ତ୍ରିନାଥ ନାଏକ

ଉଇକିପିଡ଼ିଆ‌ରୁ
(Trinath Naikରୁ ଲେଉଟି ଆସିଛି)
ତ୍ରିନାଥ ନାଏକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୭ ଅକ୍ଟୋବର ୧୯୯୨ (ମୃତ୍ୟୁ)
ପୂର୍ବ ଅଧିକାରୀରବିନାରାୟଣ ନାଏକ
ପର ଅଧିକାରୀପାଟ୍ଟ ନାୟକ
ନିର୍ବାଚନ ମଣ୍ଡଳୀହିନ୍ଦୋଳ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଭାଗିରଥୀ ନାଏକ
ପର ଅଧିକାରୀରବିନାରାୟଣ ନାଏକ
ନିର୍ବାଚନ ମଣ୍ଡଳୀହିନ୍ଦୋଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-04-19)୧୯ ଅପ୍ରେଲ ୧୯୪୨
ମୃତ୍ୟୁ୧୭ ଅକ୍ଟୋବର ୧୯୯୨(1992-10-17) (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀପ୍ରଭାମୟୀ ନାଏକ
ବାପା/ବୋଉସହଦେବ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ତ୍ରିନାଥ ନାଏକ (୧୯ ଅପ୍ରେଲ ୧୯୪୨ - ୧୭ ଅକ୍ଟୋବର ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ତ୍ରିନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୦ମ ବିଧାନ ସଭାରେ ବିଧାୟକ ଥିବାବେଳେ ସେ ମୃତ୍ୟୁବରଣ କରିଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ତ୍ରିନାଥ ୧୯୪୨ ମସିହାର ଅପ୍ରେଲ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସହଦେବ ନାଏକ ଓ ପତ୍ନୀଙ୍କ ନାମ ପ୍ରଭାମୟୀ ନାଏକ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ତ୍ରିନାଥ ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ତ୍ରିନାଥ ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (3rd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୫୯. Retrieved 15 August 2020.
  2. ୨.୦ ୨.୧ "Shri Trinath Naik". odishaassembly.nic.in. Odisha Assembly. Retrieved 15 August 2020.