"ରାୟଗଡ଼ା ରେଳ ଷ୍ଟେସନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Appearance
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେNo edit summary |
Hpsatapathy (ଆଲୋଚନା | ଅବଦାନ) ଟିକେ →ବାହାର ତଥ୍ୟ |
||
୫୪ କ ଧାଡ଼ି: | ୫୪ କ ଧାଡ଼ି: | ||
==ବାହାର ତଥ୍ୟ== |
==ବାହାର ତଥ୍ୟ== |
||
* [http://indiarailinfo.com/arrivals/rayagada-rgda/230 "ରାୟଗଡ଼ା ରେଳ ଷ୍ଟେସନ ତଥ୍ୟ"] |
* [http://indiarailinfo.com/arrivals/rayagada-rgda/230 "ରାୟଗଡ଼ା ରେଳ ଷ୍ଟେସନ ତଥ୍ୟ"] |
||
* [https://www.ixigo.com/trains/Rayagada-RGDA "ରାୟଗଡ଼ା ରେଳ ଷ୍ଟେସନ"] |
|||
{{ମୁଣ୍ଡିଆ}} |
{{ମୁଣ୍ଡିଆ}} |
||
୦୫:୨୭, ୮ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (November 2015) |
ରାୟଗଡ଼ା ରେଳ ଷ୍ଟେସନ रायगड रेलवे स्टेशन | |
---|---|
![]() ରାୟଗଡ଼ା ରେଳ ଷ୍ଟେସନ | |
Station statistics | |
Address | ରାୟଗଡ଼ା, ଓଡ଼ିଶା ଭାରତ |
Coordinates | 19°10′33″N 83°24′38″E / 19.1759°N 83.4106°E |
Elevation | 229 m (751 ft) |
Lines | ଝାରସୁଗୁଡ଼ା-ବିଜୟନଗରମ |
Structure | Standard (on ground station) |
Platforms | 3 |
Parking | Available |
Baggage check | Not available |
Other information | |
Opened | 1931 |
Code | RGDA |
Zone(s) | East Coast Railway |
Division(s) | Waltair |
Station status | Functioning |
Location | |
Location in Odisha |
ରାୟଗଡ଼ା ରେଳ ଷ୍ଟେସନ ଓଡ଼ିଶାର ରାୟଗଡ଼ା ଠାରେ ଥିବା ଏକ ରେଳ ଷ୍ଟେସନ ।
ଇତିହାସ
ବିଜୟନଗରମ୍-ପାର୍ବତୀପୁର ରେଳପଥ ୧୯୦୮-୧୯୦୯ ରେ ଆରମ୍ଭ ହେବା ପରେ ୧୯୧୩ ମସିହାରେ ଏହା ସାଲୁରକୁ ସଂପ୍ରସାରିତ ହେଲା । ସେତେବେଳେ ପାର୍ବତୀପୁର-ରାୟପୁର ରେଳପଥ, ଯାହାକି ରାୟଗଡ଼ା ମଧ୍ୟଦେଇ ଯାଇଅଛି, ସଂପୂର୍ଣ୍ଣ ହୋଇଥିଲା ।[୧]ଏହି ରେଳପଥ ରାୟଗଡ଼ା ନିକଟବର୍ତ୍ତୀ ଜେକେପୁର ତଥା ଥେରୁବାଲି ଭଳି ଶିଳ୍ପାଞ୍ଚଳ ଦେଇ ଯାଇଅଛି ।[୨]
ରାୟଗଡ଼ା ଏବଂ କୋରାପୁଟକୁ ସଂଯୋଗ କରୁଥିବା ରେଳପଥ ୩୧ ଡିସେମ୍ବର, ୧୯୯୮ରେ ସଂପୂର୍ଣ୍ଣ ହେଲା ।[୩]
ଯାତ୍ରୀଙ୍କ ସୁବିଧା
ଏଠାରେ ପ୍ରତ୍ୟହ ପ୍ରାୟ ୯୩,୦୦୦ ଯାତ୍ରୀ ଯିବା ଆସିବା କରନ୍ତି ।[୪] ରାୟଗଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ନିମିତ୍ତ ଦ୍ଵିଶଯ୍ୟା ବିଶିଷ୍ଟ ସାଧାରଣ ପ୍ରତୀକ୍ଷାଳୟ ସହ ଛଅ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ଶୟନ କକ୍ଷ(dormitory) ମଧ୍ୟ ରହିଅଛି ।[୫]
ଆଧାର
- ↑ "Major Events in the Formation of S.E. Railway". South Eastern Railway. Retrieved 2012-11-10.
- ↑ "JK Organisation". Retrieved 2012-11-27.
- ↑ "Koraput-Rayagada Rail Link Project". Process Register. Retrieved 2012-11-27.
- ↑ "Rayagada (RGDA)". Indian Rail Enquiry. Retrieved 13 July 2013.
- ↑ "East Coast Railway Amenities at Stations (as in 2008)". Retrieved 13 July 2013.
ବାହାର ତଥ୍ୟ
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |