"ହାଡ଼ୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ ଅଧିକ ତଥ୍ୟ ଯୋଡ଼ାଗଲା
୧୯ କ ଧାଡ଼ି: ୧୯ କ ଧାଡ଼ି:
}}
}}


'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' ।
'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' । ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି

== ଅଭିନୟ ଜୀବନ ==

=== ଅଭିନୀତ କଥାଚିତ୍ର ===

=== ଅଭିନୀତ ଧାରାବାହିକ ===


== ଆଧାର ==
== ଆଧାର ==

୨୩:୧୩, ୨୧ ସେପ୍ଟେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ହାଡ଼ୁ
୨୦୧୪ ମସିହାର ଏକ ମଞ୍ଚ ନାଟକରେ ହାଡ଼ୁ
ଜନ୍ମ
ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୫ - ଏବେଯାଏଁ

ହାଡ଼ୁ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ । ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ କଥାଚିତ୍ର

ଅଭିନୀତ ଧାରାବାହିକ

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ହାଡ଼ୁ