ସୁପ୍ରିୟା ମଲ୍ଲିକ
ଦେଖଣା
ସୁପ୍ରିୟା ମଲ୍ଲିକ | |
---|---|
ମୂଳନାମ | ସୁପ୍ରିୟା ମଲ୍ଲିକ |
ଜନ୍ମ ଓ ଜନ୍ମସ୍ଥାନ | ସୁପ୍ରିୟା ମଲ୍ଲିକ କେନ୍ଦ୍ରାପଡ଼ା |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଏକା ଏକା, ଫଲ୍ଗୁ |
ସମ୍ପର୍କୀୟ | ପ୍ରହଲ୍ଲାଦ ମଲ୍ଲିକ (ବାପା) ସିପ୍ରା ମଲ୍ଲିକ (ଭଉଣୀ) |
ସୁପ୍ରିୟା ମଲ୍ଲିକ ଜଣେ ଭାରତୀୟ ଓଡ଼ିଆ ଭାଷୀ ଲେଖିକା, ଗାଳ୍ପିକା[୧][୨] ଓ ଶିକ୍ଷାବିଦ୍ । ତାଙ୍କର ପ୍ରମୁଖ ରଚନା ମଧ୍ୟରେ ଏକା ଏକା ଅନ୍ୟତମ । ସେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଉପନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରିଛନ୍ତି ।[୩] ସେ ଜନନେତା ପ୍ରହଲ୍ଲାଦ ମଲ୍ଲିକଙ୍କ ସାନଝିଅ ଓ ଓଡ଼ିଶା ବିଧାନ ସଭାର ବିଧାୟିକା ସିପ୍ରା ମଲ୍ଲିକଙ୍କ ସାନ ଭଉଣୀ । ସୁପ୍ରିୟା ମଲ୍ଲିକ ପ୍ରହଲ୍ଲାଦ ମଲ୍ଲିକଙ୍କ ଜୀବନୀ ଫଲ୍ଗୁ ରଚନା କରିଥିଲେ ।[୪]
ରଚନାବଳୀ
[ସମ୍ପାଦନା]ସୁପ୍ରିୟା ମଲ୍ଲିକଙ୍କ ରଚିତ ଫଲ୍ଗୁ ପ୍ରହଲ୍ଲାଦ ମଲ୍ଲିକଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସ୍ଥାନ ପାଇଥିଲା । ପ୍ରହଲ୍ଲାଦ ମଲ୍ଲିକଙ୍କ ତୃଣମୂଳସ୍ତରୀୟ ରାଜନୈତିକ କାର୍ଯ୍ୟ ୩୭ଟି ଅଧ୍ୟାୟରେ ୨୦୮ ପୃଷ୍ଠାରେ ବର୍ଣ୍ଣିତ ।[୪]
ଆଧାର
[ସମ୍ପାଦନା]- ↑ "କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧ ତମ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ । – Welcome To Upanta Odisha" (in ଆମେରିକୀୟ ଇଂରାଜୀ). Retrieved 2022-07-25.
- ↑ Research journal of English language and literature (in ଇଂରାଜୀ), ISSN 2395-2636, Wikidata Q96718316
- ↑ ଶିକ୍ଷା (ଦ୍ୱାଦଶ ଶ୍ରେଣୀ). ଭୁବନେଶ୍ୱର: ଓଡ଼ିଶା ରାଜ୍ଯ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା.
- ↑ ୪.୦ ୪.୧ "'ପ୍ରତ୍ୟେକ ସଫଳ ମଣିଷ ନିଜ ଜୀବନୀ ଲେଖନ୍ତୁ'". Sambad (in ଆମେରିକୀୟ ଇଂରାଜୀ). Retrieved 2022-07-25.