ନିମାଇ ଚନ୍ଦ୍ର ସର୍କାର
ଦେଖଣା
ନିମାଇ ଚନ୍ଦ୍ର ସର୍କାର | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ଅରବିନ୍ଦ ଢାଲି |
ପର ଅଧିକାରୀ | ମୁକୁନ୍ଦ ସୋଡ଼ୀ |
ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ସେପ୍ଟେମ୍ବର ୧୯୫୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଉଷାରାଣୀ ହାଲ୍ଦାର |
ସନ୍ତାନ | ୩ |
ବାପା/ବୋଉ | କୃଷ୍ଣପଦ ସରକାର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନିମାଇ ଚନ୍ଦ୍ର ସର୍କାର (ଜନ୍ମ: ୪ ସେପ୍ଟେମ୍ବର ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନିମାଇ ଚନ୍ଦ୍ର ସର୍କାର ୧୯୫୯ ମସିହାରେ ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣପଦ ସରକାର ଓ ପତ୍ନୀଙ୍କ ନାମ ଉଷାରାଣୀ ହାଲ୍ଦାର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନିମାଇ ଚନ୍ଦ୍ର ସର୍କାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Nimai Chandra Sarkar". odishaassembly.nic.in. Odisha Assembly. Retrieved 18 April 2022.