ଦାମନଯୋଡ଼ି

ଉଇକିପିଡ଼ିଆ ରୁ
ଦାମନଯୋଡ଼ି
ସହର
ଦାମନଯୋଡ଼ି ଓଡ଼ିଶାରେ ଅବସ୍ଥିତ ।
ଦାମନଯୋଡ଼ି
ଦାମନଯୋଡ଼ି
ଓଡ଼ିଶାରେ ଅବସ୍ଥାନ
Coordinates: 18°41′25.73″N 82°56′28.62″E / 18.6904806°N 82.9412833°E / 18.6904806; 82.9412833ଦିଗବାରେଣି: 18°41′25.73″N 82°56′28.62″E / 18.6904806°N 82.9412833°E / 18.6904806; 82.9412833
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କୋରାପୁଟ
ତହସିଲ କୋରାପୁଟ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ ୭୬୩୦୦୮[୧]
Area code(s) +୦୬୮୫୩
ଗାଡି ପଞ୍ଜୀକରଣ OD/୧୦

ଦାମନଯୋଡ଼ି ଓଡ଼ିଶାର କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ ଏକ ସହର । ଏହି ସହରଟି ପଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା କୋରାପୁଟ ଠାରୁ ୩୬ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ସଂସ୍କୃତି[ସମ୍ପାଦନା]

ଆଧାର[ସମ୍ପାଦନା]