭାଲେ ସମାଲି‌ ତାମିଲ
‌ଥଙ୍ଗା ଗୋପୁରମ୍‌ ତାମିଲ ସୀତା ଏବଂ ନିଜେ ଅଭିନେତ୍ରୀ ଜୟଲଳିତା ଭାବରେ ଦ୍ୱୈତ ଭୂମିକାରେ ଅଭିନୟ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ । ୫ମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ ।
‌ଭାର୍ଯ୍ୟା ବିଦାଲୁ‌ ତେଲୁଗୁ
‌କୁମାରୀ କୋଟ୍ଟମ୍‌ ତାମିଲ କୁମାରୀ
‌ଓରୁ ତାଇ ମକ୍କାଲ୍‌ ତାମିଲ ରାଧା
‌ନୀରୁମ୍ ନୀରୁପମା‌ ତାମିଲ କାଞ୍ଚନ
୧୯୭୨ ‌ଆନ୍ନାମିଟ୍ଟା କାଇ‌ ତାମିଲ ସୀତା
‌ପାଟ୍ଟିକଡ଼ା ପଟ୍ଟାନାମା‌ ତାମିଲ କଳ୍ପନା ତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ
‌ଶ୍ରୀକୃଷ୍ଣ ସତ୍ୟା‌ ତେଲୁଗୁ ଚନ୍ଦ୍ରସେଣା,
ସତ୍ୟଭାମା
ତେଲୁଗୁ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ୬ଷ୍ଠ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ ।
‌ରାଜା‌ ତାମିଲ
‌ଆକ୍କା ତମ୍ମୁଡ଼ୁ‌ ତେଲୁଗୁ
‌ରମଣ ତିଦିୟା ସୀତାଇ‌ ତାମିଲ ସୀତା ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ
‌ନୀଧି‌ ତାମିଲ
‌ଡିକ୍କୁ ତେରିୟାଦା କାତ୍ତି‌ ତାମିଲ
‌ଶକ୍ତି ଲୀଳାଇ‌ ତାମିଲ
୧୯୭୩ ‌ଦେବୁଡ଼ୁ ଚେସିନା ମନୁସୁଲୁ‌ ତେଲୁଗୁ ସୁଜାତା
‌ବାଗଦାଦ ପେରାଜାଗି‌ ତାମିଲ
‌ଡାକ୍ତର ବାବୁ‌ ତେଲୁଗୁ
‌ପାଟ୍ଟିକାଟ୍ଟୁ ପୋନ୍ନାୟା‌ ତାମିଲ କନ୍ନାମ୍ମା
‌ଯୀସସ୍‌ ମାଲାୟଲାମ ମାଲାୟଲାମ ଚଳଚ୍ଚିତ୍ର ଜଗତରେ ପ୍ରବେଶ
‌ବନ୍ଧାଲେ ମାଗରାସି‌ ତାମିଲ ଦ୍ୱୈତ ଭୂମିକା ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ । ୭ମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ ।
‌ଗଙ୍ଗା ଗୌରୀ‌ ତାମିଲ ଦ୍ୱୈତ ଭୂମିକା ୮ମ ଥର ପାଇଁ ଦ୍ୱୈତ ଭୂମିକା
‌ସୂର୍ଯ୍ୟ ଗାନ୍ଧି‌ ତାମିଲ ତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ମାଦ୍ରାସ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ
୧୯୭୪ ‌ଅନ୍‌ବାଇ ଥେଡ଼ି‌ ତାମିଲ
‌ଅନ୍ୱୁ ଥଙ୍ଗାଇ‌ ତାମିଲ
‌ଥାଇ‌ ତାମିଲ
‌ଇରୁ ଦୈବଙ୍ଗାଲ୍" ତାମିଲ
‌ପ୍ରେମାଲୁ ପେଲ୍ଲିଲୁ‌ ତେଲୁଗୁ
‌ବୈରମ୍‌ ତାମିଲ
‌ତିରୁମଙ୍ଗଳମ୍‌ ତାମିଲ ତାଙ୍କର ୧୦୦ତମ ଚଳଚ୍ଚିତ୍ର । ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ । ନାଡ଼ିପ୍ପୁକୁ ଇଲାକ୍କିଅମ୍ ବ‌ହୁତବାର ଉପାଧି ପ୍ରାପ୍ତ ହୋଇଥିଲେ ।
୧୯୭୫ ‌ଅଭଲ୍ଲୁକୁ ଆୟିରମ୍ କଙ୍ଗାଲ୍‌ ତାମିଲ
‌ୟାରୁକ୍କମ୍ ବେତକମ୍ ଇଲ୍ଲାଇ‌ ତାମିଲ
‌ଅଭନ୍ଥନ୍ ମଣିଥନ୍‌ ତାମିଲ
‌ପାତ୍ତୁମ୍ ଭାରତମ୍‌ ତାମିଲ
୧୯୭୬ ‌କଣବନ୍ ମନାଇବି‌ ତାମିଲ
‌ଚିତ୍ର ପୁର୍ଣ୍ଣମୀ‌ ତାମିଲ
୧୯୭୭ ଶ୍ରୀକୃଷ୍ଣ ଲୀଳା ତାମିଲ
‌ଉନ୍ନାଇ ସୁତ୍ରମ ଉଲଗମ୍‌ ତାମିଲ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।

