ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ
ଦେଖଣା
(ଉଇକିପିଡ଼ିଆ:Teahouseରୁ ଲେଉଟି ଆସିଛି)
ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।
|
ଓଡ଼ିଆରେ ଟାଇପ କିପରି କରିବେ?
- ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ ଆଇକନ ଆସିବ
- ସେଥିରୁ ଓଡ଼ିଆ ବାଛନ୍ତୁ
- ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
- ଏବେ ଟାଇପ କଲେ ଓଡ଼ିଆ ଆସିବ
- କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା
ଏହି ଲିଙ୍କ
ରୁ ଦେଖନ୍ତୁ
କିପରି ଉଇକିପିଡ଼ିଆରେ ଲେଖିବେ?'
କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?
କଣ ଲେଖିବେ ନାହିଁ |
କଣ ଲେଖିବେ |
ଉପାଧୀବାଚକ
|
ଜଣାଶୁଣା ନାମ
|
ବିଶେଷଣ
|
ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ । |
ଲିଖନ ବିଷୟ
|
|
ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?
- ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
- ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
- ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର
- ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼ Cite ଉପରେ କ୍ଲିକ କରନ୍ତୁ
- ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
- ବଟନରେ କ୍ଲିକ କରି ଆଧାରଟି ସାଇତିବେ
- ଗୁଗୁଲ ବୁକ୍ସରୁ ଆଧାର ଖୋଜା
- Google Booksରେ ଥିବା ଜଣାଶୁଣା ବହିର ଆଧାର ଦେଇପାରିବେ । http://books.google.comରେ ସମ୍ପାଦନା କରୁଥିବା ପ୍ରସଙ୍ଗର ନାମ ଇଂରାଜୀରେ ଟାଇପ କରନ୍ତୁ । ଯଥା: ପରି ବେୱାଙ୍କ ବାବଦରେ ଖୋଜିବାକୁ "Pari Bewa" (ଉଦାହରଣ ଦେଖନ୍ତୁ) । ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଶବ୍ଦର ଆଗରୁ ଓ ପଛରେ ଡବଲ-କଲୋନ (") ଚିହ୍ନ (
Pari Bewa
ବଦଳରେ"Pari Bewa"
) ଦେଇ ଖୋଜିଲେ ବେଶୀ ନିର୍ଦ୍ଦିଷ୍ଟ ବହି ମିଳେ । - ସବା ଉପର ଲିଙ୍କରେ ବହିର ନାମ ସହ କିଛି ବାକ୍ୟରେ ତଥ୍ୟ ଦିଶେ । ଠିକ ଲାଗିଲେ ସେ ଲିଙ୍କ ଉପରେ କ୍ଲିକ କରି ଖୋଲି URL (ଦେଖିବାକୁ ଏମିତି: https://books.google.co.in/books...) କପିକରନ୍ତୁ ।
- ପୁଣି https://citer.toolforge.org ସାଇଟ ଖୋଲି ଉପର ଘରେ କପି କରିଥିବା URL ପେଷ୍ଟକରନ୍ତୁ ।
- ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।
ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା
ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?
Iram
ନ ଖୋଜି "Iram"
ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iran
ଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa
ଲେଖିବାରୁ pari
ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa"
ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. https://citer.toolforge.org ସାଇଟର ଉପର ଘରେ କପି କରିଥିବା URL ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।
ଆଗକୁ କଣ କରିବେ, କଣ ଲେଖିବେ?
|
କିଛି ଦରକାରୀ ସାଧନ