ପୋଡୋଫାଇଲୋଟକ୍ସିନ

ଉଇକିପିଡ଼ିଆ‌ରୁ
ପୋଡୋଫାଇଲୋଟକ୍ସିନ
Clinical data
Trade namesCondylox, Warticon, Wartec, others
SynonymsPodofilox,[୧] (5R,5aR,8aR,9R)-9-hydroxy-5-(3,4,5-trimethoxyphenyl)-5,8,8a,9-tetrahydrofuro[3',4':6,7]naphtho[2,3-d][1,3]dioxol-6(5aH)-one
AHFS/Drugs.commonograph
MedlinePlusa684055
Pregnancy
category
  • C
Pharmacokinetic data
Elimination half-life1.0 to 4.5 hours.
Identifiers
  • (10R,11R,15R,16R)-16-hydroxy-10-(3,4,5-trimethoxyphenyl)-4,6,13-trioxatetracyclo[7.7.0.03,7.011,15]hexadeca-1,3(7),8-trien-12-one
ECHA InfoCard100.007.502 Edit this at Wikidata
Chemical and physical data
FormulaC22H22O8
Molar mass୪୧୪.୪୧ g·mol−1
3D model (JSmol)
Melting point183.3 to 184 °C (361.9 to 363.2 °F)
  • COc1cc(cc(c1OC)OC)[C@@H]2c3cc4c(cc3[C@@H]([C@@H]5[C@@H]2C(=O)OC5)O)OCO4
  • InChI=1S/C22H22O8/c1-25-16-4-10(5-17(26-2)21(16)27-3)18-11-6-14-15(30-9-29-14)7-12(11)20(23)13-8-28-22(24)19(13)18/h4-7,13,18-20,23H,8-9H2,1-3H3/t13-,18+,19-,20-/m0/s1 checkY
  • Key:YJGVMLPVUAXIQN-XVVDYKMHSA-N checkY
  (verify)

ପୋଡୋଫାଇଲୋଟକ୍ସିନ ( ପିପିଟି ), ଯାହାକୁ ପୋଡୋଫାଇଲକ୍ସ ମଧ୍ୟ କୁହାଯାଏ, ଏହା ଏକ ଔଷଧ ଯାହା ଯୌନାଙ୍ଗ ଭାତୁଡ଼ି ଏବଂ ମୋଲୁସ୍କମ କୋଣ୍ଟାଜିଓସମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ବାହ୍ୟ ୱାର୍ଟ ବିନା ପାପିଲୋମା ଭୂତାଣୁ ସଂକ୍ରମଣ ପାଇଁ ଏହି ଔଷଧ ଦେବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କିମ୍ବା ରୋଗୀ ନିଜେ ପ୍ରଭାବିତ ଚର୍ମରେ ପ୍ରୟୋଗ କରନ୍ତି ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥାନରେ ଜ୍ୱାଳା, ଯନ୍ତ୍ରଣା ଏବଂ ଲାଲିମା ହୋଇପାରେ ।[୨] ଏହା ପୋଡୋଫିଲମରୁ ବାହାର କରାଯାଇଥିବା ଏକ ଅଣ- ଆଲକାଲଏଡ୍ ଟକ୍ସିନ୍ ଲିଗନିନ ।[୩] ପୋଡୋଫାଇଲମ ରେଜିନ ଭାବରେ ଜଣାଶୁଣା ଏକ କମ ବିଶୋଧିତ ଦ୍ରବ୍ୟ ମଧ୍ୟ ଉପଲବ୍ଧ, କିନ୍ତୁ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।[୪][୫]

ପୋଡୋଫାଇଲୋଟକ୍ସିନ ପ୍ରଥମେ ୧୮୮୦ ମସିହାରେ ପୃଥକ କରାଯାଇଥିଲା ।[୬] ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ପୋଡୋଫାଇଲମ ରେଜିନ ବଦଳର ଏହାର ନାମ ଲିପିବଦ୍ଧ ଅଛି ।[୭] ଯୁକ୍ତରାଷ୍ଟ୍ରରେ ୩.୫ ମିଲିର ଏକ ବୋତଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା ।[୮] ଏହା ଅନ୍ୟମାନଙ୍କ ମଧ୍ୟରେ କଣ୍ଡିଲାଇନ ଏବଂ ୱାର୍ଟିକନ ବ୍ରାଣ୍ଡ ନାମରେ ବିକ୍ରି ହୁଏ | [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Podophyllotoxin for anogenital warts; Podophyllotoxin info". patient.info. Archived from the original on 2018-05-07. Retrieved 2018-05-06.
  2. ୨.୦ ୨.୧ ୨.୨ ୨.୩ ୨.୪ "Podofilox". The American Society of Health-System Pharmacists. Archived from the original on 21 December 2016. Retrieved 8 December 2016.
  3. Xu H, Lv M, Tian X (2009). "A review on hemisynthesis, biosynthesis, biological activities, mode of action, and structure-activity relationship of podophyllotoxins: 2003-2007". Current Medicinal Chemistry. 16 (3): 327–49. doi:10.2174/092986709787002682. PMID 19149581.
  4. "Podophyllum Resin". The American Society of Health-System Pharmacists. Archived from the original on 22 December 2016. Retrieved 8 December 2016.
  5. World Health Organization (2009). Stuart MC, Kouimtzi M, Hill SR (eds.). WHO Model Formulary 2008. World Health Organization. p. 307. hdl:10665/44053. ISBN 9789241547659.
  6. Cragg GM, Kingston DG, Newman DJ (2011). Anticancer Agents from Natural Products, Second Edition (2 ed.). CRC Press. p. 97. ISBN 9781439813836. Archived from the original on 2021-07-01. Retrieved 2021-10-04.
  7. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  8. "Condylox Prices, Coupons & Savings Tips - GoodRx". GoodRx. Archived from the original on 29 September 2016. Retrieved 28 October 2021.