୧୯୮୦-୧୯୯୦[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭାଷା ଭୂମିକା ମନ୍ତବ୍ୟ
୧୯୮୦ ‌ମାତ୍ରନ୍ ତୋଗତା ମାଲିଗାଇ‌ ତାମିଲ ମୁକ୍ତିଲାଭ କରିନାହିଁ
୧୯୮୦ ‌ମଣିପୁର ମାମୀୟାର୍‌ ତାମିଲ ମୁକ୍ତିଲାଭ କରିନାହିଁ
୧୯୮୦ ‌ନ‌ଦୀୟାଇ ତେଡ଼ି ବନ୍ଧ କଡ଼ଲ୍‌ ତାମିଲ
୧୯୮୦ ‌ନାୟକୁଡ଼ୁ ବିନାୟକୁଡ଼ୁ‌ ତେଲୁଗୁ
୧୯୯୨ ‌ନୀଙ୍ଗା ନାଲ୍ଲା ଇରୁକ୍କାନମ୍‌ ତାମିଲ ନିଜେ ଜଣେ ରାଜନୈତିଜ୍ଞ ଭାବେ ଅଭିନୟ କରିଥିଲେ

ପ୍ରଚ୍ଛଦପଟ ଗାୟିକା[ସମ୍ପାଦନା]

ଜୟଲଳିତା ଅଭିନୟ କରିଥିବା କିଛି ତାମିଲ ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କଣ୍ଠଦାନ କରିଥିଲେ ।

ବର୍ଷ ଗୀତ ଚଳଚ୍ଚିତ୍ର ଗାୟକ ଗୀତ ରଚନା ସଙ୍ଗୀତ
୧୯୬୯ ଆମ୍ମା ଏଣ୍ଡାଲ ଅନବୁ ‌ଆଦିମାଇ ପେନ୍ନ୍‌ ଜେ. ଜୟଲଳିତା ବାଲୀ କେ. ଭି. ମହାଦେବନ୍
୧୯୭୩ ଚଲ୍ଲା ଚଲ୍ଲନୀ ‌ଅଲ୍ଲୀ ବାବା ୪୦ ଦୋବଙ୍ଗାଲୁ ଜେ. ଜୟଲଳିତା ସି ନାରାୟଣ ରେଡ୍ଡୀ ଘଣ୍ଟସାଲା ଭେଙ୍କଟେଶ୍ୱର ରାଓ
୧୯୭୩ ଓଃ ମେରି ଦିଲ୍‌ରୁବା ‌ସୂର୍ଯ୍ୟ ଗାନ୍ଧି‌ (1973) ଟି. ଏମ୍. ସୌନ୍ଦରରାଜନ୍ ଏବଂ ଜେ. ଜୟଲଳିତା ବାଲୀ ଏମ୍. ଏସ୍. ବିଶ୍ୱନାଥନ୍
୧୯୭୩ ନାନ୍ ଏଣ୍ଡାଲ ଆଡ଼ୁ ‌ସୂର୍ଯ୍ୟ ଗାନ୍ଧି‌ (1973) ଏସ୍. ପି. ବାଲଶୁବ୍ରମଣ୍ୟମ୍ ଏବଂ ଜେ. ଜୟଲଳିତା ବାଲୀ ଏବଂ ରାଣ୍ଡୋର ଗାଏ ଏମ୍. ଏସ୍. ବିଶ୍ୱନାଥନ୍
୧୯୭୩ କାଙ୍ଗାଲିଲ୍ ଆୟିରାମ୍ ‌ବନ୍ଧାଲେ ମାଗରାସି‌ ଟି. ଏମ୍. ସୌନ୍ଦରରାଜନ୍ ଏବଂ ଜେ. ଜୟଲଳିତା ବାଲୀ ଶଙ୍କର ଗଣେଶ
୧୯୭୪ ଇରୁ ମାଙ୍ଗାନି ପୋଲ୍ ‌ବୈରାମ‌ ଏସ୍. ପି. ବାଲଶୁବ୍ରମଣ୍ୟମ୍ ଏବଂ ଜେ. ଜୟଲଳିତା କନ୍ନାଦାଶନ୍ ଟି. ଆର୍. ପାପା
୧୯୭୪ ଚିତିରା ମଣ୍ଡପାଟିଲ୍ ‌ଅନ୍‌ବାଇ ଥେଡ଼ି‌ ଟି. ଏମ୍. ସୌନ୍ଦରରାଜନ୍ ଏବଂ ଜେ. ଜୟଲଳିତା କନ୍ନାଦାଶନ୍ ଏମ୍. ଏସ୍. ବିଶ୍ୱନାଥନ୍
୧୯୭୪ ତିରୁମଙ୍ଗଳମ୍ ଲୋଲ୍ଲୁମ୍ ମୁରାରୀ ‌ତିରୁମଙ୍ଗଳମ୍‌ ପି. ସୁଶୀଳା ଏବଂ ଜେ. ଜୟଲଳିତା କନ୍ନାଦାଶନ୍ ଏମ୍. ଏସ୍. ବିଶ୍ୱନାଥନ୍
୧୯୭୪ ପୋର୍କୁଦାତିଲ୍ ପୋଙ୍ଗୁମ୍ ଏଜିର୍ ସୁବାଇୟୋ ‌ତିରୁମଙ୍ଗଳମ୍‌ ଜେ. ଜୟଲଳିତା କନ୍ନାଦାଶନ୍ ଏମ୍. ଏସ୍. ବିଶ୍ୱନାଥନ୍
୧୯୭୪ ଉଲଗମ୍ ଓରୁ ନାଲ ପିରନ୍ଧାଧୁ ‌ତିରୁମଙ୍ଗଳମ୍‌ ଜେ. ଜୟଲଳିତା କନ୍ନାଦାଶନ୍ ଏମ୍. ଏସ୍. ବିଶ୍ୱନାଥନ୍
୧୯୭୭ ମାଦ୍ରାସ ମେଲ୍ ‌ଉନ୍ନାଇ ସୁତ୍ରମ ଉଲଗମ୍‌ ଜେ. ଜୟଲଳିତା ଏବଂ ଏଲ୍. ଆର୍. ଏସ୍‌ୱାରୀ ବାଲୀ ଶଙ୍କର ଗଣେଶ
ମାରୀ ବରୁମ୍ ଉଲାଗିନିଲେ ମୁକ୍ତିଲାଭ କରିନଥିବା ଚଳଚ୍ଚିତ୍ର ଜେ. ଜୟଲଳିତା କୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
୧୯୭୯ ମାରିୟାମ୍ମା ମୁଥୁ ମାରିୟାମ୍ମା ଆଧ୍ୟାତ୍ମିକ ଆଲବମ୍ ଜେ. ଜୟଲଳିତା କୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
୧୯୮୧ କାଳୀ ମହାମାୟୀ କରୁମାରିୟାନବଲେ ଆଧ୍ୟାତ୍ମିକ ଆଲବମ୍ ଜେ. ଜୟଲଳିତା କୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
୧୯୮୧ ଥଙ୍ଗା ମାୟିଲେରୀ ବରୁମ ଏଙ୍ଗାଲ ବଦିବେଲବମ୍ ଆଧ୍ୟାତ୍ମିକ ଆଲବମ୍ ଜେ. ଜୟଲଳିତା କୁନ୍ନାକ୍କୁଡ଼ି ବିଦ୍ୟାନାଥନ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Mathew, Suresh (6 December 2016). "Jayalalithaa: Amma as Tamil Cinema's First Female Superstar". The Quine. Retrieved 11 December 2016.
  2. KAVIRAYANI, SURESH (6 December 2016). "When Jayalalithaa ruled hearts in Tollywood". DECCAN CHRONICLE. Retrieved 11 December 2016.
  3. Krishnamoorthy, Suresh (6 December 2016). "Jayalalithaa's tryst with Telugu films". The Hindu. Retrieved 11 December 2016.
  4. Pasha, Seemi (5 December 2016). "15 things you didn't know about Jayalalithaa". Daily O. Retrieved 11 December 2016.

ଅଧିକ ତ‌ଥ୍ୟ[ସମ୍ପାଦନା]