ନିମାଇ ଚନ୍ଦ୍ର ସର୍କାର

ଉଇକିପିଡ଼ିଆ‌ରୁ
ନିମାଇ ଚନ୍ଦ୍ର ସର୍କାର
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଅରବିନ୍ଦ ଢାଲି
ପର ଅଧିକାରୀମୁକୁନ୍ଦ ସୋଡ଼ୀ
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-09-04) ୪ ସେପ୍ଟେମ୍ବର ୧୯୫୯ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଉଷାରାଣୀ ହାଲ୍‌ଦାର
ସନ୍ତାନ
ବାପା/ବୋଉକୃଷ୍ଣପଦ ସରକାର (ବାପା)
ବୃତ୍ତିରାଜନୀତିଜ୍ଞ

ନିମାଇ ଚନ୍ଦ୍ର ସର୍କାର (ଜନ୍ମ: ୪ ସେପ୍ଟେମ୍ବର ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନିମାଇ ଚନ୍ଦ୍ର ସର୍କାର ୧୯୫୯ ମସିହାରେ ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣପଦ ସରକାର ଓ ପତ୍ନୀଙ୍କ ନାମ ଉଷାରାଣୀ ହାଲ୍‌ଦାର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନିମାଇ ଚନ୍ଦ୍ର ସର୍କାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Nimai Chandra Sarkar". odishaassembly.nic.in. Odisha Assembly. Retrieved 18 April 2022.