"ସହଯୋଗ:Disambiguation" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ 2804:D55:5238:CD00:4CF5:509A:28F6:4AC2 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Soumendrakଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା ଟ୍ୟାଗ: Rollback |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{for|more comprehensive information|Wikipedia:Disambiguation}} |
|||
templata messags |
|||
{{Reader help}} |
|||
'''Disambiguation''' ବା '''ବହୁବିକଳ୍ପ''' ପୃଷ୍ଠାଗୁଡିକ ଉଇକିପିଡ଼ିଆରେ ଗୋଟିଏ ଶବ୍ଦର ନାନାଦି ଅର୍ଥଥିବା ପୃଷ୍ଠାଗୁଡ଼ିକୁ ଅଲଗା ଦେଖାଇବା ନିମିତ୍ତ ଉପଯୋଗ କରାଯାଇଥାଏ । ଅନ୍ୟେକ ଅର୍ଥରେ କହିବାକୁ ଗଲେ ବହୁବିକଳ୍ପ ପୃଷ୍ଠାଗୁଡ଼ିକ ସମାନ ନାମ ଥିବା ଭିନ୍ନ ଭିନ୍ନ ପୃଷ୍ଠାଗୁଡ଼ିକୁ ବାଟ ଦେଖାଇଥାନ୍ତି । |
|||
ଉଦାହରଣ ସ୍ୱରୂପ ଶବ୍ଦ <big>'''ବୌଦ୍ଧ'''</big> ଭିନ୍ନ ଭିନ୍ନ ଅର୍ଥ ବୁଝାଇପାରେ ଯେପରିକି ଏକ ଧର୍ମ ବା ଓଡ଼ିଶାର ଏକ ଜିଲ୍ଲା, ବା ବୌଦ୍ଧ ସହର ବା ଗୌତମ ବୁଦ୍ଧଙ୍କୁ ବୁଝାଇପାରେ । ଯେହେତୁ କେବଳ ଗୋଟିଏ ଉଇକିପିଡ଼ିଆ ପୃଷ୍ଠାର ନାମ "ବୌଦ୍ଧ" ରହିପାରିବ, ଭିନ୍ନତା ଆଣିବା ନିମିତ୍ତ ପୃଷ୍ଠାଗୁଡ଼ିକ ନାମରେ [[ବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)]], [[ବୌଦ୍ଧଗଡ଼]] ଆଦି ଉପଯୋଗ ହୋଇଥାଏ । |
|||
ହେଲେ କିଛି ଉପାୟ ରହିବା ଦରକାର ଯାହାଦ୍ୱାରା ଭୁଲରେ ଅନ୍ୟଏକ ପୃଷ୍ଠାକୁ ଆସିଯାଇଥିବା ପାଠକଙ୍କୁ ସଠିକ ପୃଷ୍ଠାକୁ ବାଟ କଢ଼େଇନିଆଯାଇପାରିବ, ଏହାକୁ କୁହାଯାଏ ବହୁବିକଳ୍ପ । ଉପରୋକ୍ତ ଉଦାହରଣରେ [[ବୌଦ୍ଧ]] ବହୁବିକଳ୍ପ ପୃଷ୍ଟଦ୍ଵାରା ଏହା ସମ୍ଭବ ହେଇପାରୁଛି । |
|||
ବହୁବିକଳ୍ପରେ ମୁଖ୍ୟତଃ ତିନି ପ୍ରକାରର ଘଟଣା ଘଟିପାରେ । |
|||
* [[ଚିଲିକା (ବହୁବିକଳ୍ପ)]] ପୃଷ୍ଠାଟି ବିଭିନ୍ନ ଉପଯୋଗୀ ଶବ୍ଦ ନିମିତ୍ତ ବ୍ୟବହାର କରାଯାଉଛି । ଏହାର ଶେଷରେ ଏକ {{tl|ବହୁବିକଳ୍ପ}} ଛାଞ୍ଚ ରହୁଛି । |
|||
* [[ଚିଲିକା ହ୍ରଦ]] ପୃଷ୍ଠାଟି ଚିଲିକା ଶବ୍ଦଟିର ଗୋଟିଏ ବ୍ୟବହାର ସମ୍ପର୍କରେ ପ୍ରତିନିଧିତ୍ବ କରୁଛି, ଅନ୍ୟ ଅର୍ଥ ନିମିତ୍ତ ଏହା ପୃଷ୍ଠାର ଲେଖା ଆରମ୍ଭରୁ ଏକ ହ୍ୟାଟ୍ ନୋଟ ଯୋଗେ ଶବ୍ଦଟିର ଅନ୍ୟ ବ୍ୟବହାର ଜାଣିବା ନିମିତ୍ତ ବହୁବିକଳ୍ପ ପୃଷ୍ଠାଟିକୁ ଯିବାକୁ ଦର୍ଶାଉଛି । |
|||
* [[ବାୟୁ (ଦେବତା)]] ମୂଳ ପୃଷ୍ଠାଟିର କେବଳ ଅନ୍ୟ ଗୋଟିଏ ବ୍ୟବହାର ଅଛି, [[ପୃଥିବୀର ବାୟୁମଣ୍ଡଳ|ବାୟୁମଣ୍ଡଳ]] । ଏହାର ଆଧାର ସିଧାସଳଖ ରୂପେ ହ୍ୟାଟ୍ ନୋଟରେ ଲେଖାଯାଇଅଛି, ଏଠି ନିମିତ୍ତ କୌଣସି ବହୁବିକଳ୍ପ ପୃଷ୍ଠା ଅନାବଶ୍ୟକ । |
|||
କ୍ଵଚିତ ସମୟରେ ପାଠକ କୌଣସି ଏକ ବ୍ୟବହୃତ ପୃଷ୍ଠାରେ ନପହଁଚି ସିଧାସଳଖ ବହୁବିକଳ୍ପ ପୃଷ୍ଠାରେ ପହଞ୍ଚି ପାରନ୍ତି । ମୂଳ ପୃଷ୍ଠାଟିକୁ ବଦଳାଇ ଆମେ ଏହା ନିଶ୍ଚିତ କରିପାରିବକି ପାଠକଜଣକ ସର୍ବଦା ତାଙ୍କର ଲକ୍ଷ୍ୟସ୍ଥଳରେ ଆବଶ୍ୟକ କରୁଥିବା ପୃଷ୍ଠାଟିରେ ପହଞ୍ଚିବେ । ଏଭଳି ପରିସ୍ଥିତିରେ ଆପଣ ଦରକାର ମୁତାବକ ଅଦଳବଦଳ କରିପାରନ୍ତି । ଉଇକିପିଡ଼ିଆକୁ ଆହୁରି ଅଧିକ ଉନ୍ନତ କରିବାନିମିତ୍ତ ସମସ୍ତଙ୍କୁ ସ୍ୱାଗତ, ଆପଣ ମଧ୍ୟ । ଏପରିବି ହୋଇପାରେ କି ଆପଣହିଁ ଉଇକିପିଡ଼ିଆ ବ୍ୟବହାର ଅନୁଭୂତିକୁ ଆହୁରି ସରଳ ଏବଂ ସୁନ୍ଦର କରିବେ । |
|||
== See also == |
|||
* [[Help: Contents]] |
|||
* [[Wikipedia: Template messages for disambiguation and redirection]] |
|||
<inputbox> |
|||
type=search |
|||
width=30 |
|||
namespaces=Help** |
|||
searchbuttonlabel=Search help pages |
|||
break=no |
|||
</inputbox> |
|||
[[Category:Reader help]] |
|||
[[Category:Wikipedia article title help]] |
୦୦:୩୬, ୧୫ ଫେବୃଆରୀ ୨୦୨୧ ହୋଇଥିବା ରିଭିଜନ
Readers' FAQ |
---|
Disambiguation ବା ବହୁବିକଳ୍ପ ପୃଷ୍ଠାଗୁଡିକ ଉଇକିପିଡ଼ିଆରେ ଗୋଟିଏ ଶବ୍ଦର ନାନାଦି ଅର୍ଥଥିବା ପୃଷ୍ଠାଗୁଡ଼ିକୁ ଅଲଗା ଦେଖାଇବା ନିମିତ୍ତ ଉପଯୋଗ କରାଯାଇଥାଏ । ଅନ୍ୟେକ ଅର୍ଥରେ କହିବାକୁ ଗଲେ ବହୁବିକଳ୍ପ ପୃଷ୍ଠାଗୁଡ଼ିକ ସମାନ ନାମ ଥିବା ଭିନ୍ନ ଭିନ୍ନ ପୃଷ୍ଠାଗୁଡ଼ିକୁ ବାଟ ଦେଖାଇଥାନ୍ତି ।
ଉଦାହରଣ ସ୍ୱରୂପ ଶବ୍ଦ ବୌଦ୍ଧ ଭିନ୍ନ ଭିନ୍ନ ଅର୍ଥ ବୁଝାଇପାରେ ଯେପରିକି ଏକ ଧର୍ମ ବା ଓଡ଼ିଶାର ଏକ ଜିଲ୍ଲା, ବା ବୌଦ୍ଧ ସହର ବା ଗୌତମ ବୁଦ୍ଧଙ୍କୁ ବୁଝାଇପାରେ । ଯେହେତୁ କେବଳ ଗୋଟିଏ ଉଇକିପିଡ଼ିଆ ପୃଷ୍ଠାର ନାମ "ବୌଦ୍ଧ" ରହିପାରିବ, ଭିନ୍ନତା ଆଣିବା ନିମିତ୍ତ ପୃଷ୍ଠାଗୁଡ଼ିକ ନାମରେ ବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ), ବୌଦ୍ଧଗଡ଼ ଆଦି ଉପଯୋଗ ହୋଇଥାଏ ।
ହେଲେ କିଛି ଉପାୟ ରହିବା ଦରକାର ଯାହାଦ୍ୱାରା ଭୁଲରେ ଅନ୍ୟଏକ ପୃଷ୍ଠାକୁ ଆସିଯାଇଥିବା ପାଠକଙ୍କୁ ସଠିକ ପୃଷ୍ଠାକୁ ବାଟ କଢ଼େଇନିଆଯାଇପାରିବ, ଏହାକୁ କୁହାଯାଏ ବହୁବିକଳ୍ପ । ଉପରୋକ୍ତ ଉଦାହରଣରେ ବୌଦ୍ଧ ବହୁବିକଳ୍ପ ପୃଷ୍ଟଦ୍ଵାରା ଏହା ସମ୍ଭବ ହେଇପାରୁଛି ।
ବହୁବିକଳ୍ପରେ ମୁଖ୍ୟତଃ ତିନି ପ୍ରକାରର ଘଟଣା ଘଟିପାରେ ।
- ଚିଲିକା (ବହୁବିକଳ୍ପ) ପୃଷ୍ଠାଟି ବିଭିନ୍ନ ଉପଯୋଗୀ ଶବ୍ଦ ନିମିତ୍ତ ବ୍ୟବହାର କରାଯାଉଛି । ଏହାର ଶେଷରେ ଏକ {{ବହୁବିକଳ୍ପ}} ଛାଞ୍ଚ ରହୁଛି ।
- ଚିଲିକା ହ୍ରଦ ପୃଷ୍ଠାଟି ଚିଲିକା ଶବ୍ଦଟିର ଗୋଟିଏ ବ୍ୟବହାର ସମ୍ପର୍କରେ ପ୍ରତିନିଧିତ୍ବ କରୁଛି, ଅନ୍ୟ ଅର୍ଥ ନିମିତ୍ତ ଏହା ପୃଷ୍ଠାର ଲେଖା ଆରମ୍ଭରୁ ଏକ ହ୍ୟାଟ୍ ନୋଟ ଯୋଗେ ଶବ୍ଦଟିର ଅନ୍ୟ ବ୍ୟବହାର ଜାଣିବା ନିମିତ୍ତ ବହୁବିକଳ୍ପ ପୃଷ୍ଠାଟିକୁ ଯିବାକୁ ଦର୍ଶାଉଛି ।
- ବାୟୁ (ଦେବତା) ମୂଳ ପୃଷ୍ଠାଟିର କେବଳ ଅନ୍ୟ ଗୋଟିଏ ବ୍ୟବହାର ଅଛି, ବାୟୁମଣ୍ଡଳ । ଏହାର ଆଧାର ସିଧାସଳଖ ରୂପେ ହ୍ୟାଟ୍ ନୋଟରେ ଲେଖାଯାଇଅଛି, ଏଠି ନିମିତ୍ତ କୌଣସି ବହୁବିକଳ୍ପ ପୃଷ୍ଠା ଅନାବଶ୍ୟକ ।
କ୍ଵଚିତ ସମୟରେ ପାଠକ କୌଣସି ଏକ ବ୍ୟବହୃତ ପୃଷ୍ଠାରେ ନପହଁଚି ସିଧାସଳଖ ବହୁବିକଳ୍ପ ପୃଷ୍ଠାରେ ପହଞ୍ଚି ପାରନ୍ତି । ମୂଳ ପୃଷ୍ଠାଟିକୁ ବଦଳାଇ ଆମେ ଏହା ନିଶ୍ଚିତ କରିପାରିବକି ପାଠକଜଣକ ସର୍ବଦା ତାଙ୍କର ଲକ୍ଷ୍ୟସ୍ଥଳରେ ଆବଶ୍ୟକ କରୁଥିବା ପୃଷ୍ଠାଟିରେ ପହଞ୍ଚିବେ । ଏଭଳି ପରିସ୍ଥିତିରେ ଆପଣ ଦରକାର ମୁତାବକ ଅଦଳବଦଳ କରିପାରନ୍ତି । ଉଇକିପିଡ଼ିଆକୁ ଆହୁରି ଅଧିକ ଉନ୍ନତ କରିବାନିମିତ୍ତ ସମସ୍ତଙ୍କୁ ସ୍ୱାଗତ, ଆପଣ ମଧ୍ୟ । ଏପରିବି ହୋଇପାରେ କି ଆପଣହିଁ ଉଇକିପିଡ଼ିଆ ବ୍ୟବହାର ଅନୁଭୂତିକୁ ଆହୁରି ସରଳ ଏବଂ ସୁନ୍ଦର କରିବେ ।