"ଦ୍ରବ୍ୟ ଏବଂ ସେବା କର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
DashNistha (ଆଲୋଚନା | ଅବଦାନ) ଲେଖା ଚାଲିଛି... |
DashNistha (ଆଲୋଚନା | ଅବଦାନ) ତଥ୍ୟ ଅଦ୍ୟତନ କରାଗଲା |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
୨୦୧୬ ଅପ୍ରେଲ ପହିଲାରୁ ଲାଗୁହେବାକୁ ଥିବା |
୨୦୧୬ ଅପ୍ରେଲ ପହିଲାରୁ ଲାଗୁହେବାକୁ ଥିବା [[ଦ୍ରବ୍ୟ ଏବଂ ସେବା କର]] (GOODS & SERVICES TAX)(GST)(ଜିଏସଟି) ବିଲ୍ ୬ ମଇ ୨୦୧୫ରେ [[ଲୋକସଭା]]ରେ ପାରିତ ହୋଇଛି । <ref name="The Hindu - 7 May 2015 - Which Bill is 100th amendment to Constitution?">{{cite news|url=http://www.thehindu.com/news/national/which-bill-is-100th-amendment-to-constitution/article7178310.ece|title=Which Bill is 100th amendment to Constitution?|last=Joahua|first=Anita|date=7 May 2015|work=[[The Hindu]]|publisher=[[The Hindu Group]]|accessdate=8 May 2015}}</ref> [[ରାଜ୍ୟସଭା]]ରେ ପାରିତ ହେଲେ ଏହା ଆଇନରେ ପରିଣତ ହେବ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବ୍ୟବସ୍ଥାରେ ସଂସ୍କାର ଆସିବ ବୋଲି ଆଶା କରାଯାଇଛି । ୨୦୦୦ ରେ [[ଅଟଳ ବିହାରୀ ବାଜପେୟୀ]]ଙ୍କ ସରକାରରେ ଜିଏସଟି ବାବଦରେ ଏକ କମିଟି ବସାଇ ଆଲୋଚନା ଆରମ୍ଭ କରିଥିଲେ । <ref name=telegraph-GST>{{cite news|title=Modi to quit as GST panel head today|url=http://www.telegraphindia.com/1130617/jsp/bihar/story_17014540.jsp#.Ub6ZD9hlypI|accessdate=17 June 2013|date=16 June 2013|location=Calcutta, India|work=The Telegraph}}</ref><ref name=GST-TOI>{{cite news|title=Post Sushil Modi, GST Committee will have to find new chief|url=http://articles.timesofindia.indiatimes.com/2013-06-16/india/40006394_1_gst-committee-empowered-committee-tax-regime|accessdate=17 June 2013|date=16 June 2013|work=The Times Of India}}</ref>୨୦୦୬ରେ ପ୍ରଥମେ [[ଉପା ସରକାର]] ଜିଏସଟି କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । |
||
ଏହି ୧୨୨ତମ ସମ୍ବିଧାନ ସଂସୋଧନ ବିଲ୍ ୨୦୧୪ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ [[ଅରୁଣ ଜେଟଲୀ]] |
