ଗଦାଧର ମିଶ୍ର (ରାଜନେତା)
ଦେଖଣା
ଗଦାଧର ମିଶ୍ର | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ବ୍ରଜ କିଶୋର ତ୍ରିପାଠୀ |
ପର ଅଧିକାରୀ | ବ୍ରଜ କିଶୋର ତ୍ରିପାଠୀ |
ନିର୍ବାଚନ ମଣ୍ଡଳୀ | ପୁରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଜାନୁଆରୀ ୧୯୪୧ |
ମୃତ୍ୟୁ | ୨୯ ଜାନୁଆରୀ ୨୦୦୧ | (ବୟସ ୬୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ଇ) |
ଜୀବନ ସାଥୀ | ସୁଷମା ମିଶ୍ର |
ବାପା/ବୋଉ | ବ୍ରଜବନ୍ଧୁ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗଦାଧର ମିଶ୍ର (୨୧ ଜାନୁଆରୀ ୧୯୪୧ - ୨୯ ଜାନୁଆରୀ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗଦାଧର ମିଶ୍ର ୧୯୪୧ ମସିହାର ଜାନୁଆରୀ ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜବନ୍ଧୁ ମିଶ୍ର ଓ ପତ୍ନୀଙ୍କ ନାମ ସୁଷମା ମିଶ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗଦାଧର ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଗଦାଧର ୨୦୧୦ ମସିହାର ଜାନୁଆରୀ ୨୯ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Gadadhar Mishra". odishaassembly.nic.in. Odisha Assembly. Retrieved 8 March 2021.