Jump to content

ଭି. ଏସ. ରମାଦେବୀ

ଉଇକିପିଡ଼ିଆ‌ରୁ
(V. S. Ramadeviରୁ ଲେଉଟି ଆସିଛି)
ଭି. ଏସ. ରମାଦେବୀ
ମୁଖ୍ୟ ନିର୍ବାଚନ କମିଶନର, ଭାରତ
କାର୍ଯ୍ୟକାଳ
୨୬ ନଭେମ୍ବର ୧୯୯୦  ୧୨ ଡିସେମ୍ବର ୧୯୯୦
ପୂର୍ବ ଅଧିକାରୀଆର ବି ଏସ ପେରି ଶାସ୍ତ୍ରୀ
ପର ଅଧିକାରୀଟି. ଏନ. ଶେଷାନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-01-15)୧୫ ଜାନୁଆରୀ ୧୯୩୪
ଗୁଣ୍ଟୁର ଜିଲ୍ଲା, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୧୭ ଅପ୍ରେଲ ୨୦୧୩(2013-04-17) (ବୟସ ୭୯)
ବାଙ୍ଗାଲୋର, କର୍ଣ୍ଣାଟକ
ମୃତ୍ୟୁର କାରଣହୃଦ୍‌ରୋଧ
ଜାତୀୟତାଭାରତୀୟ
ବୃତ୍ତିସିଭିଲ ସେବିକା

ଭି. ଏସ. ରମାଦେବୀ (୧୫ ଜାନୁଆରୀ ୧୯୩୪ - ୧୭ ଅପ୍ରେଲ୨୦୧୩),[] ୨୬ ନଭେମ୍ବର ୧୯୯୦ରୁ ୧୨ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ଭାରତର ମୁଖ୍ୟ ନିର୍ବାଚନ କମିଶନର ଥିଲେ । ସେ ପ୍ରଥମ ମହିଳା ଥିଲେ ଯିଏ ମୁଖ୍ୟ ନିଯୁକ୍ତିର ପଦବୀ ସମ୍ଭାଳି ଥିଲେ, ତାଙ୍କ ପରେ ଟି. ଏନ. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ହେଇଥିଲେ ।

ବୃତ୍ତି

[ସମ୍ପାଦନା]

ରମା ଦେବୀଙ୍କ ଜନ୍ମ ୧୫ ଜାନୁଆରୀ ୧୯୩୪ ରେପୋଙ୍ଗଲ ଦିନରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ହୋଇଥିଲା । ସେ ଏଲୁରୁରୁ ଶିକ୍ଷା ପ୍ରାପ୍ତି କରିଥିଲେ । ସେ କଳାରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଉପାଧି ହାସଲ କରିବା ପରେ ପରେ ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟାଳୟରେ ନିଜକୁ ନିଜେ ଓକିଲ ରୂପରେ ପଞ୍ଜିକୃତ କରିଥିଲେ । ସେ ୨୩ ଜୁଲାଇ ୧୯୯୭ରୁ ୧ ଡିସେମ୍ବର ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ରାଜ୍ୟପାଳ[] ରହି ଥିଲେ। ଏବଂ ୨ ଡିସେମ୍ବର ୧୯୯୯ରୁ ୨୦ ଅଗଷ୍ଟ ୨୦୦୨ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଥିଲେ ।

୧୭ଏପ୍ରିଲ ୨୦୧୩ରେ ବାଙ୍ଗାଲୋରଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

  1. 1 2 Bangalore, 17 April 2013, DHNS:. "Former Governor Ramadevi passes away". Deccanherald.com. Retrieved 2013-04-18.{{cite web}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: numeric names: authors list (link)
  2. Past Governors in Raj Bhavan, Himachal Pradesh.

ଅଧିକ ତଥ୍ୟ

[ସମ୍ପାଦନା]