Jump to content

"ତମନ୍ନା ବ୍ୟାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୧୮ କ ଧାଡ଼ି: ୧୮ କ ଧାଡ଼ି:
}}
}}


'''ତମନ୍ନା ବ୍ୟାସ''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref name="ତମନ୍ନା"/> ସେ ମୁଖ୍ୟତଃ '''ତମନ୍ନା''' ନାମରେ ଓଡ଼ିଆ କଥାଚିତ୍ର ଜଗତରେ ଜଣା । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର [[ଭାଇନା, କ'ଣ କଲା ସେ]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=ନବାଗତା ତମନ୍ନା|url=http://216.151.160.34/epaper/svww_index1.php|accessdate=21 August 2016|newspaper=[[ସମାଜ]]|date=21 August 2016}}</ref> ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା ।
'''ତମନ୍ନା ବ୍ୟାସ''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref name="ତମନ୍ନା"/> ସେ ମୁଖ୍ୟତଃ '''ତମନ୍ନା''' ନାମରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ଜଣା । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର [[ଭାଇନା, କ'ଣ କଲା ସେ]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=ନବାଗତା ତମନ୍ନା|url=http://216.151.160.34/epaper/svww_index1.php|accessdate=21 August 2016|newspaper=[[ସମାଜ]]|date=21 August 2016}}</ref> ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା । ୨୦୧୮ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ସେଣ୍ଟ୍ରଲ ମିସ୍ ଡିଭା ପ୍ରତିଯୋଗୀତାରେ ଲୋକମାନଙ୍କର ପସନ୍ଦରେ ଲୋକପ୍ରିୟ ମଡେଲ ପୁରସ୍କାର ପାଇଥିଲେ ।<ref>{{cite news |first1=Prachitara |title=Odia Actress Tamanna Vyas Among Top Five In Miss Diva 2018 - ODISHA BYTES |url=http://www.odishabytes.com/odia-actress-tamanna-vyas-among-top-five-miss-diva-2018/ |accessdate=31 August 2018 |work=ODISHA BYTES |date=4 August 2018}}</ref>


==ପ୍ରାରମ୍ଭିକ ଜୀବନ==
==ପ୍ରାରମ୍ଭିକ ଜୀବନ==

୨୨:୨୧, ୩୧ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ତମନ୍ନା ବ୍ୟାସ
ଜନ୍ମ
ତମନ୍ନା ବ୍ୟାସ[]

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୬ରୁ-ଏବେଯାଏଁ

ତମନ୍ନା ବ୍ୟାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[] ସେ ମୁଖ୍ୟତଃ ତମନ୍ନା ନାମରେ ଓଡ଼ିଆ କଥାଚିତ୍ର ଜଗତରେ ଜଣା । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା । ୨୦୧୮ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ସେଣ୍ଟ୍ରଲ ମିସ୍ ଡିଭା ପ୍ରତିଯୋଗୀତାରେ ଲୋକମାନଙ୍କର ପସନ୍ଦରେ ଲୋକପ୍ରିୟ ମଡେଲ ପୁରସ୍କାର ପାଇଥିଲେ ।[]

ପ୍ରାରମ୍ଭିକ ଜୀବନ

ତମନ୍ନା ମୁଖତଃ ବ୍ରହ୍ମ‌ପୁରରେ ବାସ କରନ୍ତି । ସେ ଯୁକ୍ତ ତିନିର ଛାତ୍ରୀ । ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମରେ ଭାଗ ନେଇ ଲୋକଲୋଚନ‌କୁ ଆସିଥିଲେ ।[]

ଅଭିନୟ ଜୀବନ

ତମନ୍ନା ସାର୍ଥକ ଟିଭିରେ ପ୍ରସାରତି କାର୍ଯ୍ୟକ୍ରମ ମୁଁ ବି ହିରୋଇନ ହେବିର ୨ୟ ସଂସ୍କରଣରେ ୨ୟ ସ୍ଥାନରେ ରହିଥିଲେ ଏବଂ ୨୦୧୫ର ରଜ କୁଇନ୍ କାର୍ଯ୍ୟକ୍ରମରେ ୩ୟ ସ୍ଥାନରେ ରହିଥିଲେ । ଏହି ସମୟରେ ସେ ଓଡ଼ିଶାରେ ପରିଚିତ ହୋଇଥିଲେ ।[]

