ଟେନାପାନୋର
ଦେଖଣା
(Tenapanorରୁ ଲେଉଟି ଆସିଛି)
| Clinical data | |
|---|---|
| Trade names | Ibsrela |
| Synonyms | Tenapanor hydrochloride |
| AHFS/Drugs.com | monograph |
| data | |
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| Identifiers | |
| |
| ECHA InfoCard | 100.243.471 |
| Chemical and physical data | |
| Formula | C50H66Cl4N8O10S2 |
| Molar mass | ୧,୧୪୫.୦୪ g·mol−1 |
| 3D model (JSmol) | |
| |
| |
ଟେନାପାନୋର (ଇଂରାଜୀ ଭାଷାରେ Tenapanor), ଇବସ୍ରେଲା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ସହିତ କୋଷ୍ଠକାଠିନ୍ୟର (IBS-C) ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଫୁଲା ଏବଂ ମୁଣ୍ଡ ହାଲୁକା ଲାଗିବା ଇତ୍ୟାଦି ହୋଇପାରେ ।[୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର ନିରାପଦ ବୋଲି ବିଶ୍ୱାସ କରାଯାଏ ।[୧] ଏହା ସୋଡିଅମ-ପ୍ରୋଟୋନ ଏକ୍ସଚେଞ୍ଜର (NHE3)କୁ ଅବରୋଧ କରି ସୋଡିଅମର ଉପଯୋଗକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୧]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେନାପାନୋରକୁ ଅନୁମୋଦନ କରାଯାଇଥିଲା ।[୧] ୨୦୨୧ ସୁଦ୍ଧା ତଥାପି ଏପର୍ଯ୍ୟନ୍ତ ଔଷଧ ଦୋକାନରେ ଉପଲବ୍ଧ ନୁହେଁ ।[୨] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ନୁହେଁ ।[୩]
ଆଧାର
[ସମ୍ପାଦନା]- 1 2 3 4 5 6 "Tenapanor Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 25 September 2021.
- ↑ "Ibsrela Prices and Ibsrela Coupons - GoodRx". GoodRx. Retrieved 25 September 2021.
- ↑ "Tenapanor". SPS - Specialist Pharmacy Service. 26 May 2017. Archived from the original on 23 July 2017. Retrieved 25 September 2021.