Jump to content

ଉତ୍କଳ କେଶରୀ ପରିଡ଼ା

ଉଇକିପିଡ଼ିଆ‌ରୁ
(Utkal Keshari Paridaରୁ ଲେଉଟି ଆସିଛି)
ଉତ୍କଳ କେଶରୀ ପରିଡ଼ା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବେଦ ପ୍ରକାଶ ଅଗ୍ରୱାଲା
ପର ଅଧିକାରୀସିପ୍ରା ମଲ୍ଲିକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1961-01-24)ଜାନୁଆରୀ ୨୪, ୧୯୬୧
ମୃତ୍ୟୁଅକ୍ଟୋବର ୧୯, ୨୦୨୪(୨୦୨୪-୧୦-୧୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଓଡ଼ିଶା ଗଣ ପରିଷଦ
ଜୀବନ ସାଥୀରଶ୍ନାମୟୀ ପରିଡ଼ା
ବାପା/ବୋଉଘନଶ୍ୟାମ ପରିଡ଼ା (ବାପା)
ବୃତ୍ତିରାଜନୀତିଜ୍ଞ

ଉତ୍କଳ କେଶରୀ ପରିଡ଼ା (୨୪ ଜାନୁଆରୀ ୧୯୬୧ - ୧୯ ଅକ୍ଟୋବର ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ପରିବାର ଓ ଶିକ୍ଷା

[ସମ୍ପାଦନା]

ଉତ୍କଳ କେଶରୀ ପରିଡ଼ା ୧୯୬୧ ମସିହାର ଜାନୁଆରୀ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନଶ୍ୟାମ ପରିଡ଼ା ଏବଂ ପତ୍ନୀଙ୍କ ନାମ ରଶ୍ନାମୟୀ ପରିଡ଼ା ।[] ଉତ୍କଳ କେଶରୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଉତ୍କଳ କେଶରୀ ପରିଡ଼ା ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[]


ମୃତ୍ୟୁ

[ସମ୍ପାଦନା]

୨୦୨୪ ମସିହା ଅକ୍ଟୋବର ୧୯ ତାରିଖରେ ଭୁବନେଶ୍ୱରଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ "Shri Utkal Keshari Parida". odishaassembly.nic.in. Odisha Assembly. Retrieved 28 December 2019.
  2. "କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 19 October 2024.