ଯତିରାଜ ପ୍ରହରାଜ

ଉଇକିପିଡ଼ିଆ‌ରୁ
(Yatiraj Praharajରୁ ଲେଉଟି ଆସିଛି)
ଯତିରାଜ ପ୍ରହରାଜ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଭି. ସୀତାରାମୟା
ପର ଅଧିକାରୀଲକ୍ଷ୍ମଣ ମହାପାତ୍ର
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-06-16)୧୬ ଜୁନ ୧୯୧୭
ମୃତ୍ୟୁ୨୧ ନଭେମ୍ବର ୧୯୭୯(1979-11-21) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଲଳିତା ପ୍ରହରାଜ
ବାପା/ବୋଉଲକ୍ଷ୍ମୀ ଚରଣ ବିଦ୍ୟାଲୌକର ପ୍ରହରାଜ (ବାପା)
ବୃତ୍ତିରାଜନୀତିଜ୍ଞ

ଯତିରାଜ ପ୍ରହରାଜ (୧୬ ଜୁନ ୧୯୧୭ - ୨୧ ନଭେମ୍ବର ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ଯତିରାଜ ପ୍ରହରାଜ ୧୯୧୭ ମସିହାର ଜୁନ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀ ଚରଣ ବିଦ୍ୟାଲୌକର ପ୍ରହରାଜ ଓ ପତ୍ନୀଙ୍କ ନାମ ଲଳିତା ପ୍ରହରାଜ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯତିରାଜ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଯତିରାଜ ୧୯୭୯ ମସିହାର ନଭେମ୍ବର ୨୧ ତାରିଖରେ ୬୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Yatiraj Praharaj". odishaassembly.nic.in. Odisha Assembly. Retrieved 12 December 2020.