ଏହି ୧୨୨ତମ ସମ୍ବିଧାନ ସଂସୋଧନ ବିଲ୍ ୨୦୧୪ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ [[ଅରୁଣ ଜେଟଲୀ]] [[ଲୋକସଭା]]ରେ ଆଗତ କରିଥିଲେ । ଜିଏସଟି କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବିଲ୍ ରେ ସମ୍ବିଧାନ ସଂସୋଧନ ପ୍ରସ୍ତାବ ରଖାଯାଇଛି । ବର୍ତ୍ତମାନ ଲାଗୁହେଉଥିବା ବିଭିନ୍ନ ଟିକସ ଯଥା [[କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ]], [[କାଉଣ୍ଟରଭେଲିଂ କର]], [[ସେବା କର]], ରାଜ୍ୟସ୍ତରୀୟ [[ମୂଲ୍ୟଯୁକ୍ତ ସେବା]], [[ଅକ୍ଟ୍ରାଇ]], [[ପ୍ରବେଶ ଶୁଳ୍କ]], [[ବିଳାସ ଶୁଳ୍କ]] ଇତ୍ୟାଦିକୁ ଜିଏସଟି ପରିସରକୁ ନିଆଯିବ ।<ref>{{cite news|title=ଜିଏସଟି: କେତୋଟି ଜାଣିବା ବିଷୟ|url=http://orissakhabar.com|accessdate=10 May 2015|newspaper=ଧରିତ୍ରୀ}}</ref> ଜିଏସଟି ଲାଗୁ ହେଲେ ଦ୍ରବ୍ୟ ଓ ସେବାର ବ୍ୟବହାରକାରୀ ରାଜ୍ୟଗୁଡ଼ିକ ରାଜସ୍ୱ ପାଇବେ । <ref name=Firstpost-GST>{{cite news|title=Modi in, Modi out: Splitting headache for UPA on GST|url=http://www.firstpost.com/politics/modi-in-modi-out-splitting-headache-for-upa-on-gst-876165.html|accessdate=17 June 2013|newspaper=Firstpost|date=17 June 2013}}</ref> |
||
==ଜିଏସଟି ପାଇଁ ମିଳିତ କ୍ଷମତା== |
==ଜିଏସଟି ପାଇଁ ମିଳିତ କ୍ଷମତା== |
||
ସେବା ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଦେବା ପାଇଁ ନୂଆ ଧାରା ସାମିଲ କରିବା ବ୍ୟବସ୍ଥା ରହିଛି |
ସେବା ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଦେବା ପାଇଁ ନୂଆ ଧାରା ସାମିଲ କରିବା ବ୍ୟବସ୍ଥା ରହିଛି । କିନ୍ତୁ ଆନ୍ତଃରାଜ୍ୟ ବାଣିଜ୍ୟ କ୍ଷେତ୍ରରେ କେବଳ କେନ୍ଦ୍ର ସରକାର ଟିକସ ଲାଗୁ କରିବା ସହ ଆଦାୟ କରିପାରିବେ । ଏ ବାବଦରେ ସଂଗୃହିତ ଟିକସ ରାଶିକୁ ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ପାର୍ଲ୍ୟାମେଣ୍ଟରେ ଆଇନ ଅନୁସାରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ।<ref>http://profit.ndtv.com/news/show/gst-rates-to-be-in-range-of-16-20-cbec-162035?cp</ref> |
||
==ଜିଏସଟି ପରିଷଦ:== |
|||
ଆଇନ ପ୍ରଣୟନ ହେବାର ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ଜିଏସଟି ପରିଷଦ ଗଠନ କରିବେ । ଉକ୍ତ ପରିଷଦ ଦେଶରେ ଏକକ ଜାତୀୟ ବଜାରର ବିକାଶ ପାଇଁ କାର୍ଯ୍ୟ କରିବ । |
|||
===ଜିଏସଟି ପରିଷଦର ଗଠନାକୃତି:=== |
|||
କେନ୍ଦ୍ର ଅର୍ଥମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ରହିବେ । କେନ୍ଦ୍ର ଅର୍ଥ କିମ୍ବା ରାଜସ୍ବ ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟ ଦ୍ବାରା ମନୋନିତ ଅର୍ଥ ବା ଟିକସ ଅନ୍ୟ କୌଣସି ମନ୍ତ୍ରୀ ପରିଷଦରେ ରହିବେ । |
|||
===ଜିଏସଟି ପରିଷଦର କାର୍ଯ୍ୟ:=== |
|||
*ଜିଏସଟିରେ ଯେଉଁସବୁ ଟିକସ ସାମିଲହେବ ସେହିସବୁ ଟିକସ, ସେସ, ସରଚାର୍ଜ ଲାଗୁ ସଂପର୍କରେ ପରିଷଦ ସୁପାରିସ କରିବ । |
|||
*କେଉଁସବୁ ଉତ୍ପାଦ ଏବଂ ସେବା ଜିଏସଟିରେ ସାମିଲ ହେବ କିମ୍ବା ବାଦ ପଡ଼ିବ । |
|||
*ମଡେଲ ଜିଏସଟି ଆଇନ ଏବଂ ଏହାକୁ ଲାଗୁ କରାଯିବା ନୀତି, ସମନ୍ବିତ ଜିଏସଟିର ଆବଣ୍ଟନ ଏବଂ ଯୋଗାଣ ସ୍ଥାନ ଶାସନ ରୀତିର ନୀତି ପ୍ରସ୍ତୁତି । |
|||
*କେତେ ପରିମାଣର କାରବାର ସୀମାକୁ ଜିଏସଟିରୁ ବାଦ ଦିଆଯିବ ତାକୁ ଧାର୍ଯ୍ୟ କରିବା । |
|||
*ଜିଏସଟିର ସର୍ବନିମ୍ନ ହାର ଧାର୍ଯ୍ୟ । |
|||
*ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସ୍ବତନ୍ତ୍ର ଟିକସ ହାର ଧାର୍ଯ୍ୟ । |
|||
*[[ଅରୁଣାଚଳ ପ୍ରଦେଶ]], [[ଜମ୍ମୁ ଓ କାଶ୍ମୀର]], [[ମଣିପୁର]], [[ମେଘାଳୟ]], [[ମିଜୋରାମ]], [[ନାଗାଲାଣ୍ଡ]], [[ସିକିମ]], [[ତ୍ରିପୁରା]], [[ହିମାଚଳ ପ୍ରଦେଶ]], ଏବଂ [[ଉତ୍ତରାଖଣ୍ଡ]] ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା । |
|||
* ଏବଂ ଅନ୍ୟ ଯେକୌଣସି ବିଷୟରେ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା । |
|||
===ବିବାଦ ସମାଧାନ=== |
|||
ସୁପାରିସ ଦ୍ବାରା ଉପୁଜୁଥିବା କୌଣସି ପ୍ରକାର ବିବାଦର ସମାଧାନ ନୀତି ଉପାୟ କ'ଣ ରହିବ ତାହା ଜିଏସଟି ପରିଷଦ ଧାର୍ଯ୍ୟ କରିବ । |
|||
==ଟିକସ ଲାଗୁ ଉପରେ କଟକଣା== |
|||
ସାମଗ୍ରୀର କ୍ରୟ କିମ୍ବା ବିକ୍ରୟରେ ଟିକସ ଲାଗୁ କ୍ଷେତ୍ରରେ ସମ୍ବିଧାନର କେତେକ କଟକଣା ରହିଛି ତେବେ ବିଲ୍ରେ ଉକ୍ତ ବ୍ୟବସ୍ଥାର କେତେକ ସଂସୋଧନ ଆଣାଯାଇଛି । |
|||
==ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଅତିରିକ୍ତ ଟିକସ== |
|||
ଆନ୍ତଃରାଜ୍ୟ ବାଣିଜ୍ୟବେଳେ ସାମଗ୍ରୀର ଯୋଗାଣ ଉପରେ ଅତିରିକ୍ତ ଟିକସ (୧ ପ୍ରତିଶତରୁ ଅଧିକ ହେବନାହିଁ) ଲାଗୁ ଏବଂ ସଂଗ୍ରହ ହେବ । ଏହି ଅତିରିକ୍ତ ଟିକସ ୨ ବର୍ଷ ପାଇଁ କିମ୍ବା ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ରାଜ୍ୟଗୁଡ଼ିକୁ ଦିଆଯିବ । |
|||
==ରାଜ୍ୟଗୁଡ଼ିକୁ କ୍ଷତିପୂରଣ== |
|||
ଜିଏସଟି କାର୍ଯ୍ୟକାରୀ ହେବା ଦ୍ବାରା ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ଜିଏସଟି ପରିଷଦର ସୁପାରିସ ଅନୁସାରେ ତାହା ଭରଣା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିବ । ଏହା ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ । |
|||
==ବାଦ ପଡ଼ିବାକୁ ଥିବା ସାମଗ୍ରୀ== |
|||
