ଗୌତମ ବୁଦ୍ଧ
| ପାଳି: ସିଧାଥ ଗୋତମ ବୁଧ | |
|---|---|
ଧଉଳିଠାରେ ଥିବା ବୁଦ୍ଧଙ୍କ ମୂର୍ତ୍ତି |
|
| ଜନ୍ମ ଓ ଜନ୍ମସ୍ଥାନ | ୫୬୩ ଖ୍ରୀ.ପୂ ବା ୬୨୩ ଖ୍ରୀ.ପ. କପିଳେଶ୍ଵର, ଭୁବନେଶ୍ଵର, ଓଡ଼ିଶା |
| ତିରୋଧାନ | ୪୮୩ ଖ୍ରୀ.ପୂ ବା ୫୪୩ ଖ୍ରୀ.ପୂ. (୮୦ ବର୍ଷ) କୁଶିନଗର, ଭାରତ |
| ଜାତି | ଶାକ୍ୟ |
| ପ୍ରସିଦ୍ଧି | ବୌଦ୍ଧ ଧର୍ମର ପ୍ରତିଷ୍ଠାତା |
| ପୂର୍ବ | କାସପ ବୁଦ୍ଧ |
| ଉତ୍ତରାଧିକାରୀ | ମେତ୍ତେୟ ବୁଦ୍ଧ |
ବୁଦ୍ଧ (ପାଳି: ସିଧାଥ ଗୋତମ ବୁଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । [୧] ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ [ଟୀକା ୧]
ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।[୨][୩][୪][୫] ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଲବାସ୍ତୁ ଠାରେ ।
[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ
- ଟୀକା
- ↑ Turner, Sir Ralph Lilley (1962–1985). "buddha 9276". A comparative dictionary of the Indo-Aryan languages. London: Oxford University Press. Digital Dictionaries of South Asia, University of Chicago. p. 525. http://dsal.uchicago.edu/cgi-bin/philologic/contextualize.pl?p.2.soas.1976481. Retrieved 22 February 2010. "budh ‘ perceive ’ 1. Pali buddha – ‘ understood, enlightened ’, masculine ‘ the Buddha ’; Aśokan, that is, the language of the Inscriptions of Aśoka Budhe nominative singular; Prakrit buddha – ‘ known, awakened ’; Waigalī būdāī ‘ truth ’; Bashkarīk budh ‘ he heard ’; Tōrwālī būdo preterite of bū – ‘ to see, know ’ from bṓdhati; Phalūṛa búddo preterite of buǰǰ – ‘ to understand ’ from búdhyatē; Shina Gilgitī dialect budo ‘ awake ’, Gurēsī dialect budyōnṷ intransitive ‘ to wake ’; Kashmiri bọ̆du ‘ quick of understanding (especially of a child ’); Sindhī ḇudho past participle (passive) of ḇujhaṇu ‘ to understand ’ from búdhyatē, West Pahāṛī buddhā preterite of bujṇā ‘ to know ’; Sinhalese buj (j written for d), budu, bud – , but – ‘ the Buddha ’."
- ଦ୍ରଷ୍ଟବ୍ୟ
- ↑ "The Buddha, His Life and Teachings". Buddhanet.net. http://www.buddhanet.net/buddha.htm. Retrieved 2010-10-02.
- ↑ http://www.hindu.com/fline/fl2204/stories/20050225001008800.htm
- ↑ http://www.rediff.com/news/2002/sep/16spec.htm
- ↑ http://www.srilankaguardian.org/2008/03/buddha-born-in-orissa-scholars.html
- ↑ http://orissa.gov.in/e-magazine/Journal/jounalvol1/pdf/orhj-3.pdf
| ବୌଦ୍ଧବାଦ
|
| ଧର୍ମ ବା ମତବାଦ ଚାରୋଟି ସତ |
| ଆଚରଣ ତିନୋଟି ରତନ |
|
ପରମ୍ପରା · ଧର୍ମଗ୍ରନ୍ଥ |