ତମନ୍ନା ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଏହାପୂର୍ବରୁ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପପୁ ପମ ପମଙ୍କ ସ‌ହ ସୁଟିଂ କରିଥିଲେ, ମାତ୍ର ସେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା । ଏହାପରେ ୨୦୧୭ରେ ସେ ନିଝୁମ ରାତିର ସାଥୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[]

୨୦୧୮ ମସିହାରେ ତମନ୍ନା ତେଲୁଗୁ କଥାଚିତ୍ର ଜଗତରେ 'ଶତ୍ରୁ' ନାମକ ଏକ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[] ତମନ୍ନାଙ୍କର ଦୁଇଟି ଓଡ଼ିଆ କଥାଚିତ୍ର ଲୁଚେଇ ଦେ ମୋତେ ଛାତି ଭିତରେ ଏବଂ ବ୍ଲାକ୍‌ମେଲ୍[][][୧୦] ମୁକ୍ତିଲାଭ ଅପେକ୍ଷାରେ ଅଛି ।[୧୧]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୬ ଭାଇନା, କ'ଣ କଲା ସେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୭ ନିଝୁମ ରାତିର ସାଥୀ
୨୦୧୮ ବ୍ଲାକ୍‌ମେଲ୍ ସୁଟିଂ ଚାଲିଛି
ଲୁଚେଇ ଦେ ମୋତେ ଛାତି ଭିତରେ ମୁକ୍ତିଲାଭ ଅପେକ୍ଷାରେ
ଶତ୍ରୁ ପ୍ରଥମ ତେଲୁଗୁ ଚଳଚ୍ଚିତ୍ର (ସୁଟିଂ ଚାଲିଛି)

ଆଧାର

  1. ୧.୦ ୧.୧ "Tamanna Odia Actress Interview About First Break In Ollywood". Incredible Orissa. 23 September 2016. Retrieved 5 February 2018.
  2. "ନବାଗତା ତମନ୍ନା". ସମାଜ. 21 August 2016. Retrieved 21 August 2016.
  3. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  4. ୪.୦ ୪.୧ ସାହୁ, ଗଣେଶ ପ୍ରସାଦ (9 September 2016). "ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା". Odisha News 360. Retrieved 16 September 2016.
  5. "ଏହି ଟପ୍‌ ହିରୋଙ୍କ ସାଥ୍‌ ପାଇନାହାନ୍ତି ତମନ୍ନା!". sambad.in. 24 April 2018. Retrieved 6 June 2018.
  6. "ସବୁଥିରେ ନୂଆ ପାର୍ଟନର ମିଳୁଛନ୍ତି ଏହି ଓଲିଉଡ ନାୟିକାଙ୍କୁ". sambad.in. 20 January 2018. Retrieved 1 February 2018.
  7. "ତେଲୁଗୁ ସିନେମାରେ ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ! ଜାଣନ୍ତୁ ଏ ବିଷୟରେ ସେ କ'ଣ କହୁଛନ୍ତି?". sambad.in. 7 September 2017. Retrieved 8 September 2017.
  8. "ଆସୁଛନ୍ତି ଅର୍ଦ୍ଧେନ୍ଦୁ". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
  9. "ଡବଲ ଅବତାର". ଧରିତ୍ରୀ. Retrieved 5 February 2018.
  10. "'ବ୍ଲାକମେଲ୍‌'ରେ ତମନ୍ନା". sambad.in. 8 November 2017. Retrieved 5 February 2018.
  11. "ଏହି ଓଲିଉଡ଼ ନାୟିକାଙ୍କ ପାଇଁ ଏହା ଭଲ ବର୍ଷ ହୋଇପାରେ !". sambad.in. 2 January 2018. Retrieved 1 February 2018.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ତମନ୍ନା ବ୍ୟାସ Edit this at Wikidata