ମନୁଷ୍ୟଙ୍କ ବ୍ୟବହାର ପାଇଁ ଆଲକହଲ ଥିବା ମାଦକକୁ ଜିଏସଟି ପରିଷଦରୁ ବାଦ ଦିଆଯିବ । ପୁନଃଶ୍ଚ କେବେ ଅଶୋଧିତ ପେଟ୍ରୋଲିଅମ, ହାଇ ସ୍ପିଡ ଡିଜେଲ, ମୋଟୋର ସ୍ପିରିଟ (ପେଟ୍ରୋଲ), ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନ ଉପରେ ଜିଏସଟି ଲାଗୁ ହେବ ତାହା ଜିଏସଟି ପରିଷଦ ନିଷ୍ପତି ନେବ । |
|||
==ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଜିଏସଟି ହାର== |
|||
{| class="wikitable" |
|||
|- |
|||
! ଦେଶ !! ଜିଏସଟି ହାର{{Citation needed|date=November 2014}} |
|||
|- |
|||
| ଅଷ୍ଟ୍ରେଲିଆ || ୧୦% |
|||
|- |
|||
| ଫ୍ରାନ୍ସ || ୧୯.୬% |
|||
|- |
|||
| କାନାଡ଼ା || ୫% |
|||
|- |
|||
| ଜର୍ମାନୀ || ୧୯% |
|||
|- |
|||
| ଜାପାନ || ୫% |
|||
|- |
|||
| ସିଙ୍ଗାପୁର || ୭% |
|||
|- |
|||
| ସ୍ବିଡେନ|| ୨୫% |
|||
|- |
|||
| ଭାରତ || ୨୭% (ଲୋକସଭାରେ ଅରୁଣ ଜେଟଲୀଙ୍କ ଦ୍ବାରା ପ୍ରସ୍ତାବିତ ସେ କୁହନ୍ତି ହାରାହାରି ଅପେକ୍ଷା ୨୭% ଅଧିକ ଏବଂ ଜିଏସଟି ପରିଷଦରେ ଏହା ପାଖାପାଖି ୧୮% ରେ ସୀମିତ ରହିବ) |
|||
|- |
|||
| ନ୍ୟୁଜିଲାଣ୍ଡ || ୧୫% |
|||
|- |
|||
| ପାକିସ୍ଥାନ || ୧୮% |
|||
|- |
|||
| ମାଲେସିଆ || ୬% |
|||
|- |
|||
| ଡେନମାର୍କ || ୨୫% |
|||
|} |
|||
==ସମାଲୋଚନା ଏବଂ ଓଡ଼ିଶାର ଦାବି== |
==ସମାଲୋଚନା ଏବଂ ଓଡ଼ିଶାର ଦାବି== |
||
ଓଡ଼ିଶା ଭଳିି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଜିଏସଟି ଚିଠାରେ ସେମାନେ କୌଣସି ସ୍ୱତନ୍ତ୍ର ରାଜସ୍ୱ ଆୟ ପାଇବା ବ୍ୟବସ୍ଥା ନାହିଁ । ପରିବେଶ ପ୍ରତି କୁପ୍ରଭାବକୁ ଦୃଷ୍ଟିରେ ରଖି ଖଣିଜ ସଂପଦ ଉତ୍ତୋଳନକାରୀ ରାଜ୍ୟଗୁଡ଼ିକକୁ ଜିଏସ୍ଟି ପରିଷଦର ପରାମର୍ଶ ଭିତ୍ତିରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅତିରିକ୍ତ ଅଣରିହାତି ସେସ୍ ଆଦାୟ ଅଧିକାର ଦିଆଯାଉ । ଜିଏସ୍ଟି ପରିଷଦର କୌଣସି ନିଷ୍ପତ୍ତି ପାଇଁ ବୈଠକର ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ଅତିକମରେ ତିନିଚତୁର୍ଥାଶଂ ସଦସ୍ୟଙ୍କ ସହମତି ଆବଶ୍ୟକ ବୋଲି ସମ୍ବିଧାନ ସଂଶୋଧନ ଚିଠାରେ ପ୍ରସ୍ତାବ ରହିଛି । ଏହି ଚିଠା ଅନୁଯାୟୀ ସର୍ବମୋଟ ପ୍ରଦତ୍ତ ଭୋଟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଏବଂ ରାଜ୍ୟଗୁଡ଼ିକର ଦୁଇ ତୃତୀୟାଂଶ ଭାଗ ରହିଛି । ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ୍ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୋଟର ଗୁରୁତ୍ୱକୁ ତିନିଚତୁର୍ଥାଂଶ ଓ କେନ୍ଦ୍ର ସରକାରଙ୍କ ଏକଚତୁର୍ଥାଂଶରେ ସୀମିତ ରଖାଯାଉ । ତମାଖୁ ଓ ତମାଖୁ ଜାତ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ସପ୍ତମ ଅନୁଛେଦର ରାଜ୍ୟ ତାଲିକା ୫୪ ନମ୍ବର କ୍ରମରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କୁ ଜିଏସଟି ବ୍ୟତୀତ ଅତିରିକ୍ତ କର ବସାଇବା କ୍ଷମତା ଦେବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । <ref>http://sarbasadharana.com/?p=3735</ref> |
ଓଡ଼ିଶା ଭଳିି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଜିଏସଟି ଚିଠାରେ ସେମାନେ କୌଣସି ସ୍ୱତନ୍ତ୍ର ରାଜସ୍ୱ ଆୟ ପାଇବା ବ୍ୟବସ୍ଥା ନାହିଁ । ପରିବେଶ ପ୍ରତି କୁପ୍ରଭାବକୁ ଦୃଷ୍ଟିରେ ରଖି ଖଣିଜ ସଂପଦ ଉତ୍ତୋଳନକାରୀ ରାଜ୍ୟଗୁଡ଼ିକକୁ ଜିଏସ୍ଟି ପରିଷଦର ପରାମର୍ଶ ଭିତ୍ତିରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅତିରିକ୍ତ ଅଣରିହାତି ସେସ୍ ଆଦାୟ ଅଧିକାର ଦିଆଯାଉ । ଜିଏସ୍ଟି ପରିଷଦର କୌଣସି ନିଷ୍ପତ୍ତି ପାଇଁ ବୈଠକର ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ଅତିକମରେ ତିନିଚତୁର୍ଥାଶଂ ସଦସ୍ୟଙ୍କ ସହମତି ଆବଶ୍ୟକ ବୋଲି ସମ୍ବିଧାନ ସଂଶୋଧନ ଚିଠାରେ ପ୍ରସ୍ତାବ ରହିଛି । ଏହି ଚିଠା ଅନୁଯାୟୀ ସର୍ବମୋଟ ପ୍ରଦତ୍ତ ଭୋଟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଏବଂ ରାଜ୍ୟଗୁଡ଼ିକର ଦୁଇ ତୃତୀୟାଂଶ ଭାଗ ରହିଛି । ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ୍ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୋଟର ଗୁରୁତ୍ୱକୁ ତିନିଚତୁର୍ଥାଂଶ ଓ କେନ୍ଦ୍ର ସରକାରଙ୍କ ଏକଚତୁର୍ଥାଂଶରେ ସୀମିତ ରଖାଯାଉ । ତମାଖୁ ଓ ତମାଖୁ ଜାତ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ସପ୍ତମ ଅନୁଛେଦର ରାଜ୍ୟ ତାଲିକା ୫୪ ନମ୍ବର କ୍ରମରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କୁ ଜିଏସଟି ବ୍ୟତୀତ ଅତିରିକ୍ତ କର ବସାଇବା କ୍ଷମତା ଦେବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । <ref>http://sarbasadharana.com/?p=3735</ref> |
||
==ବାହ୍ୟ ଲିଙ୍କ== |
|||
*[http://gstindia.com/ GST info website] |
|||
*[http://saginfotech.com/gst-software.aspx GST Software Features] |
|||
*[http://info.akosha.com/consumer-complaints/articles/an-insight-into-the-goods-and-service-tax/ Insight into the Goods and Service Tax] |
|||
==ଉଦ୍ଧୃତି== |
|||
[[ଶ୍ରେଣୀ: ଅର୍ଥନୀତି]] |
୧୩:୨୫, ୧୦ ମଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ
୨୦୧୬ ଅପ୍ରେଲ ପହିଲାରୁ ଲାଗୁହେବାକୁ ଥିବା ଦ୍ରବ୍ୟ ଏବଂ ସେବା କର (GOODS & SERVICES TAX)(GST)(ଜିଏସଟି) ବିଲ୍ ୬ ମଇ ୨୦୧୫ରେ ଲୋକସଭାରେ ପାରିତ ହୋଇଛି । [୧] ରାଜ୍ୟସଭାରେ ପାରିତ ହେଲେ ଏହା ଆଇନରେ ପରିଣତ ହେବ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବ୍ୟବସ୍ଥାରେ ସଂସ୍କାର ଆସିବ ବୋଲି ଆଶା କରାଯାଇଛି । ୨୦୦୦ ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜିଏସଟି ବାବଦରେ ଏକ କମିଟି ବସାଇ ଆଲୋଚନା ଆରମ୍ଭ କରିଥିଲେ । [୨][୩]୨୦୦୬ରେ ପ୍ରଥମେ ଉପା ସରକାର ଜିଏସଟି କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ୧୨୨ତମ ସମ୍ବିଧାନ ସଂସୋଧନ ବିଲ୍ ୨୦୧୪ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଆଗତ କରିଥିଲେ । ଜିଏସଟି କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବିଲ୍ ରେ ସମ୍ବିଧାନ ସଂସୋଧନ ପ୍ରସ୍ତାବ ରଖାଯାଇଛି । ବର୍ତ୍ତମାନ ଲାଗୁହେଉଥିବା ବିଭିନ୍ନ ଟିକସ ଯଥା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, କାଉଣ୍ଟରଭେଲିଂ କର, ସେବା କର, ରାଜ୍ୟସ୍ତରୀୟ ମୂଲ୍ୟଯୁକ୍ତ ସେବା, ଅକ୍ଟ୍ରାଇ, ପ୍ରବେଶ ଶୁଳ୍କ, ବିଳାସ ଶୁଳ୍କ ଇତ୍ୟାଦିକୁ ଜିଏସଟି ପରିସରକୁ ନିଆଯିବ ।[୪] ଜିଏସଟି ଲାଗୁ ହେଲେ ଦ୍ରବ୍ୟ ଓ ସେବାର ବ୍ୟବହାରକାରୀ ରାଜ୍ୟଗୁଡ଼ିକ ରାଜସ୍ୱ ପାଇବେ । [୫]
ଜିଏସଟି ପାଇଁ ମିଳିତ କ୍ଷମତା
ସେବା ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଦେବା ପାଇଁ ନୂଆ ଧାରା ସାମିଲ କରିବା ବ୍ୟବସ୍ଥା ରହିଛି । କିନ୍ତୁ ଆନ୍ତଃରାଜ୍ୟ ବାଣିଜ୍ୟ କ୍ଷେତ୍ରରେ କେବଳ କେନ୍ଦ୍ର ସରକାର ଟିକସ ଲାଗୁ କରିବା ସହ ଆଦାୟ କରିପାରିବେ । ଏ ବାବଦରେ ସଂଗୃହିତ ଟିକସ ରାଶିକୁ ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ପାର୍ଲ୍ୟାମେଣ୍ଟରେ ଆଇନ ଅନୁସାରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ।[୬]
ଜିଏସଟି ପରିଷଦ:
ଆଇନ ପ୍ରଣୟନ ହେବାର ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ଜିଏସଟି ପରିଷଦ ଗଠନ କରିବେ । ଉକ୍ତ ପରିଷଦ ଦେଶରେ ଏକକ ଜାତୀୟ ବଜାରର ବିକାଶ ପାଇଁ କାର୍ଯ୍ୟ କରିବ ।
ଜିଏସଟି ପରିଷଦର ଗଠନାକୃତି:
କେନ୍ଦ୍ର ଅର୍ଥମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ରହିବେ । କେନ୍ଦ୍ର ଅର୍ଥ କିମ୍ବା ରାଜସ୍ବ ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟ ଦ୍ବାରା ମନୋନିତ ଅର୍ଥ ବା ଟିକସ ଅନ୍ୟ କୌଣସି ମନ୍ତ୍ରୀ ପରିଷଦରେ ରହିବେ ।
ଜିଏସଟି ପରିଷଦର କାର୍ଯ୍ୟ:
- ଜିଏସଟିରେ ଯେଉଁସବୁ ଟିକସ ସାମିଲହେବ ସେହିସବୁ ଟିକସ, ସେସ, ସରଚାର୍ଜ ଲାଗୁ ସଂପର୍କରେ ପରିଷଦ ସୁପାରିସ କରିବ ।
- କେଉଁସବୁ ଉତ୍ପାଦ ଏବଂ ସେବା ଜିଏସଟିରେ ସାମିଲ ହେବ କିମ୍ବା ବାଦ ପଡ଼ିବ ।
- ମଡେଲ ଜିଏସଟି ଆଇନ ଏବଂ ଏହାକୁ ଲାଗୁ କରାଯିବା ନୀତି, ସମନ୍ବିତ ଜିଏସଟିର ଆବଣ୍ଟନ ଏବଂ ଯୋଗାଣ ସ୍ଥାନ ଶାସନ ରୀତିର ନୀତି ପ୍ରସ୍ତୁତି ।
