Jump to content

ଟେନିପୋସାଇଡ

ଉଇକିପିଡ଼ିଆ‌ରୁ
ଟେନିପୋସାଇଡ
Clinical data
Trade namesVumon
SynonymsVM-26
AHFS/Drugs.commonograph
MedlinePlusa692045
Pregnancy
category
  • AU: D
  • US: D (Evidence of risk)
Routes of
administration
Intravenous
Legal status
Legal status
Pharmacokinetic data
BioavailabilityN/A
Protein binding>99%
MetabolismLiver (CYP2C19-mediated)
Elimination half-life5 hours
ExcretionKidney and fecal
Identifiers
  • (5R,5aR,8aR,9S)-5,8,8a,9-Tetrahydro-5-(4-hydroxy-3,5-dimethoxyphenyl)-9-({4,6-O-[(R)-2-thienylmethylene]-β-D-glucopyranosyl}oxy)furo[3',4':6,7]naphtho[2,3-d]-1,3-dioxol-6(5aH)-one
ECHA InfoCard100.045.286 Edit this at Wikidata
Chemical and physical data
FormulaC32H32O13S
Molar mass୬୫୬.୬୬ g·mol−1
3D model (JSmol)
  • COc1cc(cc(c1O)OC)[C@@H]2c3cc4c(cc3[C@H]([C@@H]5[C@@H]2C(=O)OC5)O[C@H]6[C@@H]([C@H]([C@H]7[C@H](O6)COC(O7)c8cccs8)O)O)OCO4
  • InChI=1S/C32H32O13S/c1-37-19-6-13(7-20(38-2)25(19)33)23-14-8-17-18(42-12-41-17)9-15(14)28(16-10-39-30(36)24(16)23)44-32-27(35)26(34)29-21(43-32)11-40-31(45-29)22-4-3-5-46-22/h3-9,16,21,23-24,26-29,31-35H,10-12H2,1-2H3/t16-,21+,23+,24-,26+,27+,28+,29+,31?,32-/m0/s1 ☒N
  • Key:NRUKOCRGYNPUPR-PSZSYXFXSA-N ☒N
  (verify)

ଟେନିପୋସାଇଡ (ଇଂରାଜୀ ଭାଷାରେ Teniposide), ଭୁମୋନ ଏହାର ଏକ ବେପାର ନାମ, ହେଉଛି ଏକ କେମୋଥେରାପି ଔଷଧ ଯାହା ପିଲାମାନଙ୍କର ତୀବ୍ର ଲିମ୍ଫୋସାଇଟିକ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[୧] ଅନ୍ୟାନ୍ୟ ବ୍ୟବହାରରେ ଛୋଟ ଜୀବକୋଷ ଫୁସଫୁସ କର୍କଟ ଏବଂ ଲିମ୍ଫୋମା ହୋଇପାରେ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲାଲ ରକ୍ତ କଣିକା, କମ୍ ପ୍ଲାଟେଲେଟ୍, ପାଟିରେ ପ୍ରଦାହ, ବାନ୍ତି, କେଶହାନୀ, ରକ୍ତସ୍ରାବ, ଜ୍ୱର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ୟ ପ୍ରକାର କର୍କଟ, ଇଞ୍ଜେକସନ ସ୍ଥାନରେ ତନ୍ତୁ ମୃତ୍ୟୁ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଯାହାକି ପୋଡୋଫାଇଲୋଟକ୍ସିନ୍ ବ୍ୟୁତ୍ପାଦିତ ଔଷଧ ଶ୍ରେଣୀରେ ଅଛି ଏବଂ ଡିଏନଏ ଉତ୍ପାଦନରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ବୋଲି ବିଶ୍ୱାସ କରାଯାଏ ।[୧]

୧୯୯୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରର ବ୍ୟବହାର କରିବା ପାଇଁ ଟେନିପୋସାଇଡ ଅନୁମୋଦିତ ହୋଇଥିଲା [୧] ଏହା ୧୯୬୭ରୁ ୟୁରୋପରେ ଏବଂ ୧୯୮୪ରୁ କାନାଡାରେ ବିକ୍ରି ହୋଇଆସୁଛି । [୨] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦ ମିଗ୍ରା ମାତ୍ରା ପିଛା ପ୍ରାୟ ୨୧୦୦ ଡଲାର ଖର୍ଚ୍ଚ ହେଉଥିଲା । [୪] ଏହା ଆଉ କାନାଡ଼ାରେ ବ୍ୟବସାୟିକ ଭାବରେ ଅଦ୍ୟାପି ଉପଲବ୍ଧ ନୁହେଁ ।[୩]

ସନ୍ଦର୍ଭ[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Teniposide Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 25 September 2021.
  2. ୨.୦ ୨.୧ Ravina, Enrique (18 April 2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 156. ISBN 978-3-527-32669-3. Archived from the original on 25 September 2021. Retrieved 25 September 2021.
  3. ୩.୦ ୩.୧ Government of Canada, Health Canada (25 April 2012). "Drug Product Database Online Query". health-products.canada.ca. Archived from the original on 27 September 2021. Retrieved 26 September 2021.
  4. "Teniposide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 25 September 2021.