ପେଣ୍ଟାଜୋସିନ
Clinical data | |||
---|---|---|---|
Trade names | Talwin, others | ||
Synonyms | Pentazocine hydrochloride, pentazocine lactate | ||
AHFS/Drugs.com | monograph | ||
Pregnancy category | |||
Routes of administration | By mouth, IV, IM | ||
Legal status | |||
Legal status |
| ||
Pharmacokinetic data | |||
Bioavailability | ~20% by mouth | ||
Metabolism | Liver | ||
Onset of action | By mouth: 15 min[୧] | ||
Elimination half-life | 2 to 3 hours | ||
Duration of action | At least 3 hrs[୨] | ||
Excretion | Kidney | ||
Identifiers | |||
ECHA InfoCard | 100.006.032 | ||
Chemical and physical data | |||
Formula | C19H27NO | ||
Molar mass | ୨୮୫.୪୩ g·mol−1 | ||
3D model (JSmol) | |||
| |||
| |||
(verify) |
ପେଣ୍ଟାଜୋସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟାଲୱିନ, ହେଉଛି ଏକ ଓପିଅଏଡ (ଅଫିମ ଭଳି ପଦାର୍ଥ) ଔଷଧ ଯାହା ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୋଇପାରେ ।[୨] ପାଟିରେ ନିଆଯାଥିବା ଔଷଧର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୁଏ ଏବଂ ୩ ଘଣ୍ଟାରୁ ଅଧିକ ସମୟ ରହିଥାଏ ।[୨] ଏହା ସାଧାରଣତଃ କମ ପସନ୍ଦ କରାଯାଉଥିବା ଔଷଧ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ସୁଖାଭାସ, ନିଦ୍ରାଳୁ ଭାବ ଏବଂ ବାନ୍ତି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ଅପବ୍ୟବହାର, ଅଣଯଥେଷ୍ଟ ଶ୍ୱାସକ୍ରିୟା, ସେରୋଟୋନିନ୍
ସିଣ୍ଡ୍ରୋମ ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ।[୨] ଓପିଓଏଡ ନିର୍ଭରଶୀଳ ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ କାରଣ ଏହାଦ୍ୱାରା ଓପିଏଡ୍ ପ୍ରତ୍ୟାହାର ଆରମ୍ଭ ହୋଇପାରେ ।[୩] ଏହା ଓପିଓଏଡ୍ ରିସେପ୍ଟରର ଏକ ଆଂଶିକ ଆଗୋନିଷ୍ଟ ।[୨]
୧୯୬୦ ମସିହାରେ ପେଣ୍ଟାଜୋସିନ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୬୪ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ବଟିକା ପିଛା ୫୦ ମିଗ୍ରା ଥିବା ୧୨୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୦ ଡଲାର୍ ଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨ ପାଉଣ୍ଡ ।[୩] ଅପବ୍ୟବହାର ହ୍ରାସ କରିବାକୁ ଚେଷ୍ଟା କରିବା ପାଇଁ ନାଲକ୍ସୋନ ସହିତ ମିଳିତ କରି ଦିଆଯାଏ ।[୨]
ଆଧାର
[ସମ୍ପାଦନା]- ↑ Stitzel RE (2004). Modern pharmacology with clinical applications (6th ed.). Philadelphia: Lippincott Williams & Wilkins. p. 325. ISBN 9780781737623. Archived from the original on 2021-10-21. Retrieved 2021-10-04.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pentazocine Monograph for Professionals". Drugs.com (in ଇଂରାଜୀ). Archived from the original on 23 February 2021. Retrieved 27 October 2021.
- ↑ ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 489. ISBN 978-0857114105.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 527. ISBN 9783527607495. Archived from the original on 2021-08-29. Retrieved 2021-10-04.
- ↑ "Pentazocine / Naloxone Prices, Coupons & Savings Tips - GoodRx". GoodRx. Archived from the original on 14 June 2016. Retrieved 27 October 2021.