ସାଳନ୍ଦୀ ନଦୀ
ଦେଖଣା
ସାଳନ୍ଦୀ | |
ନଦୀ | |
ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ଼ ଡ୍ୟାମ୍
| |
ଦେଶ | ଭାରତ |
---|---|
Parts | ଓଡ଼ିଶା |
ଅଞ୍ଚଳ | ଉପକୂଳ ଓଡ଼ିଶା |
City | ଭଦ୍ରକ |
Landmark | ହଦଗଡ଼ ବନ୍ଧ |
Source | |
- location | ମେଘସନୀ, ମୟୂରଭଞ୍ଜ, ଓଡ଼ିଶା, ଭାରତ |
Mouth | |
- elevation | ୦ m (୦ ft) |
Length | ୧୪୪ km (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । mi) |
ସାଳନ୍ଦୀ ନଦୀ ଉତ୍ତର ଓଡ଼ିଶାର ଏକ ନଦୀ । ଏହା ମୟୂରଭଞ୍ଜ ଜିଲ୍ଲାରୁ ବାହାରି କେନ୍ଦୁଝର, ଭଦ୍ରକ ଜିଲ୍ଲା ଦେଇ ବଙ୍ଗୋପସାଗରରେ ପଡ଼ିଛି । ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ ।[୧] ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଥିବା ଡ୍ୟାମ୍କୁ ସାଳନ୍ଦୀ ଡ୍ୟାମ୍ ବା ହଦଗଡ଼ ଡ୍ୟାମ୍ ବୋଲି କୁହାଯାଏ । ସାଳନ୍ଦୀ ନଦୀରେ ଅଧିକ କୁମ୍ଭୀର ବାସ କରନ୍ତି ।[୨]
ଉତ୍ପତ୍ତି
[ସମ୍ପାଦନା]ସାଳନ୍ଦୀ ନଦୀ ମୟୂରଭଞ୍ଜ ଜିଲ୍ଲାର ମେଘସନୀ ପର୍ବତରୁ ଉତ୍ପତ୍ତିଲାଭ କରିଛି । ଏକ କମ୍ବଦନ୍ତୀ ଅନୁସାରେ ଦେବୀଙ୍କ କୃପାରୁ ଏହି ପର୍ବତରୁ ଝରୁଥିବା କ୍ଷୀର ମୟୂରଭଞ୍ଜର ଶାଳବଣ ଦେଇ ପ୍ରବାହିତ ହୋଇଥିଲା, ଯାହା ଫଳରେ ଏହାର ନାମକରଣ ସାଳନ୍ଦୀ ହୋଇଥିଲା ।[୩]
କିମ୍ବଦନ୍ତୀ
[ସମ୍ପାଦନା]ଭଦ୍ରକର ଆହାରପଦାସ୍ଥିତ ଭଦ୍ରକାଳୀ ମନ୍ଦିର ଉପରେ ଯେତେବେଳେ ମୁସଲମାନ ଶାସକଙ୍କଦ୍ୱାରା ଆକ୍ରମଣ କରାଯାଇ ନଷ୍ଟ କରିଦିଆଯାଇଥିଲା, ସେତେବେଳେ ମାଆ ଭଦ୍ରକାଳୀ ସାଳନ୍ଦୀ ନଦୀରେ ଅବସ୍ଥାନ କରିଥିଲେ । ମା' ଭଦ୍ରକାଳୀ ବାସ କରୁଥିବା ଏହି ସ୍ଥାନଟି ଭଦ୍ରକାଳୀ ଗଣ୍ଡ ଭାବରେ ଖ୍ୟାତ ।[୩]
ଆଧାର
[ସମ୍ପାଦନା]- ↑ "Bhadrak Wildlife Division :: Odisha Wildlife Organisation". www.wildlife.odisha.gov.in. Odisha Wildfile Organizatin. Retrieved 21 September 2020.
- ↑ "Hadgarh PA :: Odisha Wildlife Organisation". www.wildlife.odisha.gov.in. Odisha Wildfile Organizatin. Retrieved 21 September 2020.
- ↑ ୩.୦ ୩.୧ "Bhadrakali : A Complete Study" (PDF). Orissa Review: 128. 1 September 2009. Archived from the original (PDF) on 8 October 2021. Retrieved 21 September 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |