Jump to content

ବ୍ୟବହାରକାରୀ:Subas Chandra Rout

ଉଇକିପିଡ଼ିଆ‌ରୁ
Wikipedia:Babel
or
ଏହି ସଭ୍ୟଙ୍କର ମାତୃଭାଷା ଓଡ଼ିଆ


ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
en-2 This user is able to contribute with an intermediate level of English.
hi-1यह सदस्य हिन्दी भाषा का प्रारंभिक ज्ञान रखते हैं।
This user can contribute with a basic level of Hindi.
Search user languages

Hi, Welcome. I am Dr Subas Chandra Rout, an Orthopedician by profession.
My user name is - user:Subas Chandra Rout
Education - MBBS, MS (Orthopedics), D. Ortho and LLB.
I retired in the rank of Joint Director in the Department of Health and Family Welfare of Govt. of Odisha (India), subsequently Asst. Professor, KIMS Medical College.
At present I edit Wikipedia, Wikisource, Wiktionary and Wikimedia Commons.

ସ୍ଵାଗତଂ ମୋର ନାମ- (Doctor) ସୁବାସ ଚନ୍ଦ୍ର ରାଉତ, ଶିକ୍ଷାଗତ ଯୋଗ୍ୟତା- M.S. (Orthopaedics), D. Ortho ଓ LLB.
ବର୍ତ୍ତମାନ ଅବସ୍ଥାନ- ପାଇକ ନଗର, ଭୁବନେଶ୍ୱର, ଓଡ଼ିଶା, ଭାରତ ।
E-Mail - subasmangal@yahoo.co.in
ଅତୀତରେ ଓଡିଶା ସ୍ଵାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଓ କିମ୍‌ସ୍ ମେଡିକାଲ କଲେଜରେ ସହକାରୀ ପ୍ରଫେଶର ପଦବୀରେ କାମ କରି ଅବସର ଗ୍ରହଣ କରିଥିଲି ।
ଅଧୁନା ମୁଁ ମୂଖ୍ୟତଃ ଉଇକିପିଡିଆ, ଉଇକିପାଠାଗାର ଓ କିଛି ପରିମାଣରେ ଉଇକିଅଭିଧାନ ଓ ଉଇକିମିଡିଆ କମନ୍ସ ସମ୍ପାଦନା କରିବାରେ ବ୍ରତୀ ଅଛି ।