ଟାଇମୋଲୋଲ

ଉଇକିପିଡ଼ିଆ‌ରୁ
ଟାଇମୋଲୋଲ
Clinical data
Trade namesBetimol, others[୧]
AHFS/Drugs.commonograph
MedlinePlusa602022
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, topical (eye drop)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability60%
MetabolismLiver (80%)
Elimination half-life2.5–5 hours
ExcretionKidney
Identifiers
  • (S)-1-(tert-Butylamino)-3-[(4-morpholin-4-yl-1,2,5-thiadiazol-3-yl)oxy]propan-2-ol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.043.651 Edit this at Wikidata
Chemical and physical data
FormulaC13H24N4O3S
Molar mass316.421 g/mol
3D model (JSmol)
  • O[C@H](COc1nsnc1N2CCOCC2)CNC(C)(C)C
  • InChI=1S/C13H24N4O3S/c1-13(2,3)14-8-10(18)9-20-12-11(15-21-16-12)17-4-6-19-7-5-17/h10,14,18H,4-9H2,1-3H3/t10-/m0/s1 checkY
  • Key:BLJRIMJGRPQVNF-JTQLQIEISA-N checkY
  (verify)

ଟାଇମୋଲୋଲ (ଇଂରାଜୀ ଭାଷାରେ Timolol) ଏକ ଔଷଧ ଯାହା ପାଟିରେ ଦିଆଯାଏ ବା ଆଖି ଡ୍ରପ (eye drops) ଭାବରେ ଦିଆଯାଏ ।[୨][୩] ଆଖି ଭିତର ଚାପ (pressure inside the eye) ବଢ଼ୁଥିବା ରୋଗ ଯେପରିକି ଓକୁଲାର ହାଇପରଟେନସନ (ocular hypertension) ଓ ଗ୍ଲକୋମା ଭଳି ରୋଗମାନଙ୍କରେ ଦିଆଯାଏ ।[୨] ଉଚ୍ଚ ରକ୍ତଚାପଆଞ୍ଜାଇନା (chest pain due to insufficient blood flow to the heart) ରୋଗ ଚିକିତ୍ସାରେ, ହୃଦ୍‌ଘାତର ଜଟିଳତା ଓ ଅଧକପାଳିର ପ୍ରତିରୋଧ ନିମନ୍ତେ ଏହା ପାଟିରେ ଦିଆଯାଏ ।[୩]

ଟାଇମୋଲୋଲ ଡ୍ରପର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରେ ଜଳାପୋଡ଼ା ହୋଇପାରେ ।[୨] ପାଟିରେ ଦିଆଯାଇଥିବା ଔଷଧ ଯୋଗୁ ଥକ୍କା ଅନୁଭବ, ଧୀର ହୃଦ୍ ଗତି (slow heart beat), ଗଲୁ ଓ ଅଣନିଶ୍ୱାସୀ (shortness of breath) ଆଦି ହୋଇପାରେ ।[୩] ମଧୁମେହ ରୋଗରେ କମ୍ ରକ୍ତ ଶର୍କରାର ଲକ୍ଷଣ ଘୋଡ଼େଇ ଦିଏ । ଆଜ୍‌ମା, ହୃଦ୍‌ଘାତସିଓପିଡି ରୋଗ ଥିବା ଲୋକଙ୍କୁ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୨] ଗର୍ଭସ୍ଥ ଶିଶୁ ପ୍ରତି ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୪] ଏହା ବିଟା ବ୍ଲକର (non-selective Beta blocker) ଶ୍ରେଣୀର ଏକ ଔଷଧ । [୨]

ସନ ୧୯୬୮ରେ ଟାଇମୋଲୋଲ ପେଟେଣ୍ଟ ହେବାପରେ ସନ ୧୯୭୮ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫ମି:ଲି: ବୋତଲର ହୋଲସେଲ କ୍ରୟ ମୂଲ୍ୟ ପ୍ରାୟ ୦.୮୬ରୁ ୨.୨୯ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୫ରୁ ୫୦ ଆମେରିକୀୟ ଡଲାର ।[୮]

ଆଧାର[ସମ୍ପାଦନା]

  1. "Timolol - Drugs.com". www.drugs.com. Retrieved 28 December 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Timolol eent". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ ୩.୨ "Timolol Maleate". The American Society of Health-System Pharmacists. Retrieved 8 December 2016.
  4. "Timolol ophthalmic Use During Pregnancy | Drugs.com". www.drugs.com. Retrieved 28 December 2016.
  5. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 460. ISBN 9783527607495.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Timolol Maleate". International Drug Price Indicator Guide. Retrieved 8 December 2016.[permanent dead link]
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 411. ISBN 9781284057560.