ଭାଲୁମାସ୍କା
ଦେଖଣା
ଭାଲୁମାସ୍କା | |
---|---|
Coordinates: 19°19′40″N 83°17′32″E / 19.3279°N 83.2921°E | |
Country | ଭାରତ |
State | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 494 m (1,621 ft) |
Population (2011) | |
• Total | ୨୯୪ |
Languages | |
Time zone | UTC+5:30 (IST) |
PIN | 765017 |
ଭାଲୁମାସ୍କା ଓଡ଼ିଶାର ରାୟଗଡ଼ା ଜିଲାରେ ଅବସ୍ଥିତ ଏକ ଗ୍ରାମ ଅଟେ[୧] । ଏହା ଦେଇ ପୂର୍ବତଟ ରେଳପଥର କୋରାପୁଟ-ରାୟଗଡ଼ା ରେଳପଥ ଯାଇଅଛି ତଥା ଭାଲୁମାସ୍କା ରେଳ ଷ୍ଟେସନ[୨] ଏଠାରେ ଅଛି । ଜିଲ୍ଲା ମୁଖ୍ୟାଳୟ ରାୟଗଡାଠାରୁ ଏହା ୪୩ କିଲୋ ମିଟର ଦୂରରେ ଅବସ୍ଥିତ । ଏହି ଗାଁଟି କଳ୍ୟାଣସିଂପୁର ତହସିଲ / ବ୍ଲକରେ ଅନ୍ତର୍ଭୁକ୍ତ (୨୫ କିଲୋମିଟର ଦୂରତା) ।
ଭାଲୁମାସ୍କା ରେଳ ଷ୍ଟେସନ
[ସମ୍ପାଦନା]କୋରାପୁଟ-ରାୟଗଡ଼ା ରେଳପଥର ଏହି ଷ୍ଟେସନ (କୋଡ୍- BLMK) ଏକ ଛୋଟ ଷ୍ଟେସନ । ଏଠାରେ ଦୁଇଟି ପାସେଂଜର ଟ୍ରେନ (ସମ୍ବଲପୁର-କୋରାପୁଟ ଓ ବିଶାଖାପାଟଣା-କୋରାପୁଟ) ଏବଂ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର - ଜଗଦଳପୁର ଅଟକିଥାଆଂତି ।
ଏହା ନିକଟରେ ବର୍ଷା ଋତୁ ସମୟରେ ରେଳ ଧାରଣା ଉପରେ ବର୍ଷା ପାଣି ମାଡି ଆସି ବେଳେ ବେଳେ ରେଳ ଯାତ୍ରା ବ୍ୟାହତ ହୁଏ[୩] ।
ଆଧାର
[ସମ୍ପାଦନା]- ↑ "INDIAN VILLAGE DIRECTORY". VILLAGEINFO.IN. Retrieved 1 March 2020.
- ↑ "Bhalumaska (BLMK)". Indian Railinfo. Indian Rail Info. Retrieved 1 March 2020.
- ↑ "Hirakhand Express gets stuck on flooded track in Rayagada". ଟାଇମସ ଅଫ ଇଣ୍ଡିଆ. TNN. Retrieved 7 March 2020.