ପାଳି ଭାଷା

ଉଇକିପିଡ଼ିଆ ରୁ
ପାଳି
Pāḷi
Pronunciation [paːli]
କେଉଁଠି କହାଯାଏ କମ୍ବୋଡ଼ିଆ, ବାଂଲାଦେଶ, ଭାରତ, ଲାଓସ, ବର୍ମା, ନେପାଳ, ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ
ଭାଷାର କ୍ଷୟ ମୂଳ ଭାଷା କଥାବର୍ତ୍ତାରେ ନାହିଁ, ସାହିତ୍ୟ ଓ ଭାଷା ଅଦ୍ଧ୍ୟନରେ ବ୍ୟବହାର କରାଯାଏ
ଭାଷା ପରିବାର
ଲେଖିବା ପ୍ରଣାଳୀ ବ୍ରାହ୍ମୀ ଲିପି, ବ୍ରାହ୍ମୀରୁ ତିଆରି ଲିପି ଓ ଲାଟିନ ଅକ୍ଷର (ଲେଖାକୁ ବୁଝାଏ)
ଭାଷା କୋଡ଼
ISO 639-1 pi
ISO 639-2 pli
ISO 639-3 pli
ଲିଙ୍ଗୁଆସ୍ଫେର
Indic script
ଏହି ପୃଷ୍ଠାରେ ଇଣ୍ଡିକ ଲେଖା ଅଛି । ରେଣ୍ଡରିଙ୍ଗ ଠିକରେ ନହେଲେ ଆପଣ ମାତ୍ରା, ଫଳା ଓ ଯୁକ୍ତାକ୍ଷରଗୁଡିକ ଠିକରେ ଦେଖିପାରିବେ ନାହିଁ ।ଅଧିକ...

ପାଳି ଭାସା ଓଡ଼ିଆ ଭାଷା ଆଗରୁ ଥିବା ଗୋଟିଏ ପୁରୁଣା ଭାଷା । ଏହି ଭାଷାରୁ ଓଡ଼ିଆ, ବଙ୍ଗଳା, ଅସମୀୟା ଓ ଆହୁରି ଢେରେ ଭାରତୀୟ ଭାଷା, ନେପାଳୀ ଭାଷା, ଦକ୍ଷିଣ ଏସିଆର ଅନେକ ଭାଷା (ବାଲିନିଜ୍ ଆଦି Balenese ଭାଷାମାନେ ତିଆରି ହୋଇଛନ୍ତି । ଏହି ଭାଷାରେ 'ଶ'/'ଷ' ବଦଳରେ କେବଳ 'ସ' ବ୍ୟବହାର କରାଯାଏ । ଅନାନ୍ୟ ଭାଷା ଭଳି ଏହି ଭାଷାରେ ଯୁକ୍ତାକ୍ଷର (ଯୁକ୍ତାକ୍ଷର/ Conjunctant) ନାହିଁ । ସେ କାଳରେ ବ୍ରାହ୍ମୀ (ବ୍ରାହ୍ମୀ/ Brahmi) ଲିପିରେ ଲେଖାଯାଉଥିଲା ଏ ଭାଷା ।

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା