ବ୍ୟବହାରକାରୀ:Gorvachove
ଦେଖଣା
Wikipedia:Babel | ||||
---|---|---|---|---|
| ||||
Search user languages |
ମୁଁ ଗୋର୍ବାଚୋଭ ପୋଥାଳ । ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟ ବୁର୍ଲାରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଭାରତୀୟ ପ୍ରଦ୍ୟୋଗିକୀ ଅନୁଷ୍ଠାନ ଖଡ଼ଗପୁର ରେ କମ୍ପୁଟର ବିଜ୍ଞାନରେ ସ୍ନାତକୋତ୍ତର ପ୍ରାପ୍ତ ତଥା ଗବେଷଣାରତ । ମୋର ଘର କେନ୍ଦୁଝର ଜିଲ୍ଲାର ରାଇସୁଆଁ ଗ୍ରାମରେ ।
ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ, ଚାଟସଭାରେ, ଫେସବୁକ ଗୋଠରେରେ ପଚାରନ୍ତୁ ।
ମୋତେ ଫେସବୁକରେ ଯୋଗାଯୋଗ କରିବାକୁ କ୍ଲିକ କରନ୍ତୁ ପାର୍ଶ୍ଵରେ ଥିବା ଲିଙ୍କ ଉପରେ
IRC | ଏହି ବ୍ୟବହାରକାରୀ IRC ରେ କଥାହୁଅନ୍ତି । ଆଉ ତାଙ୍କର ଡାକ ନାଆଁ: Gorvachove। |