ଦକ୍ଷିଣ କୋଏଲ ନ‌ଦୀ

Coordinates: 22°14′45″N 84°47′02″E / 22.24583°N 84.78389°E / 22.24583; 84.78389
ଉଇକିପିଡ଼ିଆ‌ରୁ
ଦକ୍ଷିଣ କୋଏଲ ନ‌ଦୀ
River
ଦକ୍ଷିଣ କୋଏଲ ନ‌ଦୀ, ଜାରାଇକେଲା, ଓଡ଼ିଶା
ଦେଶ ଭାରତ
ରାଜ୍ୟ ଝାଡ଼ଖଣ୍ଡ, ଓଡ଼ିଶା
Tributaries
 - left ଦକ୍ଷିଣ କାରୋ ନ‌ଦୀ
 - right ଉତ୍ତର କାରୋ ନ‌ଦୀ
City ମନହରପୁର
Source
 - location ରାଞ୍ଛି ପାଖରେ, ଛୋଟନାଗପୁର ମଳଭୂମି
Mouth ବ୍ରାହ୍ମଣୀ ନ‌ଦୀ
 - location ବେଦବ୍ୟାସ,ରାଉରକେଲା,ଓଡ଼ିଶା
 - coordinates 22°14′45″N 84°47′02″E / 22.24583°N 84.78389°E / 22.24583; 84.78389

ଦକ୍ଷିଣ କୋଏଲ ନ‌ଦୀ ବା କୋଏଲ ନ‌ଦୀ ଭାରତର ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟ ଭିତର ଦେଇକି ପ୍ରବାହିତ ହେଉଅଛି । ଏହି ନ‌ଦୀର ଉତ୍ପତ୍ତି ଛୋଟନାଗପୁର ମାଳଭୂମିରେ ରାଞ୍ଚି ନିକଟବର୍ତ୍ତୀ ଅଞ୍ଚଳରେ ହୋଇଛି। ଏହି ନ‌ଦୀର ମୁଖ୍ୟ ଉପନ‌ଦୀଗୁଡ଼ିକ ହେଲେ ଦକ୍ଷିଣ କାରୋ ନ‌ଦୀ ଏବଂ ଉତ୍ତର କାରୋ ନ‌ଦୀ[୧]। କୋଏଲ ନ‌ଦୀ ପାନପୋଷ, ଓଡ଼ିଶାରେ ଶଙ୍ଖ ନ‌ଦୀ ସ‌ହିତ ମିଳିତ ହୋଇ ବ୍ରାହ୍ମଣୀ ନଦୀ ଗଠନ ହୋଇଥାଏ ।

ଆଧାର[ସମ୍ପାଦନା]