ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍
ଦେଖଣା
(W. V. V. B. Ramalingamରୁ ଲେଉଟି ଆସିଛି)
ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍ | |
---|---|
ଜନ୍ମ | ୧ ନଭେମ୍ବର ୧୮୮୪ |
ମୃତ୍ୟୁ | ୭ ଅପ୍ରେଲ ୧୯୬୨(୭୮ ବର୍ଷ) |
ବୃତ୍ତି(ସମୂହ) | ଗଣିତ ପ୍ରାଧ୍ୟାପକ, ସ୍ୱାଧୀନତା ସଂଗ୍ରାମୀ |
ବୈବାହିକ-ସାଥୀ | ୱୁନା ମହାଲକ୍ଷ୍ମୀ (W Mahalakshmi)(Pillamma) |
ସନ୍ତାନ | ୩ |
ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍ (W. V. V. B. Ramalingam) ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ।[୧][୨][୩][୪][୫][୬][୭]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବ୍ରହ୍ମପୁରସ୍ଥ ଏକ ଜମିଦାରୀ ପରିବାରରେ ତାଙ୍କର ଜନ୍ମ ।
କର୍ମ ଜୀବନ
[ସମ୍ପାଦନା]ଅଧ୍ୟାପନା ତାଙ୍କର ପେଷା ଥିଲେ ବି ସ୍ୱାଧିନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାଗ ନେବା ତାଙ୍କରି ନିଶା ଥିଲା । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରେ ସେ ଲବଣ ସତ୍ୟାଗ୍ରହର ଜଣେ ପ୍ରମୁଖ ନେତା ଥିଲେ ।[୮][୯] ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ ନିର୍ବାହ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Calendar of events". Retrieved 24 December 2017.
- ↑ Bhargava, G.S. "Labour and labour classes". Retrieved 24 December 2017.
- ↑ Shastri, Janaki. "Rajeswari" (PDF). Archived from the original (PDF) on 8 November 2016. Retrieved 24 December 2017.
- ↑ "W. V. V. B. Ramalingam". Retrieved 24 December 2017.
- ↑ Sastry, Janaki. "He let Gandhi into his life". Austin Macauley Publishers. Retrieved 24 December 2017.
- ↑ "Notable People". Archived from the original on 18 July 2017. Retrieved 28 December 2017.
- ↑ Naidu, Ch. M. "Salt Satyagraha in the Coastal Andhra". Retrieved 24 December 2017.
- ↑ Sharma, Dr. Bina Kumari. "Women's Role in the Freedom Movement in South Orissa" (PDF). Orissa Review (August 2010): 35. Retrieved 28 December 2017.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |