ଉତ୍କଳ କେଶରୀ ପରିଡ଼ା
ଦେଖଣା
ଉତ୍କଳ କେଶରୀ ପରିଡ଼ା | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲା |
ପର ଅଧିକାରୀ | ସିପ୍ରା ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନୁଆରୀ ୨୪, ୧୯୬୧ |
ମୃତ୍ୟୁ | ଅକ୍ଟୋବର ୧୯, ୨୦୨୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଓଡ଼ିଶା ଗଣ ପରିଷଦ |
ଜୀବନ ସାଥୀ | ରଶ୍ନାମୟୀ ପରିଡ଼ା |
ବାପା/ବୋଉ | ଘନଶ୍ୟାମ ପରିଡ଼ା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଉତ୍କଳ କେଶରୀ ପରିଡ଼ା (୨୪ ଜାନୁଆରୀ ୧୯୬୧ - ୧୯ ଅକ୍ଟୋବର ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପରିବାର ଓ ଶିକ୍ଷା
[ସମ୍ପାଦନା]ଉତ୍କଳ କେଶରୀ ପରିଡ଼ା ୧୯୬୧ ମସିହାର ଜାନୁଆରୀ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନଶ୍ୟାମ ପରିଡ଼ା ଏବଂ ପତ୍ନୀଙ୍କ ନାମ ରଶ୍ନାମୟୀ ପରିଡ଼ା ।[୧] ଉତ୍କଳ କେଶରୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଉତ୍କଳ କେଶରୀ ପରିଡ଼ା ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]୨୦୨୪ ମସିହା ଅକ୍ଟୋବର ୧୯ ତାରିଖରେ ଭୁବନେଶ୍ୱରଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Utkal Keshari Parida". odishaassembly.nic.in. Odisha Assembly. Retrieved 28 December 2019.
- ↑ "କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 19 October 2024.