ଉଇକିଅଭିଧାନ
ଦେଖଣା
ୟୁ.ଆର.ଏଲ | http://www.wiktionary.org |
---|---|
ସ୍ଳୋଗାନ | The Free Dictionary |
ବ୍ୟବସାୟିକ | No |
ସାଇଟର ପ୍ରକାର | Online dictionary |
ରେଜେଷ୍ଟ୍ରିକରଣ | ଇଚ୍ଛାଧିନ |
ମିଳୁଥିବା ଭାଷା | Multi-lingual (over 170) |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | Jimmy Wales and the Wikimedia community |
ଆରମ୍ଭ କରାଯାଇଥିଲା | ୧୨ ଡିସେମ୍ବର ୨୦୦୨ |
ଆଲେକ୍ସା କ୍ରମାଙ୍କ | 614 (April 2014[update])[୧] |
ଏବେକାର ସ୍ଥିତି | ସଚଳ |
ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[୨]
ଇତିହାସ
[ସମ୍ପାଦନା]୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।[୩]
ଆଧାର
[ସମ୍ପାଦନା]- ↑ "Wiktionary.org Site Info". Alexa Internet. Archived from the original on 2017-05-18. Retrieved 2014-04-01.
- ↑ "Wiktionary:Criteria for inclusion – Wiktionary". En.wiktionary.org. 2012-02-23. Retrieved 2011-02-13.
- ↑ Wikipedia mailing list archive discussion announcing the opening of the Wiktionary project – Retrieved May 3, 2011
ବାହାର ଲିଙ୍କ
[ସମ୍ପାଦନା]- List of all Wiktionary editions
- Wiktionary front page
- Wiktionary's Multilingual Statistics
- Wikimedia's page on Wiktionary (including list of all existing Wiktionaries)
- Pages about Wiktionary in Meta.
- Meta:Main Page – OmegaWiki Archived 2021-10-30 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |