"ହୋଲି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.6.4) (Robot: Adding fa:هولی
ଟିକେ r2.7.2) (Robot: Adding mzn:هولی (جشن)
୬୧ କ ଧାଡ଼ି: ୬୧ କ ଧାଡ଼ି:
[[ml:ഹോളി]]
[[ml:ഹോളി]]
[[mr:होळी]]
[[mr:होळी]]
[[mzn:هولی (جشن)]]
[[ne:होली]]
[[ne:होली]]
[[nl:Holi-Phagwa]]
[[nl:Holi-Phagwa]]

୧୩:୫୭, ୨୬ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ହୋଲି
ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ
ପାଳନକାରୀଭାରତନେପାଳରେ ରହୁଥିବା ହିନ୍ଦୁ ଧର୍ମାବଲମ୍ବୀ
ଆରମ୍ଭଫାଲ୍‌ଗୁନ ପୂର୍ଣ୍ଣମୀ
ତାରିଖଫେବୃଆରୀ-ମାର୍ଚ୍ଚ

ଦୋଳ (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।

ପୌରାଣିକ ଭିତ୍ତିଭୂମି

ଶ୍ରୀକୃଷ୍ଣଙ୍କର ମଧୁର ଗୋପଲୀଳାର ନିଦର୍ଶନ । ରାଧା ଦାମୋଦରଙ୍କର ଗୋପ ଗୋପୀ ମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ । ଶ୍ରୀମଦ୍ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରେ।

ମାସ/ତିଥି

ଫାଲ୍‌ଗୁନ ପୂର୍ଣ୍ଣମୀ (ଫେବୃଆରୀ-ମାର୍ଚ୍ଚ)

ଅଞ୍ଚଳ

ସମଗ୍ର ଓଡ଼ିଶାଭାରତ

ସଂକ୍ଷେପରେ

ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ। ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ। ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

ଆହୁରି ଦେଖନ୍ତୁ

ଆଧାର

ଛାଞ୍ଚ:Link FA