ପେଣ୍ଟାଜୋସିନ

ଉଇକିପିଡ଼ିଆ‌ରୁ
ପେଣ୍ଟାଜୋସିନ
Clinical data
Trade namesTalwin, others
SynonymsPentazocine hydrochloride, pentazocine lactate
AHFS/Drugs.commonograph
Pregnancy
category
  • AU: C
  • US: N (Not classified yet)
Routes of
administration
By mouth, IV, IM
Legal status
Legal status
Pharmacokinetic data
Bioavailability~20% by mouth
MetabolismLiver
Onset of actionBy mouth: 15 min[୧]
Elimination half-life2 to 3 hours
Duration of actionAt least 3 hrs[୨]
ExcretionKidney
Identifiers
ECHA InfoCard100.006.032 Edit this at Wikidata
Chemical and physical data
FormulaC19H27NO
Molar mass୨୮୫.୪୩ g·mol−1
3D model (JSmol)
  • Oc1ccc3c(c1)[C@]2([C@H]([C@H](N(CC2)C\C=C(/C)C)C3)C)C
  • InChI=1S/C19H27NO/c1-13(2)7-9-20-10-8-19(4)14(3)18(20)11-15-5-6-16(21)12-17(15)19/h5-7,12,14,18,21H,8-11H2,1-4H3/t14-,18+,19+/m0/s1 checkY
  • Key:VOKSWYLNZZRQPF-GDIGMMSISA-N checkY
  (verify)

ପେଣ୍ଟାଜୋସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟାଲୱିନ, ହେଉଛି ଏକ ଓପିଅଏଡ (ଅଫିମ ଭଳି ପଦାର୍ଥ) ଔଷଧ ଯାହା ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୋଇପାରେ ।[୨] ପାଟିରେ ନିଆଯା‌ଥିବା ଔଷଧର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୁଏ ଏବଂ ୩ ଘଣ୍ଟାରୁ ଅଧିକ ସମୟ ରହିଥାଏ ।[୨] ଏହା ସାଧାରଣତଃ କମ ପସନ୍ଦ କରାଯାଉଥିବା ଔଷଧ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ସୁଖାଭାସ, ନିଦ୍ରାଳୁ ଭାବ ଏବଂ ବାନ୍ତି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ଅପବ୍ୟବହାର, ଅଣ‌ଯଥେଷ୍ଟ ଶ୍ୱାସକ୍ରିୟା, ସେରୋଟୋନିନ୍

ସିଣ୍ଡ୍ରୋମ ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ।[୨] ଓପିଓଏଡ ନିର୍ଭରଶୀଳ ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ କାରଣ ଏହାଦ୍ୱାରା ଓପିଏଡ୍ ପ୍ରତ୍ୟାହାର ଆରମ୍ଭ ହୋଇପାରେ ।[୩] ଏହା ଓପିଓଏଡ୍ ରିସେପ୍ଟରର ଏକ ଆଂଶିକ ଆଗୋନିଷ୍ଟ ।[୨]

୧୯୬୦ ମସିହାରେ ପେଣ୍ଟାଜୋସିନ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୬୪ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ବଟିକା ପିଛା ୫୦ ମିଗ୍ରା ଥିବା ୧୨୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୦ ଡଲାର୍ ଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨ ପାଉଣ୍ଡ ।[୩] ଅପବ୍ୟବହାର ହ୍ରାସ କରିବାକୁ ଚେଷ୍ଟା କରିବା ପାଇଁ ନାଲକ୍ସୋନ ସହିତ ମିଳିତ କରି ଦିଆଯାଏ ।[୨]

ଆଧାର[ସମ୍ପାଦନା]

  1. Stitzel RE (2004). Modern pharmacology with clinical applications (6th ed.). Philadelphia: Lippincott Williams & Wilkins. p. 325. ISBN 9780781737623. Archived from the original on 2021-10-21. Retrieved 2021-10-04.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pentazocine Monograph for Professionals". Drugs.com (in ଇଂରାଜୀ). Archived from the original on 23 February 2021. Retrieved 27 October 2021.
  3. ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 489. ISBN 978-0857114105.
  4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 527. ISBN 9783527607495. Archived from the original on 2021-08-29. Retrieved 2021-10-04.
  5. "Pentazocine / Naloxone Prices, Coupons & Savings Tips - GoodRx". GoodRx. Archived from the original on 14 June 2016. Retrieved 27 October 2021.