Jump to content

ଟେନିପୋସାଇଡ

ଉଇକିପିଡ଼ିଆ‌ରୁ
(Teniposideରୁ ଲେଉଟି ଆସିଛି)
ଟେନିପୋସାଇଡ
Clinical data
Trade namesVumon
SynonymsVM-26
AHFS/Drugs.commonograph
MedlinePlusa692045
Pregnancy
category
  • AU: D
  • US: D (Evidence of risk)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    BioavailabilityN/A
    Protein binding>99%
    MetabolismLiver (CYP2C19-mediated)
    Elimination half-life5 hours
    ExcretionKidney and fecal
    Identifiers
    • (5R,5aR,8aR,9S)-5,8,8a,9-Tetrahydro-5-(4-hydroxy-3,5-dimethoxyphenyl)-9-({4,6-O-[(R)-2-thienylmethylene]-β-D-glucopyranosyl}oxy)furo[3',4':6,7]naphtho[2,3-d]-1,3-dioxol-6(5aH)-one
    ECHA InfoCard100.045.286 Edit this at Wikidata
    Chemical and physical data
    FormulaC32H32O13S
    Molar mass୬୫୬.୬୬ g·mol−1
    3D model (JSmol)
    • COc1cc(cc(c1O)OC)[C@@H]2c3cc4c(cc3[C@H]([C@@H]5[C@@H]2C(=O)OC5)O[C@H]6[C@@H]([C@H]([C@H]7[C@H](O6)COC(O7)c8cccs8)O)O)OCO4
    • InChI=1S/C32H32O13S/c1-37-19-6-13(7-20(38-2)25(19)33)23-14-8-17-18(42-12-41-17)9-15(14)28(16-10-39-30(36)24(16)23)44-32-27(35)26(34)29-21(43-32)11-40-31(45-29)22-4-3-5-46-22/h3-9,16,21,23-24,26-29,31-35H,10-12H2,1-2H3/t16-,21+,23+,24-,26+,27+,28+,29+,31?,32-/m0/s1 ☒N
    • Key:NRUKOCRGYNPUPR-PSZSYXFXSA-N ☒N
      (verify)

    ଟେନିପୋସାଇଡ (ଇଂରାଜୀ ଭାଷାରେ Teniposide), ଭୁମୋନ ଏହାର ଏକ ବେପାର ନାମ, ହେଉଛି ଏକ କେମୋଥେରାପି ଔଷଧ ଯାହା ପିଲାମାନଙ୍କର ତୀବ୍ର ଲିମ୍ଫୋସାଇଟିକ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[] ଅନ୍ୟାନ୍ୟ ବ୍ୟବହାରରେ ଛୋଟ ଜୀବକୋଷ ଫୁସଫୁସ କର୍କଟ ଏବଂ ଲିମ୍ଫୋମା ହୋଇପାରେ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲାଲ ରକ୍ତ କଣିକା, କମ୍ ପ୍ଲାଟେଲେଟ୍, ପାଟିରେ ପ୍ରଦାହ, ବାନ୍ତି, କେଶହାନୀ, ରକ୍ତସ୍ରାବ, ଜ୍ୱର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ୟ ପ୍ରକାର କର୍କଟ, ଇଞ୍ଜେକସନ ସ୍ଥାନରେ ତନ୍ତୁ ମୃତ୍ୟୁ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଯାହାକି ପୋଡୋଫାଇଲୋଟକ୍ସିନ୍ ବ୍ୟୁତ୍ପାଦିତ ଔଷଧ ଶ୍ରେଣୀରେ ଅଛି ଏବଂ ଡିଏନଏ ଉତ୍ପାଦନରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ବୋଲି ବିଶ୍ୱାସ କରାଯାଏ ।[]

    ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରର ବ୍ୟବହାର କରିବା ପାଇଁ ଟେନିପୋସାଇଡ ଅନୁମୋଦିତ ହୋଇଥିଲା [] ଏହା ୧୯୬୭ରୁ ୟୁରୋପରେ ଏବଂ ୧୯୮୪ରୁ କାନାଡାରେ ବିକ୍ରି ହୋଇଆସୁଛି । [] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦ ମିଗ୍ରା ମାତ୍ରା ପିଛା ପ୍ରାୟ ୨୧୦୦ ଡଲାର ଖର୍ଚ୍ଚ ହେଉଥିଲା । [] ଏହା ଆଉ କାନାଡ଼ାରେ ବ୍ୟବସାୟିକ ଭାବରେ ଅଦ୍ୟାପି ଉପଲବ୍ଧ ନୁହେଁ ।[]

    ସନ୍ଦର୍ଭ

    [ସମ୍ପାଦନା]
    1. 1 2 3 4 5 6 7 8 "Teniposide Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 25 September 2021.
    2. 1 2 Ravina, Enrique (18 April 2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 156. ISBN 978-3-527-32669-3. Archived from the original on 25 September 2021. Retrieved 25 September 2021.
    3. 1 2 Government of Canada, Health Canada (25 April 2012). "Drug Product Database Online Query". health-products.canada.ca. Archived from the original on 27 September 2021. Retrieved 26 September 2021.
    4. "Teniposide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 25 September 2021.