ବ୍ୟବହାରକାରୀ:Srinibash Samal
ଦେଖଣା
ଶ୍ରୀନିବାସ ସାମଲ +୩ ପଦାର୍ଥ ବିଜ୍ଞାନ ଛାତ୍ର, ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ, ଏରକଣା, କଟକ। ଏଠି ଦେଖିଲା ପରେ ଜାଣିଲି କେଡ଼େ ବଡ କାମ କରୁଛନ୍ତି କେତେ କମ ଲୋକ ! ସେବେଠୁଁ ଉଇକି (ବିଶେଷତଃ ଉଇକିପାଠାଗାର) ରେ ସମ୍ପାଦନା କରୁଛି ।
ଆମର ଓଡ଼ିଆ ସଂସ୍କୃତି ତଥା ଏହା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଜାଣିବାକୁ ମୋର ଆଗ୍ରହ, ତେଣୁ ଯଥାସମ୍ଭବ ଚେଷ୍ଟା କରେ ଯେ ଆମ ଓଡ଼ିଶାର ମହାନ ସଂସ୍କୃତି, ପର୍ବ ପର୍ବାଣୀ, ପରମ୍ପରା, କଳା, ଭାସ୍କର୍ଯ୍ୟକୁ ସଭିଏଁ ଜାଣନ୍ତୁ ଏବଂ ଆଦର କରନ୍ତୁ।
Wikipedia:Babel |
---|
Search user languages |
- ମୁଁ ଜଗନ୍ନାଥ ସଂସ୍କୃତି ବିଷୟରେ ଆଗ୍ରହୀ ଏବଂ ତାହା ଉପରେ ଲେଖାଲେଖି କରେ ।
- ମୁଁ ବିଭିନ୍ନ ପ୍ରକାର ପୁରାଣ, ଶାସ୍ତ୍ର, ଟୀକା ଇତ୍ୟାଦି ଏବଂ ଓଡ଼ିଆ ସାହିତ୍ୟ ବିଷୟରେ ପଢାପଢି କରେ ।
- ଟୁଇଟର : @srinibash_samal
- ଇ-ଡାକ : srinibash.samal3@gmail.com
- ମୋ ୱେବସାଇଟ : https://thesrinibash.wordpress.com [୧]