Jump to content

ବ୍ୟବହାରକାରୀ:Srinibash Samal

ଉଇକିପିଡ଼ିଆ‌ରୁ
ଆଜି ୧୨ ସେପ୍ଟେମ୍ବର (ଶନିବାର), ୨୦୨୬ । ଏବେ ଓଡ଼ିଆ ଉଇକିପିଡ଼ିଆରେ ୨୧,୦୪୭ ଟି ଲେଖା (ଗଭୀରତା 129.5) ରହିଛି । ଏପର୍ଯ୍ୟନ୍ତ ଏଠାରେ ହେଇଥିବା ମୋଟ ୫,୯୨,୬୩୩ ସମ୍ପାଦନାରେ; ୪୨,୩୨୧ ପଞ୍ଜିକୃତ (୮୧ ସଚଳ) ବ୍ୟବହାରକାରୀଙ୍କ ଅବଦାନ ରହିଛି ।

ଶ୍ରୀନିବାସ ସାମଲ +୩ ପଦାର୍ଥ ବିଜ୍ଞାନ ଛାତ୍ର, ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ, ଏରକଣା, କଟକ। ଏଠି ଦେଖିଲା ପରେ ଜାଣିଲି କେଡ଼େ ବଡ କାମ କରୁଛନ୍ତି କେତେ କମ ଲୋକ ! ସେବେଠୁଁ ଉଇକି (ବିଶେଷତଃ ଉଇକିପାଠାଗାର) ରେ ସମ୍ପାଦନା କରୁଛି ।

ଆମର ଓଡ଼ିଆ ସଂସ୍କୃତି ତଥା ଏହା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଜାଣିବାକୁ ମୋର ଆଗ୍ରହ, ତେଣୁ ଯଥାସମ୍ଭବ ଚେଷ୍ଟା କରେ ଯେ ଆମ ଓଡ଼ିଶାର ମହାନ ସଂସ୍କୃତି, ପର୍ବ ପର୍ବାଣୀ, ପରମ୍ପରା, କଳା, ଭାସ୍କର୍ଯ୍ୟକୁ ସଭିଏଁ ଜାଣନ୍ତୁ ଏବଂ ଆଦର କରନ୍ତୁ।

Wikipedia:Babel
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

en-3 This user is able to contribute with an advanced level of English.
hi-3 ଏହି ସଭ୍ୟ ଉଚ୍ଚ ଧରଣର ହିନ୍ଦୀରେ ଲେଖାଲେଖି କରିପାରନ୍ତି ।
Search user languages
  • ମୁଁ ଜଗନ୍ନାଥ ସଂସ୍କୃତି ବିଷୟରେ ଆଗ୍ରହୀ ଏବଂ ତାହା ଉପରେ ଲେଖାଲେଖି କରେ ।
  • ମୁଁ ବିଭିନ୍ନ ପ୍ରକାର ପୁରାଣ, ଶାସ୍ତ୍ର, ଟୀକା ଇତ୍ୟାଦି ଏବଂ ଓଡ଼ିଆ ସାହିତ୍ୟ ବିଷୟରେ ପଢାପଢି କରେ ।
  • ଟୁଇଟର  : @srinibash_samal