Jump to content

ଉଇକିଅଭିଧାନ

ଉଇକିପିଡ଼ିଆ‌ରୁ


Wiktionary
Wiktionary logoWiktionary logo
Detail of the Wiktionary main page. All major wiktionaries are listed by number of articles.
Screenshot of wiktionary.org home page
ୟୁ.ଆର.ଏଲhttp://www.wiktionary.org
ସ୍ଳୋଗାନThe Free Dictionary
ବ୍ୟବସାୟିକNo
ସାଇଟର ପ୍ରକାରOnline dictionary
ରେଜେଷ୍ଟ୍ରିକରଣଇଚ୍ଛାଧିନ
ମିଳୁଥିବା ଭାଷାMulti-lingual (over 170)
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେJimmy Wales and the Wikimedia community
ଆରମ୍ଭ କରାଯାଇଥିଲା୧୨ ଡିସେମ୍ବର ୨୦୦୨
ଆଲେକ୍ସା କ୍ରମାଙ୍କnegative increase 614 (April 2014)[]
ଏବେକାର ସ୍ଥିତିସଚଳ

ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[]

ଇତିହାସ

[ସମ୍ପାଦନା]

୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।[]

  1. "Wiktionary.org Site Info". Alexa Internet. Archived from the original on 2017-05-18. Retrieved 2014-04-01.
  2. "Wiktionary:Criteria for inclusion – Wiktionary". En.wiktionary.org. 2012-02-23. Retrieved 2011-02-13.
  3. Wikipedia mailing list archive discussion announcing the opening of the Wiktionary project – Retrieved May 3, 2011

ବାହାର ଲିଙ୍କ

[ସମ୍ପାଦନା]