ଭି. ଏସ. ରମାଦେବୀ

ଉଇକିପିଡ଼ିଆ‌ରୁ
ଭି. ଏସ. ରମାଦେବୀ
ମୁଖ୍ୟ ନିର୍ବାଚନ କମିଶନର, ଭାରତ
କାର୍ଯ୍ୟକାଳ
୨୬ ନଭେମ୍ବର ୧୯୯୦ – ୧୨ ଡିସେମ୍ବର ୧୯୯୦
ପୂର୍ବ ଅଧିକାରୀଆର ବି ଏସ ପେରି ଶାସ୍ତ୍ରୀ
ପର ଅଧିକାରୀଟି. ଏନ. ଶେଷାନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-01-15)୧୫ ଜାନୁଆରୀ ୧୯୩୪
ଗୁଣ୍ଟୁର ଜିଲ୍ଲା, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୧୭ ଅପ୍ରେଲ ୨୦୧୩(2013-04-17) (ବୟସ ୭୯)
ବାଙ୍ଗାଲୋର, କର୍ଣ୍ଣାଟକ
ମୃତ୍ୟୁର କାରଣହୃଦ୍‌ରୋଧ
ଜାତୀୟତାଭାରତୀୟ
ବୃତ୍ତିସିଭିଲ ସେବିକା

ଭି. ଏସ. ରମାଦେବୀ (୧୫ ଜାନୁଆରୀ ୧୯୩୪ - ୧୭ ଅପ୍ରେଲ୨୦୧୩),[୧] ୨୬ ନଭେମ୍ବର ୧୯୯୦ରୁ ୧୨ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ଭାରତର ମୁଖ୍ୟ ନିର୍ବାଚନ କମିଶନର ଥିଲେ । ସେ ପ୍ରଥମ ମହିଳା ଥିଲେ ଯିଏ ମୁଖ୍ୟ ନିଯୁକ୍ତିର ପଦବୀ ସମ୍ଭାଳି ଥିଲେ, ତାଙ୍କ ପରେ ଟି. ଏନ. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ହେଇଥିଲେ ।

ବୃତ୍ତି[ସମ୍ପାଦନା]

ରମା ଦେବୀଙ୍କ ଜନ୍ମ ୧୫ ଜାନୁଆରୀ ୧୯୩୪ ରେପୋଙ୍ଗଲ ଦିନରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ହୋଇଥିଲା । ସେ ଏଲୁରୁରୁ ଶିକ୍ଷା ପ୍ରାପ୍ତି କରିଥିଲେ । ସେ କଳାରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଉପାଧି ହାସଲ କରିବା ପରେ ପରେ ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟାଳୟରେ ନିଜକୁ ନିଜେ ଓକିଲ ରୂପରେ ପଞ୍ଜିକୃତ କରିଥିଲେ । ସେ ୨୩ ଜୁଲାଇ ୧୯୯୭ରୁ ୧ ଡିସେମ୍ବର ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ରାଜ୍ୟପାଳ[୨] ରହି ଥିଲେ। ଏବଂ ୨ ଡିସେମ୍ବର ୧୯୯୯ରୁ ୨୦ ଅଗଷ୍ଟ ୨୦୦୨ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଥିଲେ ।

୧୭ଏପ୍ରିଲ ୨୦୧୩ରେ ବାଙ୍ଗାଲୋରଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Bangalore, 17 April 2013, DHNS:. "Former Governor Ramadevi passes away". Deccanherald.com. Retrieved 2013-04-18.{{cite web}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: numeric names: authors list (link)
  2. Past Governors in Raj Bhavan, Himachal Pradesh.

ଅଧିକ ତଥ୍ୟ[ସମ୍ପାଦନା]