- କେତେ ପରିମାଣର କାରବାର ସୀମାକୁ ଜିଏସଟିରୁ ବାଦ ଦିଆଯିବ ତାକୁ ଧାର୍ଯ୍ୟ କରିବା ।
- ଜିଏସଟିର ସର୍ବନିମ୍ନ ହାର ଧାର୍ଯ୍ୟ ।
- ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସ୍ବତନ୍ତ୍ର ଟିକସ ହାର ଧାର୍ଯ୍ୟ ।
- ଅରୁଣାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ହିମାଚଳ ପ୍ରଦେଶ, ଏବଂ ଉତ୍ତରାଖଣ୍ଡ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।
- ଏବଂ ଅନ୍ୟ ଯେକୌଣସି ବିଷୟରେ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।
ବିବାଦ ସମାଧାନ
ସୁପାରିସ ଦ୍ବାରା ଉପୁଜୁଥିବା କୌଣସି ପ୍ରକାର ବିବାଦର ସମାଧାନ ନୀତି ଉପାୟ କ'ଣ ରହିବ ତାହା ଜିଏସଟି ପରିଷଦ ଧାର୍ଯ୍ୟ କରିବ ।
ଟିକସ ଲାଗୁ ଉପରେ କଟକଣା
ସାମଗ୍ରୀର କ୍ରୟ କିମ୍ବା ବିକ୍ରୟରେ ଟିକସ ଲାଗୁ କ୍ଷେତ୍ରରେ ସମ୍ବିଧାନର କେତେକ କଟକଣା ରହିଛି ତେବେ ବିଲ୍ରେ ଉକ୍ତ ବ୍ୟବସ୍ଥାର କେତେକ ସଂସୋଧନ ଆଣାଯାଇଛି ।
ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଅତିରିକ୍ତ ଟିକସ
ଆନ୍ତଃରାଜ୍ୟ ବାଣିଜ୍ୟବେଳେ ସାମଗ୍ରୀର ଯୋଗାଣ ଉପରେ ଅତିରିକ୍ତ ଟିକସ (୧ ପ୍ରତିଶତରୁ ଅଧିକ ହେବନାହିଁ) ଲାଗୁ ଏବଂ ସଂଗ୍ରହ ହେବ । ଏହି ଅତିରିକ୍ତ ଟିକସ ୨ ବର୍ଷ ପାଇଁ କିମ୍ବା ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ରାଜ୍ୟଗୁଡ଼ିକୁ ଦିଆଯିବ ।
ରାଜ୍ୟଗୁଡ଼ିକୁ କ୍ଷତିପୂରଣ
ଜିଏସଟି କାର୍ଯ୍ୟକାରୀ ହେବା ଦ୍ବାରା ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ଜିଏସଟି ପରିଷଦର ସୁପାରିସ ଅନୁସାରେ ତାହା ଭରଣା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିବ । ଏହା ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।
ବାଦ ପଡ଼ିବାକୁ ଥିବା ସାମଗ୍ରୀ
ମନୁଷ୍ୟଙ୍କ ବ୍ୟବହାର ପାଇଁ ଆଲକହଲ ଥିବା ମାଦକକୁ ଜିଏସଟି ପରିଷଦରୁ ବାଦ ଦିଆଯିବ । ପୁନଃଶ୍ଚ କେବେ ଅଶୋଧିତ ପେଟ୍ରୋଲିଅମ, ହାଇ ସ୍ପିଡ ଡିଜେଲ, ମୋଟୋର ସ୍ପିରିଟ (ପେଟ୍ରୋଲ), ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନ ଉପରେ ଜିଏସଟି ଲାଗୁ ହେବ ତାହା ଜିଏସଟି ପରିଷଦ ନିଷ୍ପତି ନେବ ।
ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଜିଏସଟି ହାର
ଦେଶ | ଜିଏସଟି ହାର[ଆଧାର ଲୋଡ଼ା] |
---|---|
ଅଷ୍ଟ୍ରେଲିଆ | ୧୦% |
ଫ୍ରାନ୍ସ | ୧୯.୬% |
କାନାଡ଼ା | ୫% |
ଜର୍ମାନୀ | ୧୯% |
ଜାପାନ | ୫% |
ସିଙ୍ଗାପୁର | ୭% |
ସ୍ବିଡେନ | ୨୫% |
ଭାରତ | ୨୭% (ଲୋକସଭାରେ ଅରୁଣ ଜେଟଲୀଙ୍କ ଦ୍ବାରା ପ୍ରସ୍ତାବିତ ସେ କୁହନ୍ତି ହାରାହାରି ଅପେକ୍ଷା ୨୭% ଅଧିକ ଏବଂ ଜିଏସଟି ପରିଷଦରେ ଏହା ପାଖାପାଖି ୧୮% ରେ ସୀମିତ ରହିବ) |
ନ୍ୟୁଜିଲାଣ୍ଡ | ୧୫% |
ପାକିସ୍ଥାନ | ୧୮% |
ମାଲେସିଆ | ୬% |
ଡେନମାର୍କ | ୨୫% |
ସମାଲୋଚନା ଏବଂ ଓଡ଼ିଶାର ଦାବି
ଓଡ଼ିଶା ଭଳିି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଜିଏସଟି ଚିଠାରେ ସେମାନେ କୌଣସି ସ୍ୱତନ୍ତ୍ର ରାଜସ୍ୱ ଆୟ ପାଇବା ବ୍ୟବସ୍ଥା ନାହିଁ । ପରିବେଶ ପ୍ରତି କୁପ୍ରଭାବକୁ ଦୃଷ୍ଟିରେ ରଖି ଖଣିଜ ସଂପଦ ଉତ୍ତୋଳନକାରୀ ରାଜ୍ୟଗୁଡ଼ିକକୁ ଜିଏସ୍ଟି ପରିଷଦର ପରାମର୍ଶ ଭିତ୍ତିରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅତିରିକ୍ତ ଅଣରିହାତି ସେସ୍ ଆଦାୟ ଅଧିକାର ଦିଆଯାଉ । ଜିଏସ୍ଟି ପରିଷଦର କୌଣସି ନିଷ୍ପତ୍ତି ପାଇଁ ବୈଠକର ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ଅତିକମରେ ତିନିଚତୁର୍ଥାଶଂ ସଦସ୍ୟଙ୍କ ସହମତି ଆବଶ୍ୟକ ବୋଲି ସମ୍ବିଧାନ ସଂଶୋଧନ ଚିଠାରେ ପ୍ରସ୍ତାବ ରହିଛି । ଏହି ଚିଠା ଅନୁଯାୟୀ ସର୍ବମୋଟ ପ୍ରଦତ୍ତ ଭୋଟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଏବଂ ରାଜ୍ୟଗୁଡ଼ିକର ଦୁଇ ତୃତୀୟାଂଶ ଭାଗ ରହିଛି । ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ୍ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୋଟର ଗୁରୁତ୍ୱକୁ ତିନିଚତୁର୍ଥାଂଶ ଓ କେନ୍ଦ୍ର ସରକାରଙ୍କ ଏକଚତୁର୍ଥାଂଶରେ ସୀମିତ ରଖାଯାଉ । ତମାଖୁ ଓ ତମାଖୁ ଜାତ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ସପ୍ତମ ଅନୁଛେଦର ରାଜ୍ୟ ତାଲିକା ୫୪ ନମ୍ବର କ୍ରମରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କୁ ଜିଏସଟି ବ୍ୟତୀତ ଅତିରିକ୍ତ କର ବସାଇବା କ୍ଷମତା ଦେବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । [୭]
ବାହ୍ୟ ଲିଙ୍କ
ଉଦ୍ଧୃତି
- ↑ Joahua, Anita (7 May 2015). "Which Bill is 100th amendment to Constitution?". The Hindu. The Hindu Group. Retrieved 8 May 2015.
- ↑ "Modi to quit as GST panel head today". The Telegraph. Calcutta, India. 16 June 2013. Retrieved 17 June 2013.
- ↑ "Post Sushil Modi, GST Committee will have to find new chief". The Times Of India. 16 June 2013. Retrieved 17 June 2013.
- ↑ "ଜିଏସଟି: କେତୋଟି ଜାଣିବା ବିଷୟ". ଧରିତ୍ରୀ. Retrieved 10 May 2015.
- ↑ "Modi in, Modi out: Splitting headache for UPA on GST". Firstpost. 17 June 2013. Retrieved 17 June 2013.
- ↑ http://profit.ndtv.com/news/show/gst-rates-to-be-in-range-of-16-20-cbec-162035?cp
- ↑ http://sarbasadharana.com/?p=3735