ଓଡ଼ିଶା ସରକାର
ଦେଖଣା
ମୁଖ୍ୟାଳୟ | ଭୁବନେଶ୍ୱର |
---|---|
କାର୍ଯ୍ୟପାଳିକା | |
ରାଜ୍ୟପାଳ | ରଘୁବର ଦାସ |
ମୁଖ୍ୟ ମନ୍ତ୍ରୀ | ମୋହନ ଚରଣ ମାଝୀ (ଭାଜପା) |
ବିଧାୟିକା | |
ବାଚସ୍ପତି | ସୁରମା ପାଢ଼ୀ (ଭାଜପା) |
ବିଧାନ ସଭା ସଦସ୍ୟ ସଂଖ୍ୟା | ୧୪୭ |
ନ୍ୟାୟପାଳିକା | |
ଉଚ୍ଚ ନ୍ୟାୟାଳୟ | ଓଡ଼ିଶା ଉଚ୍ଚ ନ୍ୟାୟାଳୟ |
ମୁଖ୍ୟ ବିଚାରପତି | ଚକ୍ରଧରୀ ଶରଣ ସିଂହ |
ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।
ଓଡ଼ିଶା ବିଧାନ ସଭାର ସଭ୍ୟ ସଂଖ୍ୟା ୧୪୭ ।[୧] ଲୋକ ସଭାରେ ଓଡ଼ିଶାର ସଦସ୍ୟ ସଂଖ୍ୟା ୨୧ ଓ ରାଜ୍ୟସଭାରେ ୧୦ ।
ମନ୍ତ୍ରୀମଣ୍ଡଳ
[ସମ୍ପାଦନା]ବିଭାଗ | ମନ୍ତ୍ରୀ | |||||
---|---|---|---|---|---|---|
୧.ଗୃହ ୨.ସାଧାରଣ ପ୍ରଶାସନ ଓ ଅଭିଯୋଗ ୩.ଅର୍ଥ ୪.ସୂଚନା ଏବଂ ଲୋକସମ୍ପର୍କ ୫.ଜଳ ସମ୍ପଦ ୬.ଯୋଜନା ଓ ସମନ୍ୱୟ ଏବଂ ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ |
ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ | |||||
ଉପ-ମୁଖ୍ୟମନ୍ତ୍ରୀଗଣ | ||||||
୭.କୃଷି ଓ କୃଷକ ସଶକ୍ତିକରଣ ୮.ଶକ୍ତି |
କନକ ବର୍ଦ୍ଧନ ସିଂହ ଦେଓ ଉପ-ମୁଖ୍ୟମନ୍ତ୍ରୀ | |||||
୯.ମହିଳା ଓ ଶିଶୁ ବିକାଶ ୧୦.ମିଶନ ଶକ୍ତି ୧୧.ପର୍ଯ୍ୟଟନ |
ପ୍ରଭାତୀ ପରିଡ଼ା ଉପ-ମୁଖ୍ୟମନ୍ତ୍ରୀ | |||||
କ୍ୟାବିନେଟ ମନ୍ତ୍ରୀଗଣ | ||||||
୧୨.ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା | ସୁରେଶ ପୂଜାରୀ କ୍ୟାବିନେଟ ମନ୍ତ୍ରୀ | |||||
୧୩.ଗ୍ରାମ୍ୟ ଉନ୍ନୟନ ୧୪.ପଞ୍ଚାୟତି ରାଜ ୧୫.ପାନୀୟ ଜଳ |
ରବି ନାରାୟଣ ନାଏକ କ୍ୟାବିନେଟ ମନ୍ତ୍ରୀ | |||||
୧୬.ବିଦ୍ୟାଳୟ ଓ ଗଣଶିକ୍ଷା ୧୭.ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ୧୮.ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ୧୯.ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ |
ନିତ୍ୟାନନ୍ଦ ଗଣ୍ଡ କ୍ୟାବିନେଟ ମନ୍ତ୍ରୀ | |||||
୨୦.ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୨୧.ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା |
କୃଷ୍ଣ ଚନ୍ଦ୍ର ପାତ୍ର କ୍ୟାବିନେଟ ମନ୍ତ୍ରୀ | |||||
୨୨.ଆଇନ ୨୩.ଅବକାରୀ ୨୪.ପୂର୍ତ୍ତ |
ପୃଥ୍ୱୀରାଜ ହରିଚନ୍ଦନ କ୍ୟାବିନେଟ ମନ୍ତ୍ରୀ | |||||
୨୫.ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୨୬.ସଂସଦୀୟ ବ୍ୟାପାର ୨୭.ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା |
ଡଃ.ମୁକେଶ ମହାଲିଙ୍ଗ କ୍ୟାବିନେଟ ମନ୍ତ୍ରୀ | |||||
୨୮. ବାଣିଜ୍ୟ ଓ ପରିବହନ ୨୯. ଇସ୍ପାତ ଓ ଖଣି |
ବିଭୂତି ଭୂଷଣ ଜେନା କ୍ୟାବିନେଟ ମନ୍ତ୍ରୀ | |||||
୩୦. ଗୃହ ନିର୍ମାଣ ଓ ନଗର ଉନ୍ନୟନ ୩୧.ସାର୍ବଜନୀନ ଉଦ୍ୟୋଗ |
କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାବିନେଟ ମନ୍ତ୍ରୀ | |||||
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) | ||||||
୩୨. ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ୩୩.ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା |
ଗଣେଶ ରାମ ସିଂ ଖୁଣ୍ଟିଆ | |||||
୩୪.ଉଚ୍ଚଶିକ୍ଷା ୩୫.କ୍ରୀଡା ଓ ଯୁବସେବା ୩୬. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି |
ସୂର୍ଯ୍ୟବଂଶୀ ସୂରଜ | |||||
୩୭. ସମବାୟ ୩୮.ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ |
ପ୍ରଦୀପ ବଳସାମନ୍ତ | |||||
୩୯. ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ୪୦.ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ |
ଗୋକୁଳାନନ୍ଦ ମଲ୍ଲିକ | |||||
୪୧.ଶିଳ୍ପ ୪୨.ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା |
ସମ୍ପଦ ଚନ୍ଦ୍ର ସ୍ୱାଇଁ |
ଆଧାର
[ସମ୍ପାଦନା]- ↑ "Orissa Legislative Assembly". Legislative Bodies in India. National Informatics Centre, Government of India. Archived from the original on 16 May 2008. Retrieved 2008-05-12.
- ↑ "ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ?". kanaknews.com. କନକ ନ୍ୟୁଜ. Retrieved 15 June 2024.