Jump to content

ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଗଙ୍ଗ ଶିଉଳି
ନିର୍ଦ୍ଦେଶକଶ୍ରୀନିବାସ
ପ୍ରଯୋଜକକମଳ ଲୋଚନ ସାହୁ (ଜ୍ୟୋସ୍ନା ଆର୍ଟସ)
ସଂଳାପଶ୍ରୀନିବାସ[]
ଚିତ୍ରନାଟ୍ୟଶ୍ରୀନିବାସ
କାହାଣୀଶ୍ରୀନିବାସ
କଳାକାରମୁନ୍ନା ଖାଁ, ଶୀଲା, ଦେବୁ ବୋଷ, ଅଶ୍ରୁମୋଚନ, ମୀନକେତନ
ସଙ୍ଗୀତବାସୁଦେବ ରଥ
କଥାଚିତ୍ରର ସମୟ
୧୬ ଜୁଲାଇ ୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ଗଙ୍ଗ ଶିଉଳି ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କମଳ ଲୋଚନା ସାହୁ, ଯାହାକି ଜ୍ୟୋତ୍ସା ଆର୍ଟସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀନିବାସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମୁନ୍ନା ଖାଁ ଏବଂ ଶୀଲା । ଦେବୁ ବୋଷ, ଅଶ୍ରୁମୋଚନ ମହାନ୍ତି, ମୀନକେତନ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]
  1. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୫୦୪.{{cite book}}: CS1 maint: location (link)

ବାହାର ଆଧାର

[ସମ୍ପାଦନା]