ଏସିଟ୍ରେଟିନ
Clinical data | |
---|---|
Trade names | Soriatane, Neotigason, others |
AHFS/Drugs.com | monograph |
MedlinePlus | a601010 |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 60% |
Protein binding | >99.9% |
Metabolism | Hepatic |
Elimination half-life | 49 hours |
Excretion | Faeces & urine |
Identifiers | |
| |
ECHA InfoCard | 100.054.050 |
Chemical and physical data | |
Formula | C21H26O3 |
Molar mass | ୩୨୬.୪୪ g·mol−1 |
3D model (JSmol) | |
| |
| |
(verify) |
ଏସିଟ୍ରେଟିନ, ବେପାର ନାମ ସୋରିଆଟାନ୍ର, ଏକ ଔଷଧ ଯାହା ସୋରିଆସିସ, ଡିସକଏଡ ଲୁପସ, ଇକଥାୟୋସିସ ଓ ଡାରିଅର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] [୨] ଗୁରୁତର ରୋଗରେ ଏହା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ ଯଦି ଅନ୍ୟ ଚିକିତ୍ସା ଫଳପ୍ରଦ ହୋଇନଥାଏ । [୩] ଏହାକୁ ପାଟିରେ ଦିଆଯାଏ । [୩] ପୂର୍ଣ୍ଣ ଉପକାର ନିମନ୍ତେ ୨ରୁ ୩ ମାସ ଲାଗିପାରେ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଠର ପ୍ରଦାହ, କେଶହାନୀ, ଗଲୁ, ଶୁଖିଲା ଆଖି, ଗଣ୍ଠି ଯନ୍ତ୍ରଣା ଏବଂ ଚମ ପତଳା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା, ଯକୃତ ସମସ୍ୟା, ସହଜ ସୂର୍ଯ୍ୟଦହନ ଏବଂ ବିନାଇନ ଇଣ୍ଟାକ୍ରାନିଆଲ୍ ଉଚ୍ଚ ରକ୍ତଚାପ ହୋଇପାରେ । [୨] ଗର୍ଭଧାରଣ ସମୟରେ ବା ଦୁଇ ବର୍ଷ ପୂର୍ବରୁ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ରେଟିନଏଡ ପରିବାରର ଏକ ଔଷଧ । [୪] ରେଟିନୋଲକୁ ରେଟିନୋଏକ ଏସିଡରେ ପରିଣତ ହେବାକୁ ଏହା ରୋକିବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । [୩]
୧୯୬୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏସିଟ୍ରେଟିନ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ । [୫] ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୯୦ ଡଲାର । [୬] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ ପାଉଣ୍ଡ ହୋଇଥାଏ ।[୨] ଏହି ଔଷଧ ବ୍ୟବହାର କରିଥିବା ବ୍ୟକ୍ତି ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ରକ୍ତ ଦାନ କଲେ ଗ୍ରହିତା ତରଫରୁ ଜନ୍ମ ତୃଟି ହୋଇପାରେ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Acitretin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 July 2021.
- ↑ ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୩.୦ ୩.୧ ୩.୨ ୩.୩ ୩.୪ "Acitretin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 July 2021.
- ↑ ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Acitretin Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 18 July 2021.
- ↑ "Acitretin Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 18 July 2021.