ଉଇକିଖବର

ଉଇକିପିଡ଼ିଆ‌ରୁ
ଉଇକିଖବର
The current Wikinews logo
The current Wikinews logo
Detail of the Wikinews multilingual portal main page
Screenshot of wikinews.org
ୟୁ.ଆର.ଏଲwikinews.org
ବ୍ୟବସାୟିକନା
ସାଇଟର ପ୍ରକାରଖବର ଉଇକି
ରେଜେଷ୍ଟ୍ରିକରଣଇଚ୍ଛାଧୀନ
ମିଳୁଥିବା ଭାଷାMultilingual
ମାଲିକWikimedia Foundation
ତିଆରି କରିଥିଲେWikimedia community
ଆରମ୍ଭ କରାଯାଇଥିଲାନଭେମ୍ବର 8, 2004; 19 years ago (2004-୧୧-08)
ଆଲେକ୍ସା କ୍ରମାଙ୍କnegative increase 60,339 (July 2017)[୧]

ଉଇକିଖବର ଉଇକିପିଡ଼ିଆ ଫାଉଣ୍ଡେସନର ମୁକ୍ତ ସାମଗ୍ରୀ ସମାଚାର ସ୍ତ୍ରୋତ ଉଇକି ଏବଂ ଏକ ଉଇକିମିଡ଼ିଆ ପ୍ରଯୋଜନାର ସହଯୋଗୀ ପତ୍ରକାରିତା ମାଧ୍ୟମରେ କମକରିଥାଏ । ଉଇକିପିଡ଼ିଆର ସହ-ସଂସ୍ଥାପକ "ଜିମି ୱେଲ୍ସ" ଉଇକିଖବରକୁ ଉଇକିପିଡ଼ିଆରୁ ଅଲଗା କରିଥିଲେ, ଉଇକିଖବରରେ ପ୍ରତ୍ୟେକକାହାଣୀକୁ ଏକ ବିଶ୍ୱକୋଷ ଲେଖାର ଏକ ସମାଚାର କାହାଣୀ ରୂପେ ଲେଖାଯାଇଥାଏ ।[୨] ଉଇକିଖବରରେ ନାଗରିକ ପତ୍ରକାରିତା, ମିଡ଼ିଆ ଏବଂ ଓମି ନ୍ୟୁଜ ପରି ଅନ୍ୟ ପ୍ରୟାସରେ ପତ୍ରକାରିତାକୁ ସ୍ୱୀକାର କରାଯାଏ । [୩] ଉଇକିମିଡ଼ିଆ ଫାଉଣ୍ଡେସନର ଅଧିକାଂଶ ପରିଯୋଜନାର ବିପରୀତ, ଉଇକିଖବରର ମୂଳ ରିପୋର୍ଟ ଏବଂ ସାକ୍ଷାତକାର ରୂପେ ଅନୁମତି ଦେଇଥାଏ । [୪]

ପ୍ରାରମ୍ଭିକ ବର୍ଷ[ସମ୍ପାଦନା]

ବିଟା ସଂସ୍କରଣ ଲୋଗୋ, 13 ଫେବ୍ରୁଆରୀ, 2005 ପର୍ଯ୍ୟନ୍ତ ଉପଯୋଗ କରାଯାଇଛି

ପ୍ରଥମ[୫] ଏକ ଉଇକିମିଡ଼ିଆ ନ୍ୟୁଜ ସାଇଟର ରେକର୍ଡ କରାଯାଇଥିବା ରେକର୍ଡ 2003 ମସିହାରେ ଉଇକିପିଡ଼ିଆ ସମୁଦାୟକୁ ମେଟା-ଉଇକିରେ ଏକ - ଦୁଇ ଲାଇନ ଅନାମ ପୋଷ୍ଟ ଥିଲା ।[୬] ଡେନିୟଲ ଏଲଷ୍ଟନ, ଯିଏ ଉଇକିପିଡ଼ିଆକୁ "ଫୋଞ୍ଜି"ରୂପେ ସମ୍ପାଦିତ କରିଥିଲେ । [୭] ମତ ଦିଆଯାଇଥିଲା କି, ସେ ଏହାକୁ ପୋଷ୍ଟ କରିବେ ବୋଲି ।[୫][୮] ଏହାପରେ ଏହି ପ୍ରସ୍ତାବ ଜର୍ମାନ ଫ୍ରିଲାନ୍ସ ପତ୍ରକାରଙ୍କଦ୍ୱାରା ବିକଶିତ କରାଗଲା । ବହୁ ସମୟ ପର୍ଯ୍ୟନ୍ତ ଉଇକିପିଡ଼ିଆର ଯୋଗଦାନ କର୍ତ୍ତାମାନଙ୍କ ପ୍ରାରମ୍ଭିକ ବିରୋଧ, ସେଥି ମଧ୍ୟରୁ ବହୁ ଉଇକିପିଡ଼ିଆର ସ୍ୱୟଂର ସମାଚାର ସାରାଂଶର ଅସ୍ତିତ୍ୱକୁ ଇଙ୍ଗିତ କରି, ଉଇକିପିଡ଼ିଆ ଫାଉଣ୍ଡେସନର ଏକ ନୂତନ ପରିୟୋଜନା ରୂପେ ଏହାକୁ କିପରି କାର୍ଯ୍ୟାନ୍ୱିତ କରାଯାଇପାରିବ , ଏହାରି ସମ୍ବନ୍ଧରେ ବିସ୍ତାରରେ ଚର୍ଚ୍ଚା ଏବଂ ପ୍ରସ୍ତାବର ମାର୍ଗ ପ୍ରଶସ୍ତ କରିଥାଏ ।

ଆଧାର[ସମ୍ପାଦନା]

  1. "Wikinews.org Site Info". Alexa Internet. Archived from the original on 2018-12-26. Retrieved 2017-07-07.
  2. Joanna Glasner (29 November 2004). "Wikipedia Creators Move Into News". Wired. Retrieved 2007-04-21.
  3. Aaron Weiss (10 February 2005). "The Unassociated Press". The New York Times. Retrieved 2007-04-21.
  4. Wikinews:Original reporting.
  5. ୫.୦ ୫.୧ Erik Möller: The history of Wikinews and my role in it Wikinews.org, accessed July 2, 2010
  6. Archived log entry of the anonymous post on Meta-Wiki.
  7. Archived log entry of the userpage of User:Fonzy on the English Wikipedia, which states his real name.
  8. Log entry of User:Fonzy editing this article on the English Wikipedia.