ଟୁଲାରେମିଆ
ଟୁଲାରେମିଆ (Tularemia) | |
---|---|
Tularaemia, Pahvant Valley plague,[୧] rabbit fever,[୧] deer fly fever, Ohara's fever[୨] | |
ବିଭାଗ | ସଂକ୍ରାମକ ରୋଗ(Infectious disease) |
ଲକ୍ଷଣ | ଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes)[୩] |
କାରଣ | (Francisella tularensis) (spread by (tick), (deer flies), contact with infected animals)[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture)[୫] |
ପ୍ରତିକାର | କୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ, not disturbing dead animals[୬] |
ଔଷଧ | ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍ସିସାଇକ୍ଲିନ, ସିପ୍ରୋଫ୍ଲୋକ୍ସାସିନ୍[୫] |
Prognosis | ଚିକିତ୍ସାର ଉତ୍ତମ ଫଳ[୪] |
ପୁନଃପୌନିକ | ବର୍ଷକୁ ୨୦୦ ରୋଗୀ (US)[୭] |
ଟୁଲାରେମିଆ (ଇଂରାଜୀ ଭାଷାରେ Tularemia, ଅନ୍ୟ ନାମ ରାବିଟ ଫିଭର) ଏକ ସଂକ୍ରାମକ ରୋଗ (Infectious disease) ଯାହା ଫ୍ରାନ୍ସିସେଲା ଟୁଲାରେନସିସ (Francisella tularensis) ନାମକ ଜୀବାଣୁଦ୍ୱାରା (bacterium ) ହୁଏ ।[୪] ଏହି ରୋଗରେ ଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes) ଇତ୍ୟାଦି ଲକ୍ଷଣମାନ ଦେଖାଯାଆନ୍ତି ।[୩] କ୍ୱଚିତ ଏହାଦ୍ୱାରା ନିମୋନିଆ ବା ଗଳା ସଂକ୍ରମଣ ହୋଇପାରେ । [୩]
ଏହି ରୋଗର ଜୀବାଣୁ ଟିକ (tick) ବା ଡିଅର ଫ୍ଲାଇଦ୍ୱାରା (deer flies) ବା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।[୪] ପ୍ରଦୂଷିତ ଜଳ ବା ଧୂଳିଦ୍ୱାରା ମଧ୍ୟ ବ୍ୟାପିଥାଏ । [୪] ମଣିଷଠାରୁ ମଣିଷକୁ ବ୍ୟାପେନାହିଁ ।[୮] ରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture) କରି ରୋଗ ନିର୍ଣ୍ଣୟ କରାଯାଏ ।[୫][୯]
କୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[୬] ସ୍ଟ୍ରେପ୍ଟୋମାଇସିନ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ । [୯] ଏହା ବ୍ୟତୀତ ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍ସିସାଇକ୍ଲିନ, ସିପ୍ରୋଫ୍ଲୋକ୍ସାସିନ୍ ଓଷଧ ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ ।[୫]
ସନ ୧୯୭୦ରୁ ୨୦୧୫ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ ରୋଗୀ ଚିହ୍ନଟ ହୋଇଥିଲେ ।[୭] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରମଣର ଶିକାର ହୋଇଥିଲେ ।[୭] ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଅଧିକ ରୋଗ ହେବା ଦେଖାଯାଏ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରୀଷ୍ମ ଦିନେ ରୋଗ ଅଧିକ ହୁଏ ।[୭] ଟୁଲାରେ କାଉଣ୍ଟି, କାଲିଫର୍ନିଆରେ ଏହି ରୋଗ ସନ ୧୯୧୧ରେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ଟୁଲାରେମିଆ ରଖାଯାଇଛି ।[୧୦] ଠେକୁଆ ଭଳି ଅନେକ ପଶୁମାନଙ୍କୁ ମଧ୍ୟ ଏ ରୋଗ ହୋଇପାରେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
- ↑ James, William D.; Berger, Timothy G. (2006). Andrews' Diseases of the Skin: clinical Dermatology. Saunders Elsevier. p. 286. ISBN 0-7216-2921-0.
- ↑ ୩.୦ ୩.୧ ୩.୨ "Signs and Symptoms Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Tularemia". CDC (in ଆମେରିକୀୟ ଇଂରାଜୀ). October 2015.
- ↑ ୫.୦ ୫.୧ ୫.୨ ୫.୩ "Diagnosis and Treatment Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
- ↑ ୬.୦ ୬.୧ "Prevention Tularemia". www.cdc.gov (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
- ↑ ୭.୦ ୭.୧ ୭.୨ ୭.୩ ୭.୪ "Statistics Tularemia". CDC (in ଆମେରିକୀୟ ଇଂରାଜୀ). November 2016. Retrieved 8 November 2017.
- ↑ "Transmission Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
- ↑ ୯.୦ ୯.୧ "Clinicians Tularemia". www.cdc.gov (in ଆମେରିକୀୟ ଇଂରାଜୀ). September 2016. Retrieved 8 November 2017.
- ↑ Hagan, William Arthur; Bruner, Dorsey William; Timoney, John Francis (1988). Hagan and Bruner's Microbiology and Infectious Diseases of Domestic Animals: With Reference to Etiology, Epizootiology, Pathogenesis, Immunity, Diagnosis, and Antimicrobial Susceptibility (in ଇଂରାଜୀ). Cornell University Press. p. 132. ISBN 0801418968.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- ଟୁଲାରେମିଆ at Curlie