ବ୍ୟବହାରକାରୀ:Gorvachove

ଉଇକିପିଡ଼ିଆ‌ରୁ
Wikipedia:Babel
or
ଏହି ସଭ୍ୟଙ୍କର ମାତୃଭାଷା ଓଡ଼ିଆ


ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
en-3 This user is able to contribute with an advanced level of English.
hi-3 ଏହି ସଭ୍ୟ ଉଚ୍ଚ ଧରଣର ହିନ୍ଦୀରେ ଲେଖାଲେଖି କରିପାରନ୍ତି ।
sa-2एष उपयोजकः माध्यमिक-संस्कृते लिखितुं शक्नोति.
Search user languages

ମୁଁ ଗୋର୍ବାଚୋଭ ପୋଥାଳ । ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟ ବୁର୍ଲାରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଭାରତୀୟ ପ୍ରଦ୍ୟୋଗିକୀ ଅନୁଷ୍ଠାନ ଖଡ଼ଗପୁର ରେ କମ୍ପୁଟର ବିଜ୍ଞାନରେ ସ୍ନାତକୋତ୍ତର ପ୍ରାପ୍ତ ତଥା ଗବେଷଣାରତ । ମୋର ଘର କେନ୍ଦୁଝର ଜିଲ୍ଲାର ରାଇସୁଆଁ ଗ୍ରାମରେ ।

ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ, ଚାଟସଭାରେ, ଫେସବୁକ ଗୋଠରେରେ ପଚାରନ୍ତୁ ।

ମୋତେ ଫେସବୁକରେ ଯୋଗାଯୋଗ କରିବାକୁ କ୍ଲିକ କରନ୍ତୁ ପାର୍ଶ୍ଵରେ ଥିବା ଲିଙ୍କ ଉପରେ Meet me at Facebook  

IRCଏହି ବ୍ୟବହାରକାରୀ IRC ରେ କଥାହୁଅନ୍ତି । ଆଉ ତାଙ୍କର ଡାକ ନାଆଁ: Gorvachove